Browsing Category
Breaking News
ଭାରତକୁ ହଇରାଣ କରିବା ଲାଗି ଷଡ଼ଯନ୍ତ୍ର : ଗିଲ୍ଗିଟ୍-ବଲ୍ଟିସ୍ତାନରେ ୧୮ ଅଗଷ୍ଟରେ ନିର୍ବାଚନ କରିବ ପାକିସ୍ତାନ :…
ଇସଲାମାବାଦ୍, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୮।୬ : ଗିଲ୍ଗିଟ୍-ବଲ୍ଟିସ୍ତାନକୁ ଭାରତର ଅଭିନ୍ନ ଅଙ୍ଗ ବୋଲି ପୂର୍ବରୁ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ ଉଦ୍ଦେଶ୍ୟରେ କୁହାଯାଇଥିଲା। ତେବେ ପାକିସ୍ତାନ ଏହାକୁ ନ ମାନି ଏଭଳି କାର୍ଯ୍ୟ କରୁଥିବାରୁ ଭାରତ ପକ୍ଷରୁ ବିରୋଧ କରାଯାଉଛି।!-->…
ସିନେପ୍ରେମୀ ଙ୍କ ପାଇଁ ଦୁଃଖଦ ଖବର : କଟକର ‘ଜୟଶ୍ରୀ ସିନେମା ହଲ୍’ ସବୁଦିନ ପାଇଁ ବନ୍ଦ ହେଲା ।
କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୮।୬ : କଟକ ସହରର ବହୁ ପୁରୁଣା ସିନେମା ହଲ୍ ତଥା କଟକ ବାଦାମବାଡି ସ୍ଥିତ ପ୍ରସିଦ୍ଧ 'ଜୟଶ୍ରୀ ସିନେମା ହଲ୍' କୁ ସବୁ ଦିନ ପାଇଁ ବନ୍ଦ କରି ଦିଆଯାଇଛି । ଏନେଇ ହଲ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଥିବାର ଜଣାପଡିଛି । ଏହା ସମ୍ପର୍କରେ ଓଡ଼ିଶା ଆସେମ୍ଲି!-->…
ଦିଲ୍ଲୀରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାର ପ୍ରସ୍ତୁତ : ଅମିତ ଶାହା
ଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୮/୦୬ : ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ଏକ ସାକ୍ଷାତକାରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି ଯେ, ଦିଲ୍ଲୀରେ ଆଇଶୋଲେସନ ଶଯ୍ୟା ଏବଂ ଆଇସିୟୁ ଚିକିତ୍ସା ଯଥେଷ୍ଟ ହ୍ରାସ ପାଇଛି ଏବଂ ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ସେ!-->…
ପୁରୀ ରଥଯାତ୍ରା : ପୁଲିସ୍ ଓ ସେବାୟତଙ୍କ ପରେ ଏବେ ହେବ ସାମ୍ବାଦିକଙ୍କର କରୋନା ଟେଷ୍ଟ ।
ପୁରୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୮ ।୬ : ପୁରୀ ରଥଯାତ୍ରାରେ କାର୍ଯ୍ୟରତ ପୁଲିସ୍ ଓ ସେବାୟତଙ୍କ ପରେ ଏବେ କରୋନା ଟେଷ୍ଟ ହେବ ସାମ୍ବାଦିକମାନଙ୍କର । ରଥଯାତ୍ରା ଖବର ସଂଗ୍ରହ କରୁଥିବା ସମସ୍ତ ସାମ୍ବାଦିକଙ୍କର ଏବେ କରୋନା ଟେଷ୍ଟ ହେବ ।ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୁର୍ବେଦିକ କଲେଜରେ!-->…
ରାଜଧାନୀରେ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ : ୫ ପୁରୁଷ-ଜଣେ ମହିଳା ଆକ୍ରାନ୍ତ।
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୮।୬ : ଚିନ୍ତା ବଢ଼ାଇଲାଣି ରାଜଧାନୀ, ଆଜି ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ଅଛନ୍ତି ୫ ପୁରୁଷ-ଜଣେ ମହିଳା ସେଥିମଧ୍ୟରେ ୩ଜଣ ହୋମ୍ କ୍ୱାରାଣ୍ଟାଇନ୍ର ଥିବା ବେଳେ ୩ ଲୋକାଲ୍ କେସ୍ ରହିଛି। ଏହାକୁ ମିଶାଇ ଭୁବନେଶ୍ୱରରେ!-->…
‘ଆପ୍ ସମ୍ପୂର୍ଣ୍ଣ ସୁରକ୍ଷିତ’, ବ୍ୟାନ୍ ହେବା ଖବରକୁ ନେଇ “ଗୁଗୁଲ୍ ପେ” ରଖିଲା ଉତ୍ତର,…
କଳିଙ୍ଗ ଜ୍ୟୋତି ବ୍ୟୁରୋ, ୨୭/୦୬ : ଗତକାଲି ସୋସିଆଲ୍ ମିଡିଆରେ ଗୁଗୁଲ ପେ’ ଆପ୍ ବ୍ୟାନ୍ ହେବା ଖବର ଭାଇରାଲ୍ ହେବା ଦେଖିବାକୁ ମିଳିଥିଲା। ଏହା ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଅଧୀନରେ ଆସୁନାହିଁ ବୋଲି କୁହାଯାଇଥିଲା। ହେଲେ ଏହି ଖବରକୁ ନିଜେ ଏନପିସିଆଇ ମଧ୍ୟ ଖଣ୍ଡନ କରିଛି।!-->…
ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ରାଜନୈତିକ ବିଦ୍ରୋହ ଉପରୁ ଧ୍ୟାନ ହଟାଇବା ଲାଗି ଉଦ୍ୟମ : ହିନ୍ଦୀ ଭାଷା ଉପରେ…
କାଠମାଣ୍ଡୁ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୭/୦୬ : ନେପାଳରେ ଏବେ ରାଜନୈତିକ ବିଦ୍ରୋହ ଆରମ୍ଭ ହେଇଛି। ପ୍ରଧାନମନ୍ତ୍ରୀ କେ. ପି. ଓଲି ଏହା ଉପରୁ ଜନସାଧାରଣଙ୍କ ଧ୍ୟାନ ହଟାଇବା ଲାଗି ଭାରତ ବିରୋଧୀ ପଦକ୍ଷେପ ନେଇ ଚର୍ଚ୍ଚାରେ ରହିବାକୁ ଉଦ୍ୟମ କରୁଛନ୍ତି। ସୂଚନାଯୋଗ୍ୟ, ଓଲି ଏବେ ଦେଶରେ ଏକ!-->…
ଜଗନ୍ନାଥପ୍ରେମୀ ଭକ୍ତଙ୍କ ଭାବାବଗେକୁ ଆଘାତ : ଚେୟାର ରେ ବସି ଅଭଡ଼ା ଖାଇଲେ ପୋଲିସ ବାବୁ, ସୋସିଆଲ ମିଡିଆରେ ଫଟୋ ହେଲା…
ପୁରୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୭/୦୬ : ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପାଖରେ ଅର୍ପିତ ହେଉଥିବା ପ୍ରସାଦକୁ ଶ୍ରୀମହାପ୍ରସାଦ ବୋଲି କୁହାଯାଏ। ଷଡ଼ଙ୍ଗ ସଂସ୍କାର ମାଧ୍ୟମରେ ମହାପ୍ରସାଦ ଠାକୁରଙ୍କୁ ଅର୍ପଣ କରାଯାଏ। ଶ୍ରୀମନ୍ଦିରରେ ଯେଉଁ ମହାପ୍ରସାଦ ପ୍ରସ୍ତୁତ କରାଯାଏ ଶାସ୍ତ୍ରାନୁସାରେ!-->…
ପ୍ରଳୟଙ୍କରୀ ଝଡ ବର୍ଷା ଓ ବଜ୍ରପାତରେ ବିହାରରେ ୮୩ ଜଣଙ୍କର ମୃତ୍ୟୁ : ଟ୍ୱିଟ ଯୋଗେ ପ୍ରଧାନମନ୍ତ୍ରୀଙ୍କ ଦୁଖଃ ପ୍ରକାଶ ।
ପାଟନା / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୫/୦୬ : ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଳୟଙ୍କରୀ ଝଡ ବର୍ଷା ଏବଂ ବଜ୍ରପାତରେ ଏପର୍ଯ୍ୟନ୍ତ ୮୩ ଜଣଙ୍କର ମୃତ୍ୟୁ ଘଟିଛି। ଅଚାନକ୍ ବଜ୍ରପାତ ହେବାରୁ ଆଶ୍ଚର୍ଯ୍ୟ କଲା ପରି ଏଭଳି ଘଟଣା ବିହାରରେ ଦେଖିବାକୁ ମିଳିଛି । ଅଚାନକ୍ ବଜ୍ରପାତ!-->…
ରାଜଧାନୀରେ ମାଡ଼ି ଚାଲିଛି କରୋନା: ଆଜି ଚିହ୍ନଟ ହେଲେ ଆଉ ୩୮ ଆକ୍ରାନ୍ତ
ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି) ୨୫/୦୬ : ଭୁବନେଶ୍ଵରର ମହାନଗର ନିଗମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୁବନେଶ୍ଵରରେ ସର୍ବାଧିକ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୮ ପଜିଟିଭ୍ ମଧ୍ୟରୁ ୨୫ ଜଣ ହୋମ୍ କ୍ଵାରେଣ୍ଟାଇନ୍ ଓ ୧୩ ଜଣ ଲୋକାଲ କେସ୍।
ଚିହ୍ନଟ!-->!-->!-->!-->!-->…