‘ଭାରତ ବନ୍ଦ’ ଆଂଶିକ ସଫଳ, ଆଜି କୃଷକ ନେତାଙ୍କୁ ଭେଟିବେ ଶାହା, କାଲି ରାଷ୍ଟ୍ରପତିଙ୍କ ଠାରେ ଫେରାଦ ହେବେ ବିରୋଧୀ
କୃଷକ ସଂଗଠନଗୁଡିକ ଦ୍ୱାରା ଆଜି ଦିଆଯାଇଥିବା ଭାରତ ବନ୍ଦ ଆଂଶିକ ସଫଳ ହୋଇଛି। କେନ୍ଦ୍ର ସରକାର ସଂସଦରେ ଗୃହୀତ କରାଇ ଆଇନରେ ପରିଣତ କରିଥିବା ୩ଟି କୃଷି ଆଇନ ବିରୋଧରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କୃଷକମାନେ ଭାରତ ବନ୍ଦ କରିଥିଲେ। ଏହା ସମଗ୍ର ଦେଶରେ ମିଶ୍ରିତ ପ୍ରଭାବ ପକାଇଛି। ଏହି!-->…