Browsing Category

Breaking News

ଦେଶରେ ୨୪ ଘଣ୍ଟାରେ ୪୭ ହଜାର ୭୦୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୬୫୪ ଆକ୍ରାନ୍ତଙ୍କର ମୃତ୍ୟୁ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୭: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୪୭ ହଜାର ୭୦୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୬୫୪ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି ।୪ ଲକ୍ଷ ୯୬ ହଜାର ୯୮୮ ଟି

ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଜୋଶୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ କରିଥିବା ପିଟିସନକୁ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୮/୦୭: ସୋମବାର ସକାଳେ ରାଜସ୍ଥାନର ରାଜନୈତିକ ସଂଗ୍ରାମରେ ଏକ ନୂଆ ମୋଡ଼ ଆସିଛି। ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଜୋଶୀ ହାଇକୋର୍ଟଙ୍କ ରାୟ ବିରୋଧରେ ଯେଉଁ ପିଟିସନ ଦାଖଲ କରିଥିଲେ, ଆଜି ସେ ତାକୁ ପ୍ରତ୍ୟାହାର କରି ନେଇଛନ୍ତି। ବାଚସ୍ପତିଙ୍କ

ତିନୋଟି ଉଚ୍ଚ ଦକ୍ଷତା ବିଶିଷ୍ଟ କରୋନା ପରୀକ୍ଷଣ କେନ୍ଦ୍ରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ନୋଏଡ଼ା,…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୭ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି ଉଚ୍ଚ ଦକ୍ଷତା ବିଶିଷ୍ଟ କୋଭିଡ୍ ପରୀକ୍ଷଣ କେନ୍ଦ୍ରର ଉଦଘାଟନ କରିଛନ୍ତି । ଭିଡିଓ କନଫେରେନ୍ସିଂ ଜରିଆରେ ନୋଏଡ଼ା, ମୁମ୍ବାଇ ଏବଂ କୋଲକାତାଠାରେ ଏହି ୩ଟି ଅତ୍ୟାଧୁନିକ କୋଭିଡ-୧୯ ପରୀକ୍ଷଣ

ବିଜୟ ମହାନ୍ତିଙ୍କ ପରେ ଆରପାରିରେ ଆଉ ଜଣେ ଓଡିଆ କଳାକାର ! ! ଲୋକପ୍ରିୟ ଅଭିନେତ୍ରୀ ଦୀପା ସାହୁଙ୍କ ଦେହାନ୍ତ –…

ଢ଼େଙ୍କାନାଳ ଜିଲ୍ଲା, ଭାପୁରସ୍ଥ ଜନ୍ମଭୂମିରେ ହେବ ଶେଷକୃତ୍ୟ।ପ୍ରସିଦ୍ଧ ଓଡିଆ ଆଲବମ୍ 'ତୋର କୃଷ୍ଣ ଚୁଡ଼ା ରଙ୍ଗର ନାଲି ଓଢ଼ଣୀ', 'ଏକଡ଼ା ଏକଡ଼ା ରା' ର ଲୋକପ୍ରିୟ ଅଭିନେତ୍ରୀ ଥିଲେ ଦୀପା ସାହୁ । ଭୁବନେଶ୍ଵର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୭/୦୭ : ବିଜୟ ମହାନ୍ତିଙ୍କ ପରେ ଆଉ ଜଣେ

ପୁର୍ନଉଦ୍ଧାର ଅପେକ୍ଷାରେ ମୟୂରଭଞ୍ଜ ଜିଲ୍ଲାର ଐତିହ୍ୟ ରାସଗୋବିନ୍ଦପୁର ସ୍ଥିତ ‘ଅମର୍ଦ୍ଦା ଏୟାର…

ରକ୍ଷଣାବେକ୍ଷଣ ଓ ପୁର୍ନଉଦ୍ଧାର ନିମନ୍ତେ ଗୁମୁରି କାନ୍ଦୁଛି 'ଅମର୍ଦ୍ଦା ଏୟାର ଷ୍ଟ୍ରିପ' ! ! ବାରିପଦା / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୭ : ଗୁମୁରି କାନ୍ଦୁଛି ମୟୂରଭଞ୍ଜର ଐତିହ୍ୟ ରାସଗୋବିନ୍ଦପୁର ସ୍ଥିତ 'ଅମର୍ଦ୍ଦା ଏୟାର ଷ୍ଟ୍ରିପ'। ବ୍ରିଟିଶ ଶାସନ ସମୟରେ

ଜୁଲାଇ ୨୯ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ ଏବଂ ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ…

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୭ : ଆସନ୍ତା ଜୁଲାଇ ୨୯ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଜି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। କେବେ‌ ମାଟ୍ରିକ୍‌ ଫଳାଫଳ ପ୍ରକାଶ ପାଇବ ସେ ନେଇ ପରୀକ୍ଷାର୍ଥୀଙ୍କ ମନରେ ଯେଉଁ ଉତ୍ସୁକତା

ରାଜ୍ୟରେ କରୋନା ନେଲା ଆଉ ୭ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୭/୦୭: ରାଜ୍ୟରେ ସୋମବାର କରୋନା ଆକ୍ରାନ୍ତରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୪୭ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ରାଜ୍ୟରୁ ଆଜି ୧୫୦୩ ପଜିଟିଭ୍‌ ଚିହ୍ନଟ, ମୋଟ୍‌ ସଂକ୍ରମିତଙ୍କ ୨୬ ହଜାର ୮୯୨ କୁ ବୃଦ୍ଧି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୭/୦୭ : ରାଜ୍ୟରେ ଆଜି ୧୫୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୦୦୨ ଜଣ ଚିହ୍ନଟ ହୋଇଥିବାବେଳେ ୫୦୧ ଟି

ଦେଶରେ ୪୯, ୯୩୧ ନୂଆ କରୋନା ଆକ୍ରାନ୍ତ, ୭୦୮ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩୨, ୭୭୧କୁ ବୃଦ୍ଧି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୭:ମହାମାରୀ କରୋନା ରବିବାର ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ୨୪ ଘଣ୍ଟାରେ ପ୍ରାୟ ୫୦ ହଜାର ଲୋକ ଏହି ପ୍ରାଣଘାତୀ ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ପାର କରିଯାଇଛି। ସେହିପରି ଦିନକରେ

କେରଳ ଓ କର୍ଣ୍ଣାଟକରେ ବହୁ ISIS ଆତଙ୍କବାଦୀ ସକ୍ରିୟ ଅଛନ୍ତି ! ! ଭାରତକୁ ସତର୍କ କରାଇଲା ଜାତିସଂଘ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୬/୦୭ : ଭାରତୀୟ ଉପମହାଦେଶରେ କେବଳ ISIS ନୁହେଁ, ଅଲ୍‌କାଏଦାର ଏକ ଟିମ୍‌ ଭାରତରେ ବି ସକ୍ରିୟ ଥିବା ଚେତାଇ ଦେଇଛି ଜାତିସଂଘ। ଯେଉଁଥିରେ ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ମିଆଁମାରରୁ ୧୫୦ ରୁ ୨୦୦ ଆତଙ୍କବାଦୀ ଅଛନ୍ତି। କେରଳ ଓ କର୍ଣ୍ଣାଟକରେ
error: Content is protected !!
Open chat