Browsing Category

National-International

ରାଜୀବ ଗାନ୍ଧୀ ଫାଉଣ୍ଡେସନ ପାଣ୍ଠି ପ୍ରସଙ୍ଗ : ଅନୁଧ୍ୟାନ କରିବ ଆନ୍ତ ମନ୍ତ୍ରୀସ୍ତରୀୟ କମିଟି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୭ : ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଚୀନରୁ ଅର୍ଥ ମିଳୁଥିବା ନେଇ ଅଭିଯୋଗ ହେଉଥିଲା। ଅନୁଷ୍ଠାନକୁ ନେଇ ଅନେକ ପ୍ରଶ୍ନ  ଉଠୁଥିବା ବେଳେ ସରକାର ଏହାର ପାଣ୍ଠି ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ଆନ୍ତ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି।

ମାର୍କ ଜୁକରବର୍ଗଙ୍କ ‘ମାସ୍କ ଅବତାର’ – ଫେସବୁକରେ ବଦଳାଇଲେ ପ୍ରୋଫାଇଲ୍ ଫଟୋ

କଳିଙ୍ଗ ଜ୍ୟୋତି ବ୍ୟୁରୋ ୦୯/୦୭ : ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ମାର୍କ ଜୁକରବର୍ଗଙ୍କ ‘ମାସ୍କ ଅବତାର’। ଫେସବୁକ ପ୍ରତିଷ୍ଠାତାଙ୍କ ଏଭଳି ଅବତାରକୁ ଲୋକମାନେ ବେଶ ପସନ୍ଦ କରିଛନ୍ତି।କିଛି ଦିନ ଧରି ଫେସବୁକରେ ‘ଅବତାର’ ନାମକ ଏକ ଫିଚର ଖୁବ ଟ୍ରେଣ୍ଡ ହେଉଛି। ଯେଉଁଥିରେ

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ହୋମ କ୍ୱାରେଣ୍ଟାଇନରେ ରହିଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଝାଡଖଣ୍ଡ ୦୮/୦୭ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି। ଝାଡଖଣ୍ଡର ପାନୀୟ ଜଳ ଓ ପରିମଳ ମନ୍ତ୍ରୀ ମିଥିଲେଶ ଠାକୁର ଏବଂ ବିଧାୟକ ମଥୁରା ପ୍ରସାଦ ମହାତୋ କରୋନା ଭୂତାଣୁ ସଂକ୍ରମିତ ହେବା ପରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ

DG ଙ୍କ ସହ ବିବାଦ : ଜାମ୍ମ ଓ କାଶ୍ମୀର ଓଡ଼ିଆ ଆଇପିଏସ୍‌ ଅଫିସର୍‌ ବସନ୍ତ ରଥ ନିଲମ୍ବିତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଜାମ୍ମୁକାଶ୍ମୀର ୦୮/୦୭: ଜାମ୍ମୁକାଶ୍ମୀରରେ ଅବସ୍ଥାପିତ ଆଇପିଏସ ବସନ୍ତ ରଥ ଆଜି ସସପେଣ୍ଡ ହୋଇଛନ୍ତି ।ଜାମ୍ମୁ ଓ କାଶ୍ମୀର ଓଡ଼ିଆ ଆଇପିଏସ୍‌ ଅଫିସର୍‌ ବସନ୍ତ ରଥଙ୍କୁ ଦୁର୍ବ୍ୟବହାର ଓ ଅଶୋଭନୀୟ ଆଚରଣ ଆଭିଯୋଗରେ ନିଲମ୍ବିତ କରାଯାଇଛି। ଏ ନେଇ ସୂଚନା ଦେଇଛି

କରୋନା ବାୟୁରେ ବ୍ୟାପୁଛି ପ୍ରମାଣକୁ ସ୍ବୀକାର କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)

World Health Organization leaders at a press briefing on COVID-19, held on March 6 at WHO headquarters in Geneva. Here's a look at its history, its mission and its role in the current crisis. କଳିଙ୍ଗ ଜ୍ୟୋତି ବ୍ୟୁରୋ ଜେନେଭା,୦୮/୦୭ :

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ : କରୋନା ପାଇଁ ବାତିଲ ବିମାନ ଟିକଟ ଅର୍ଥ ଶୀଘ୍ର ଫେରସ୍ତ କର ।

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୮/୦୭: କରୋନା ମହାମାରୀ ପାଇଁ ବାତିଲ ହୋଇଥିବା ବିମାନର ଟିକଟ ବାବଦ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ଦାବି କରି ହୋଇଥିବା ପିଟିସନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ମଙ୍ଗଳବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ବେସାମରିକ ବିମାନ

କରୋନା ପାଇଁ ଇନଫୋସିସ ନିଜର ୨୦୦ କର୍ମଚାରୀ ଓ ପରିବାରକୁ ଆମେରିକାରୁ ଫେରାଇ ଆଣିଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୮/୦୭: କରୋନା ମହାମାରୀ ସମୟରେ ଏବେ ମଧ୍ୟ ଭାରତୀୟ ବିଦେଶରୁ ଦେଶକୁ ଫେରିବା ପର୍ବ ଜାରି ରହିଛି। ଏହି କ୍ରମରେ ଆମେରିକାରେ ଫସିଥିବା ନିଜର କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ସବୁଠୁ ବଡ ଆଇଟି ଫର୍ମ ଇନଫୋସିସ ଲିମିଟେଡ୍ ଏକ

ଗୁଜୁରାଟର ‘ଜାଇଡସ୍ କ୍ୟାଡିଲା କମ୍ପାନୀ’ ପ୍ରସ୍ତୁତ ଦେଶର ଦ୍ୱିତୀୟ କରୋନା ଭ୍ୟାକ୍ସିନକୁ ମିଳିଲା…

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୮/୦୭ : ଏହା ମଧ୍ୟରେ ଦେଶର ଅନ୍ୟ ଏକ ଭ୍ୟାକ୍ସିନର ହ୍ୟୁମାନ ଟ୍ରାୟଲ ପାଇଁ ଅନୁମତି ମିଳିଯାଇଛି । ଏହି ଭ୍ୟାକ୍ସିନ ଗୁଜୁରାତର ଜାଇଡସ୍ କ୍ୟାଡିଲା କମ୍ପାନୀ (Zydus Cadila Healthcare Ltd) ପକ୍ଷରୁ ପ୍ରସ୍ତୁତ କରଯାଇଛି । ଅହମ୍ମଦାବାଦସ୍ଥିତ

କରୋନାକୁ ନେଇ ଚାଇନାର ଧମକ: ଏହା ମାତ୍ର ଆରମ୍ଭ , ବିଶ୍ୱ ଆହୁରି କ୍ଷତି ସହିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ବେଜିଂ ୦୯/୦୭ : ଆମେରିକାର ଚାପ ପଡିବା ସତ୍ତ୍ୱେ ଚାଇନା ସାରା ବିଶ୍ୱକୁ ପୁଣି ଧମକ ଦେଇଛନ୍ତି। କରୋନା ଯୋଗୁ ସାରା ବିଶ୍ୱ ଆହୁରି କ୍ଷତି ସହିବ ବୋଲି ଚାଇନା ପକ୍ଷରୁ କୁହାଯାଇଛି। ଚାଇନା ସରକାରଙ୍କ ନିୟନ୍ତ୍ରଣାଧୀନ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ

ଚାଇନିଜ ଆପକୁ ଆମେରିକା ଝଟକା : ଟିକ୍‌ଟକ ସମେତ ସମସ୍ତ ଚାଇନା ଆପ୍‌କୁ କରିପାରେ ବ୍ୟାନ୍‌

ୱାଶିଂଟନ / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୮/୦୭ : ଭାରତ ପରେ ଏବେ ଆମେରିକା ସମାନ ପଦକ୍ଷେପ ଗ୍ରହଣ କରିବାକୁ ଯାଉଥିବା ସଙ୍କେତ ଦେଇଛି। ଆମେରିକା ବି ଟିକ୍‌ଟକ ସହ ଦେଶରେ ଚାଲୁଥିବା ସମସ୍ତ ଚାଇନିଜ୍‌ ଆପ ଉପରେ ବ୍ୟାନ୍‌ ଲଗାଇବାକୁ ଯାଉଥିବା ସୂଚନା ମିଳିଛି। ଏ ସମ୍ପର୍କରେ
error: Content is protected !!
Open chat