Browsing Category
Breaking News
ରାଜଗାଙ୍ଗପୁର: ତେଜରାତି ଗୋଦାମରୁ ଚୋରି ଅଭିଯୋଗରେ ୭ ଦୃର୍ବୁତ୍ତ ଗିରଫ – ଲକ୍ଷାଧିକ ଟଙ୍କାର ତେଜରାତି ସାମଗ୍ରୀ…
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁଙ୍କ ରିପୋର୍ଟ),୨୨/୦୮ : ରାଜଗାଙ୍ଗପୁରର ତେଜରାତି ବ୍ୟବସାୟୀ ବିନୋଦ ଟିବ୍ରେୱାଲଙ୍କ ତେଜରାତି ଗୋଦାମରୁ ଗତ ୧୮ ତାରିଖ ରାତିରେ କିଛି ଦୃର୍ବୁତ୍ତ ତାଙ୍କ ତେଜରାତି ଗୋଦାମର ଜଗୁଆଳିଙ୍କୁ ମାରଣ।ନ୍ତକ ଆକ୍ରମଣ କରି ଗୋଦାମର ତାଲା!-->…
ପୂର୍ବତନ ଅର୍ଥମନ୍ତ୍ରୀ ତଥା କଳିଙ୍ଗ ନଗର ମଜଦୁର ୟୁନିୟନର ମୁଖ୍ୟ ଉପଦେଷ୍ଟା ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ କଳିଙ୍ଗ…
ଯାଜପୁର ରୋଡ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮ : ଓଡିଶାର ଶିଳ୍ପ ରାଜଧାନୀ, ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳଠାରେ ପ୍ରତିଷ୍ଠିତ ଏକମାତ୍ର ସରକାରୀ ଉଦ୍ୟୋଗ, 'ନୀଳାଚଳ ଇସ୍ପାତ ନିଗମ'କୁ ବିକ୍ରି ନକରି ଏହାର ପରିଚାଳନା ଭାର ସେଲ, ଆରଆଇଏନଏଲ କିମ୍ବା ଏନଏମଡିସି ପରି!-->…
ରାଜଧାନୀ ଦିଲ୍ଲୀରୁ ଆଇଏସଆଇଏସ ଆତଙ୍କବାଦୀ ଗିରଫ: ୧୫ କିଲୋ ଇମ୍ପ୍ରୁଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି)
ନୂଆଦିଲ୍ଳୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮ : ଗତକାଲି, ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଳୀଠାରେ ହୋଇଥିବା ଗୁଳି ବିନିମୟରେ ଜଣେ ଇସ୍ଲାମିକ ଷ୍ଟେଟ (ଆଇଏସଆଇଏସ) ଆତଙ୍କବାଦୀକୁ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସ୍ ଆଇଏସ୍ଆଇଏସ୍ର ଏହି ଆତଙ୍କବାଦୀକୁ ଗିରଫ କରିବା!-->…
ବୈତରଣୀରେ ପ୍ରଥମ ବନ୍ୟା ଜଳ: ହଜାର ହଜାର ହେକ୍ଟର ଚାଷ ଜମି ଜଳ ମଗ୍ନ !! ଆରଡ଼ି – ମତୋ ରାସ୍ତା ଉପରେ ୩ ଫୁଟର…
ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨୨/୦୮ : ଗତ କିଛି ଦିନର ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଏବେ ବୈତରଣୀ ନଦୀରେ ପ୍ରଥମ ବନ୍ୟା ଆସିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଆରଡ଼ି, ନନ୍ଦପୁର, ସୁନ୍ଦରପୁର ତଥା ଓଳଗ ଆଦି ପଞ୍ଚାୟତ ଅଧିନସ୍ତ ଅନେକ ଅଞ୍ଚଳରେ ଉପର!-->…
ରାଉରକେଲା: ଆଉ ଜଣେ କରୋନା ଯୋଦ୍ଧାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ
ରାଉରକେଲା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କରୋନା ଆକ୍ରାନ୍ତ କୋଭିଡ ଯୋଦ୍ଧା ଡାକ୍ତରଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସରକାରୀ ଡାକ୍ତରଖାନାର ଡାକ୍ତର ଅରୁଣ କୁମାର ଦାସଙ୍କ!-->…
ଭଦ୍ରକ ସାଂସଦ ଦମ୍ପତ୍ତି କରୋନା ଆକ୍ରାନ୍ତ: ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ତଥା ଧାମନଗରର ପୂର୍ବତନ…
ଭଦ୍ରକ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮: ଭଦ୍ରକ ସାଂସଦ ଦମ୍ଫତ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି । ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କୋଭିଡ ପଜିଟିଭ ନେଇ ନିଜେ ସୂଚନା ଦେଇଛନ୍ତି। ଭଦ୍ରକ ସାଂସଦ ମଞ୍ଜୁଲତା!-->…
ଚାଇନିଜ ଆପ ବନ୍ଦ ହେବା ପରେ ଚୀନକୁ ଆଉ ଏକ ଝଟକା: ‘ବନ୍ଦେ ଭାରତ ଟ୍ରେନ୍’ ଟେଣ୍ଡର ବାତିଲ କଲେ ଭାରତ ସରକାର –…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮: ଭାରତରେ ଚାଇନିଜ ଆପ ବନ୍ଦ ହେବା ପରେ ଏବେ ଚୀନକୁ ଆଉ ଏକ ଝଟକା ଲାଗିଛି। ଚୀନକୁ ଆଉ ଏକ ଝଟକା ଦେଇଛି ଭାରତ, ୪୪ଟି ସେମି ହାଇସ୍ପିଡ ଏକ୍ସପ୍ରେସ ଟ୍ରେନର ଚୁକ୍ତିନାମାକୁ ବାତିଲ କରିଛି ଭାରତ। ଅତ୍ୟାଧୁନିକ ସେମି ହାଇସ୍ପିଡ୍ ‘ବନ୍ଦେ ଭାରତ!-->…
ପୁରୀ, ବଗଲା ଧର୍ମଶାଳା ଜମି ପ୍ରସଙ୍ଗ: ବେଆଇନ ଭାବେ ବିକ୍ରି ହୋଇଥିବା ଜମିକୁ ଫେରାଇ ଆଣିବାକୁ ଅଣ୍ଟାଭିଡିଲା ବିଜେପି…
ଭୁବନେଶ୍ୱର/ପୁରୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮: ୧୯୦୫ ମସିହାରେ ବାବୁ କହ୍ନେୟାଲାଲ ବଗଲା ନାମକ ଜଣେ ବ୍ୟକ୍ତି ବଗଲା ଧର୍ମଶାଳା ନିର୍ମାଣ କରି ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସୁଥିବା ତୀର୍ଥଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ କୋଠରି ଯୋଗାଇବା ଉଦ୍ଦେଶ୍ୟରେ ଜିଲା ମାଜିଷ୍ଟ୍ରେଟ ଏବଂ ଲଜିଂ!-->…
ଆନ୍ଧ୍ରପ୍ରଦେଶ: ଚିତ୍ତୂର ନିକଟରେ ଏକ ଘରୋଇ ଦୁଗ୍ଧ କାରଖାନାରେ ଆମୋନିଆ ଗ୍ୟାସ ଲିକ ହେବା ଯୋଗୁଁ ୧୪ ଜଣ ମହିଳା…
ତିରୁପତି/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୧/୦୮: ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାର ପୁତଳପଟ୍ଟୁ ନିକଟ ଏମ୍. ବଣ୍ଡାପଲ୍ଲୀ ଗ୍ରାମରେ ଥିବା ‘ହାଟ୍ସନ୍ ଡାଇରି’ ୟୁନିଟ୍ରେ ଗତକାଲି ରାତି ପ୍ରାୟ ୯. ୩୦ରେ ଆମୋନିଆ ଗ୍ୟାସ୍ ଲିକ ହେବା ଯୋଗୁଁ ପ୍ରାୟ ୧୪ ଜଣ ମହିଳା କର୍ମଚାରୀଙ୍କ ସମେତ!-->…
ଆରଡ଼ି-ଯାଜପୁର ଜାତୀୟ ରାଜପଥ: ଲଗାଣ ବର୍ଷାରେ କୟାଁଗୋଲା ବ୍ରୀଜ ନିକଟରେ ଦେଢ଼ଶହ ଫୁଟର ଆପ୍ରୋଚ ରୋଡ ଧସିଲା
ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨୦/୦୮ : ଭଦ୍ରକ ଜିିିିିିଲ୍ଲା ଅନ୍ତର୍ଗତ ଆରଡ଼ି-ଯାଜପୁର ଜାତୀୟ ରାଜପଥର ବୋଡକ ଠାରେ ଗତ ୨ ଦିନର ଲଗାଣ ବର୍ଷାରେ ପାଖାପାଖି ଦେଢ଼ଶହ ଫୁଟର ମାଟି ଅତଡ଼ା ସହ ପଥର ଧସିଥିବାର ଦେଖିବାକୁ ମିଳିଛି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଲୋକେ!-->…