Breaking News ଜୁଲାଇ ମାସ ୩୧ତାରିଖ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ – ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ Kalinga Jyoti Jun 25, 2020 0 କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୫/୦୬ : ଜୁଲାଇ ୩୧ ତାରିଖ ପରେ ସ୍କୁଲ ଖୋଲିବା ନେଇ ନିଆଯିବ ନିଷ୍ପତ୍ତି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଏନେଇ ଏକ୍ସପର୍ଟ କମିଟି ହୋଇଛି ୧୦ ଦିନ ମଧ୍ୟରେ ଏନେଇ ରିପୋର୍ଟ ଆସିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।!-->…