Browsing Category

National-International

ଧର୍ମସଂପ୍ରଦାୟ ନିର୍ବିଶେଷରେ ସବୁ ଆଫଗାନବାସୀଙ୍କୁ ଭିସା ପ୍ରଦାନ କରିବ ଭାରତ

ନୂଆଦିଲ୍ଲୀ ୧୭/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଆଫଗାନିସ୍ତାନକୁ ତାଲିବାନ ଅଧିକାର କରିନେବା ପରେ ସେଠାରେ ଭୟଙ୍କର ମାନବୀୟ ସଂକଟ ଦେଖାଦେଇଛି । ହଜାର ହଜାର ଆଫଗାନ ଶରଣାର୍ଥୀ ବିଶ୍ବର ବିଭିନ୍ନ ଦେଶରେ ଶରଣ ପାଇଁ ଉଦ୍ୟମ କରୁଛନ୍ତି । ଆଫଗାନିସ୍ତାନବାସୀଙ୍କ ଏହି ସଂକଟ ସମୟରେ ସହାୟତା ପାଇଁ ଆଗେଇ

ଓଡ଼ିଶାକୁ ପ୍ରଂଶସା କଲେ ଭାରତୀୟ ମହିଳା ହକି ଦଳର ଅଧିନାୟିକା

ଭୁବନେଶ୍ୱର ୧୭/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଓଡ଼ିଶାର ହୃଦୟରେ ହକି ରହିଛି । ଓଡ଼ିଶା ସରକାର ହକିକୁ ଅଗ୍ରାଧିକାର ଦେଇଛନ୍ତି । ଖାସକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ହକି ପାଇଁ ବିଶ୍ୱସ୍ତରର ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ଟିମର

ପେଗାସସ୍‍ ଗୁଇନ୍ଦାଗିରି ମାମଲାରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ ୧୭/୦୮/୨୦୨୧ କଳିଙ୍ଗ ଜ୍ଯୋତି : କେତେକ ରାଜନୈତିକ ବ୍ୟକ୍ତିବିଶେଷ, ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ସାମ୍ବାଦିକ, ବରିଷ୍ଠ ଅଧିକାରୀ ଆଦିଙ୍କ ପଛରେ ଇସ୍ରାଏଲି ସଂସ୍ଥା ପେଗାସସକୁ ଗୁଇନ୍ଦାଗିରି ପାଇଁ କେନ୍ଦ୍ର ସରକାର ଲଗାଇଥିବା ଅଭିଯୋଗ ଉପରେ ସୁପ୍ରିମକୋର୍ଟରେ ଆଗତ ଏକ ଯାଚିକା

ପେଟ୍ରୋଲ, ଡିଜେଲ ଉପରୁ ଉତ୍ପାଦ ଶୁଳକ କମାଇବାର କୌଣସି ଯୋଜନା ନାହିଁ : ସୀତାରମଣ

ନୂଆଦିଲ୍ଲୀ ୧୬/୦୮/୨୦୨୧ କଳିଙ୍ଗ ଜ୍ଯୋତି : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କହିଛନ୍ତି ଯେ ବର୍ତ୍ତମାନ ପାଇଁ ତେଲ ଉପରୁ ଉତ୍ପାଦ ଶୁଳକ ହ୍ରାସ କରିବାର କୌଣସି ଯୋଜନା ନାହିଁ । କାରଣ ପୂର୍ବର ୟୁପିଏ ସରକାର ଜାରି କରିଥିବା ତୈଳ ବଣ୍ଡ୍ ଯୋଗୁଁ ଏବେ ସୁଧ ପରିଶୋଧ କରିବାକୁ

ଆଫଗାନିସ୍ତାନରେ ତାଲିବାନ ଶାସନକୁ ଚୀନ, ପାକିସ୍ତାନର ସମର୍ଥନ

କାବୁଲ : ଆଫଗାନିସ୍ତାନ ତାଲିବାନ ଅଧିନକୁ ଆସିବା ପରେ ପ୍ରଥମ ଦେଶ ଭାବେ ଚୀନ ଓ ପାକିସ୍ତାନ ଏହାକୁ ସ୍ବୀକୃତି ପ୍ରଦାନ କରିଛନ୍ତି । ଏହି ଦୁଇ ଦେଶ ହିଁ ତାଲିବାନକୁ ଗୋପନରେ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସହାୟତା ଦେଉଥିବା ପୂର୍ବରୁ ଅଭିଯୋଗ ହୋଇଆସୁଥିଲା । ଏବେ ତାଲିବାନକୁ ଖୋଲାଖୋଲି

କରୋନାର ଅନ୍ତ ଘଟିନାହିଁ, ସାବଧାନତା ଜରୁରୀ: ରାଷ୍ଟ୍ରପତି

ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ ନୂଆଦିଲ୍ଲୀ ୧୪/୦୮/୨୦୨୧ କଳିଙ୍ଗ ଜ୍ଯୋତି : ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି

ସେପ୍ଟେମ୍ବର ୬ରୁ ହେବ ଓଜେଇ

ଭୁବନେଶ୍ୱର ୧୩/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଆସନ୍ତା ସେପ୍ଟେମ୍ୱର ୬ରୁ ଆରମ୍ଭ ହେବ ଏବଂ ଏହା ସେପ୍ଟେମ୍ୱର ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। କୋଭିଡ ଗାଇଡଲାଇନ ମାନି ପ୍ରତିଦିନ ୩ଟି ସିଫ୍ଟରେ କମ୍ପ୍ୟୁଟ୍‌ର ବେସଡ୍‌ ଟେଷ୍ଟ(ସିବିଟି) ପରୀକ୍ଷା ହେବ

ଯାନବାହାନ ପରିମାର୍ଜନ ନୀତି ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଳ୍ଳୀ ୧୩/୦୮/୨୦୨୧ କଳିଙ୍ଗ ଜ୍ଯୋତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଯାନବାହାନ ପରିମାର୍ଜନ ନୀତି(ଭେଇକିଲ ସ୍କ୍ରାପେଜ୍ ପଲିସି)ଲଞ୍ଚ କରିଛନ୍ତି। ଗୁଜୁରାଟରେ ନିବେଶକ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ ଯାନବାହାନ ପରିମାର୍ଜନ ନୀତିକୁ ଲଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ।

ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ଆଇସିସିର ଯୋଜନା

ନୂଆଦିଲ୍ଲୀ ୧୦/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଟୋକିଓ ଅଲିମ୍ପିକ୍ସ-୨୦୨୦ ଶେଷ ହୋଇଯାଇଛି। ଟୋକିଓ ଅଲମ୍ପିକ୍ସ ପଦକ ତାଲିକାରେ ଭାରତ ୪୮ତମ ସ୍ଥାନରେ ରହିଛି। ଯାହାକି ଗତ ୪୦ ବର୍ଷ ମଧ୍ୟରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି। ମୋଟାମୋଟି ପଦକ ବିଜୟ ଦୃଷ୍ଟିରୁ ଭାରତ ୩୩ତମ ସ୍ଥାନରେ

ମିସ୍‌ଡ କଲ୍‌ରେ ମିଳିବ ନୂଆ ଏଲ୍‌ପିଜି ସଂଯୋଗ

ନୂଆଦିଲ୍ଲୀ ୧୦/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଗ୍ରାହକମାନେ ନିଜ ମୋବାଇଲ୍‌ରୁ ମିସ୍‌ଡ କଲ୍ କରି ନୂଆ ଏଲ୍‌ପିଜି ସଂଯୋଗ ପାଇପାରିବେ। ଇଣ୍ଡିଆନ ଅଏଲ୍‌ର ଅଧ୍ୟକ୍ଷ ଏସ୍‌ ଏମ୍ ବୈଦ୍ୟ ଆଜି ଏହି ସେବା ଆରମ୍ଭ କରିଛନ୍ତି। ଲୋକମାନେ ନୂଆ ଏଲ୍‌ପିଜି ସଂଯୋଗ ହାସଲ କରିବା ଲାଗି କଂପାନି ଜାରି କରିଥିବା
error: Content is protected !!
Open chat