Browsing Category
National-International
ଚୀନ୍ ଉପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଶୁଣାଇଲା ଆମେରିକା
ନୁଆଦିଲ୍ଲୀ / ୱାସିଂଟନ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୦/୦୭ : ଖୁବ ଶୀଘ୍ର ଚୀନ୍ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହ୍ବାଇଟ୍ ହାଉସ୍ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ଚୀନ୍ ଉପରେ କେଉଁ ଧରଣର କାର୍ଯ୍ୟାନୁଷ୍ଠାନ ହେବ ତାହା ସ୍ପଷ୍ଟ କରାଯାଇନାହିଁ। କୋଭିଡ-୧୯!-->…
ମଧ୍ୟପ୍ରଦେଶର ରେୱାଠାରେ ଏସିଆର ବୃହତମ ସୌର ପ୍ରକଳ୍ପକୁ ରାଷ୍ଟ୍ର ପାଇଁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ / ରେୱା, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୦/୦୭ : ଆଜି ମଧ୍ୟପ୍ରଦେଶର ରେୱାଠାରେ ଏସିଆର ବୃହତ୍ତମ ସୌର କାରଖାନାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାକୁ ଶୁଭାରମ୍ଭ କରିଛନ୍ତି। ରାଜ୍ୟରେ ଶିବରାଜ ସିଂ ଚୌହାନଙ୍କ!-->…
ଦୂରଦର୍ଶନକୁ ଛାଡ଼ି ଭାରତର ବାକି ସବୁ ଘରୋଇ ଟିଭି ନିଉଜ୍ ଚାନେଲ ନେପାଳରେ ପ୍ରସାରଣ ବନ୍ଦ
କଳିଙ୍ଗ ଜ୍ୟୋତି ବ୍ୟୁରୋ କାଠମାଣ୍ଡୁ ୧୦/୦୭ : ଦୂରଦର୍ଶନକୁ ବାଦ ଦେଇ ଭାରତର ବାକି ସମସ୍ତ ନିଉଜ୍ ଚାନେଲ୍ ସିଗ୍ନାଲ୍କୁ ସମଗ୍ର ନେପାଳରେ ବନ୍ଦ କରି ଦିଆଯାଇଥିବା କଥା ନେପାଳର କେବଲ୍ ଟେଲିଭିଜନ୍ ଯୋଗାଣକାରୀମାନେ କହିଛନ୍ତି। କିନ୍ତୁ, ଏ ସଂକ୍ରାନ୍ତରେ କୌଣସି ଆନୁଷ୍ଠାନିକ ଆଦେଶନାମା!-->!-->!-->…
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱାବ ରିପୋର୍ଟ ନେଗେଟିଭ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୭: ବାଲେଶର ଏମ୍ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ଗତ ୬ତାରିଖରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ!-->!-->!-->…
ଦେଶରେ ଗତକାଲି ଥିଲା ୨୫ ହଜାର, ଆଜି ୨୬ ହଜାର କରୋନା ପଜିଟିଭ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୭: ଭାରତରେ କରୋନା ମାମଲା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଗୁରୁବାର ପ୍ରଥମ ଥର ପାଇଁ ପ୍ରାୟ ୨୫ ହଜାର ମାମଲା ରୁଜୁ ହୋଇଥିଲା। ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୫୦୬ ମାମଲା ସାମ୍ନକୁ ଆସିଛି। ଏହାକୁ ମିଶାଇ ଦେଶରେ କରୋନା!-->!-->!-->…
କରୋନା ଔଷଧ ନ ବାହାରିଲେ ଭାରତରେ ସ୍ଥିତି ଭୟାବହ ହେବ : ମାସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି
ୱାଶିଂଟନ : କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଯଦି କୌଣସି ଟିକା ବା ଔଷଧ ପ୍ରସ୍ତୁତ କରା ନ ଯାଏ ତା’ହେଲେ ଭାରତେର ଆଗାମୀ ଦିନରେ ସଂକ୍ରମଣ ସ୍ଥିତି ଆହୁରି ଭୟଙ୍କର ହୋଇପାରେ। ଏପରିକି ୨୦୨୧ ଶୀତ ଋତୁ ଶେଷ ସୁଦ୍ଧା ଭାରତରେ ପ୍ରତିଦିନ ପାଖାପାଖି ୨.୮୭ ଲକ୍ଷ ନୂତନ ସଂକ୍ରମିତ!-->!-->!-->…
ଏନ୍କାଉଣ୍ଟର୍ ରେ ଗ୍ୟାଙ୍ଗ୍ଷ୍ଟର୍ ବିକାଶ ଦୁବେ ନିହତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଲକ୍ଷ୍ନୌ ୧୦/୦୭: କାନପୁରରେ ଏନ୍କାଉଣ୍ଟର୍ କାରଣରୁ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍ଷ୍ଟର୍ ବିକାଶ ଦୁବେ ନିହତ ହୋଇଛନ୍ତି। ଖସି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ବିକାଶ ଦୁବେ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍ ଫୋର୍ସଙ୍କ ଏନ୍କାଉଣ୍ଟର୍ର ସରବ୍ୟ ହୋଇଥିଲେ।!-->!-->!-->…
ଦେଶର ପ୍ରଥମ କରୋନା ଟିକାର ମାନବ ପରୀକ୍ଷଣ ଚିତ୍ତରଞ୍ଜନ ଧୀବରଙ୍କ ଉପରେ ହେବ
ନୂଆଦିଲ୍ଲୀ / ଦୁର୍ଗାପୁର / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଓ ଭାରତୀୟ ବାୟୋଟେକ କମ୍ପାନିର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି କରୋନା ଟିକା। ଧିରେ ଧିରେ ବଢ଼ିଚାଲିଛି କରୋନାର ଆତଙ୍କ। ଆଖି ପିଛୁଳାକେ ମାଡ଼ି ଚାଲିଛି ସଂକ୍ରମଣ।!-->…
ଭାରତରେ ଜନସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ୱାସ୍ଥ୍ୟ ଉପରେ ସମାନ ଧ୍ୟାନ ଦିଆଯାଇଛି : ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : କରୋନାଭାଇରସ୍ ସଂକ୍ରମଣ ମଧ୍ୟରେ ତାଙ୍କ ସରକାର କେବଳ ଜନସାଧାରଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଧ୍ୟାନ ଦେଇନାହିଁ, ଅର୍ଥନୈତିକ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଦୃଷ୍ଟି ଦେଇଥିବା କଥା ଗୁରୁବାର ଦିନ ଗୁରୁତ୍ବାରୋପ କରି!-->…
ରେଳବାଇର କୌଣସି ଘରୋଇକରଣ ହେବନି :ପିୟୁଷ ଗୋଏଲ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୭: ଦେଶରେ ରେଳବାଇର ଘରୋଇକରଣକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହା ମଧ୍ୟରେ ରେଳ ମନ୍ତ୍ରାଳୟର ଏକ ବୟାନ ସାମ୍ନାକୁ ଆସିଛି । କୌଣସି ପ୍ରକାର ଘରୋଇକରଣ ହେବ ନାହିଁ ବୋଲି ରେଳବାଇ ସ୍ପଷ୍ଟ କରିଛି । ଏବେ ଯେପରି ଭାବେ ସେବା ଚାଲୁଛି ଆଗରୁ!-->!-->!-->…
