ଚୀନକୁ ବଡ଼ ଝଟ୍‌କା; ୧୨ କମ୍ପାନୀକୁ କଳା ତାଲିକାଭୁକ୍ତ କଲା ଆମେରିକା

ୱାଶିଂଟନ: ଚୀନକୁ ବଡ଼ ଝଟ୍‌କା ଦେଇଛି ଆମେରିକା। ଚୀନର ପ୍ରାୟ ୧୨ଟି ବଡ଼ କମ୍ପାନୀକୁ ଆମେରିକା କଳା ତାଲିକାଭୁକ୍ତ କରିଛି। ଏହି କମ୍ପାନୀଗୁଡ଼ିକ ମଧ୍ୟରେ ଚୀନର ସବୁଠୁ ବଡ଼ ଚିପ୍‌ ନିର୍ମାତା କମ୍ପାନୀ ‘ସେମିକଣ୍ଡକ୍ଟର ମାନୁଫାକ୍‌ଚରିଂ ଇଣ୍ଟରନ୍ୟାଶନାଲ କର୍ପ (ଏସଏମଆଇସି)’ ଏବଂ ଚୀନର ଡ୍ରୋନ

ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ପୁରୀରେ ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ

ପୁରୀ: ପୁରୀର ବିଶ୍ବପ୍ରସିଦ୍ଧ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ୫- ଟି ସଚିବ ଭିକେ ପାଣ୍ଡିଆନ। ଆସନ୍ତା ୨୩ ତାରିଖରୁ ପୁରୀ ଜଗନ୍ନାଥ ମନ୍ଦିର ଖୋଲୁଥିବା ବେଳେ ଭକ୍ତଙ୍କ ଦର୍ଶନ ପାଇଁ କେଉଁ ସବୁ ବ୍ୟବସ୍ଥା କରାଯାଇଛି ସେନେଇ ଜିଲ୍ଲାପାଳ ଓ ଏସପିଙ୍କ

ମତପାର୍ଥକ୍ୟ ଦୂରେଇ ଜୋ ବାଇଡେନ୍‌ଙ୍କ ସହ କାମ କରିବାକୁ ଚୀନ୍‌ର ପ୍ରସ୍ତାବ

ଓ୍ଵାସିଂଟନ୍‌: ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସହଯୋଗ କରିବା ଲାଗି ଚୀନ୍‌ର ଶୀର୍ଷସ୍ତରୀୟ କୂଟନୀତିଜ୍ଞ ପ୍ରସ୍ତାବ ଦେବା ସହ ଚେତାଇ ଦେଇଛନ୍ତି ଯେ, ବେଜିଙ୍ଗ୍‌ର ଅନେକ ଆମେରିକୀୟ ସମାଲୋଚକ ‘ପ୍ରମାଣ ନ ଥିବା କମ୍ୟୁନିଷ୍ଟ୍‍ ବିରୋଧୀ’ ବାତାବରଣ

କୋଭିଡ୍‍-୧୯ ଟିକା କ୍ଷେତ୍ରରେ ଗରିବ ଦେଶମାନଙ୍କୁ ଧନୀ ଦେଶ ସହାୟତା କରନ୍ତୁ : ଜାତିସଂଘ ମହାସଚିବ ଗୁଟେରସ୍‍

ୱାଶିଂଟନ : ମିଳିତ ଜାତିସଂଘ ମହାସଚିବ ଅଣ୍ଟୋନିଓ ଗୁଟେରସ୍‍ ଗରିବ ଦେଶମାନଙ୍କୁ କୋଭିଡ୍‍-୧୯ ଟିକା କିଣିବାରେ ସହାୟତା କରିବା ଲାଗି ବିଶ୍ୱର ଧନୀ ଦେଶଗୁଡ଼ିକୁ ନିବେଦନ କରିଛନ୍ତି। ଶ୍ରୀ ଗୁଟେରସ୍‍ କହିଛନ୍ତି, ଆମେ କେବଳ ଟିକା ମାଧ୍ୟମରେ କରୋନାକୁ ଦୂର କରିପାରିବା ନାହିଁ, ଏଥିପାଇଁ

ମମତାଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା; ୪ ବିଜେପି ନେତାଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌

ନୂଆଦିଲ୍ଲୀ: ୪ ବିଜେପି ନେତାଙ୍କ ବିରୋଧରେ ପଶ୍ଚିମବଙ୍ଗ ସରକାର ଗ୍ରହଣ କରିଥିବା ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ବିଜେପି ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟ, ବରିଷ୍ଠ ନେତା ମୁକୁଲ ରାୟ, ସାଂସଦ ଅର୍ଜୁନ ସିଂହଙ୍କ ସମେତ ୪ ନେତାଙ୍କ ବିରୋଧରେ ରୁଜୁ

ଆମେ ମୁଣ୍ଡ ନୁଆଁଇ, ହାତ ଯୋଡି ସବୁ ପ୍ରସଙ୍ଗରେ କୃଷକଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ : ପ୍ରଧାନମନ୍ତ୍ରୀ ମୋଦୀ

ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ ନୂଆଦିଲ୍ଲୀ : କୃଷି ଆଇନକୁ ନେଇ ଦେଶରେ କ୍ରମାଗତ ୨୩ ଦିନ ଚାଷୀ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର କୃଷକମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ବିରୋଧୀ ଦଳକୁ ଟାର୍ଗେଟ କରି ସେ

ହିନ୍ଦୁ ଦେବୀ-ଦେବତାଙ୍କୁ ଫେସବୁକରେ ଅଭଦ୍ର ମନ୍ତବ୍ୟ ଦେଇ କିରଣ ଯାଦବ ଗିରଫ

ବୈଶାଳୀ,୧୮।୧୨:ସୋସିଆଲ ମିଠିଆରେ ସବୁବେଳେ ହିନ୍ଦୁ ଦେବା-ଦେବୀଙ୍କ ବିରୋଧରେ ଅଭଦ୍ର ମନ୍ତବ୍ୟ ଦେଉଥିବା ବିହାରର କିରଣ ଯାଦବ ଗିରଫ ହୋଇଛନ୍ତି। କିରଣ ଯାଦବଙ୍କ ଉପରେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଥିବାର ଅଭିଯୋଗ ରହିଛି। ସୋସିଆଲ ମିଡିଆ ଜରିଆରେ ଗତ କିଛି ଦିନ ଧରି  ଖୁବ୍ ଚର୍ଚ୍ଚାର

ବଳାତ୍କାର ଅଭିଯୁକ୍ତ ସ୍ବାମୀ ନିତ୍ୟାନନ୍ଦ କୈଳାସ ଯାତ୍ରା ପାଇଁ ଆରମ୍ଭ କଲେ ଭିସା ସର୍ଭିସ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ତଥା ପଳାତକ ଘୋଷିତ ହୋଇଥିବା ଆତ୍ମ ଘୋଷିତ ଭଣ୍ଡବାବା ନିତ୍ୟାନନ୍ଦ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିତ୍ୟାନନ୍ଦ ପୁଣି ଥରେ ଏକ ଦାବି କରିଛନ୍ତି ଯାହା ବର୍ତ୍ତମାନ ସଂମୟର ଏକ ବଡଖବର ପାଲଟିଛି । ନିଜ ଦେଶ କୈଲାସ ବୋଲି ଦାବି କରୁଥିବା

“ବାବା କା ଢାବା” ମାଲିକଙ୍କୁ ଜୀବନରୁ ମାରିଦେବାକୁ ଧମକ, ପୋଲିସର ସହାୟତା ଲୋଡିଲେ କାନ୍ତା ପ୍ରସାଦ

ନୂଆଦିଲ୍ଲୀ: ‘ବାବା କା ଢାବା’ ଚଳାଉଥିବା କାନ୍ତା ପ୍ରସାଦଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଛି । କାନ୍ତା ପ୍ରସାଦ ଏଥିପାଇଁ ଦିଲ୍ଲୀର ମାଲିବୀୟ ନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଛନ୍ତି । ଢାବାର ମାଲିକ କାନ୍ତା ପ୍ରସାଦ ମାମଲାରେ କହିଛନ୍ତି ଯେ କେହି ଅଜଣା ବ୍ୟକ୍ତି ତାଙ୍କୁ

ମହିଳା କନେଷ୍ଟବଳଙ୍କ ସହ ପ୍ରେମ ପ୍ରତାରଣା ମହଙ୍ଗା ପଡ଼ିଲା: ପୁଲିସ ଅଧିକାରୀ ଥାନାରେ ଅଟକ

ଭବାନୀପାଟଣା: ମାଲକାନଗିରିର ଜଣେ ରସିକିଆ ପୁଲିସ ଅଧିକାରୀଙ୍କୁ ଥାନାରେ ଅଟକ ରଖାଯାଇଥିବାର ଖବର ମିଳିଛି। ମାଲକାନଗିରି ସଦର ଡିଏସପି ଅକ୍ଷୟ ନାୟକ କଳାହାଣ୍ଡି ପୁଲିସ ଦ୍ବାରା ଅଟକ ହୋଇଛନ୍ତି। କେସିଙ୍ଗା ଥାନାର ଜଣେ ବିବାହିତା ମହିଳା କନେଷ୍ଟବଳଙ୍କ ସହ ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଂ
error: Content is protected !!
Open chat