Browsing Category
National-International
ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ପଜିଟିଭ୍ : ୨୪ ହଜାର ୮୫୦ ଆକ୍ରାନ୍ତ, ୬୧୩ ମୃତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୭: ଭାରତରେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଆମେରିକା ଓ ବ୍ରାଜିଲ୍ ପରେ ଭାରତରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ସାଢେ ଛଅ ଲକ୍ଷ ପାର୍ କରିସାରିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ!-->!-->!-->…
ଆମେରିକାର୨୪୪ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭେଚ୍ଛା । ଟ୍ରମ୍ପ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୭: ଆମେରିକା ଆଜି ୨୪୪ତମ ସ୍ଵାଧିନତା ଦିବସ ପାଳନ କରୁଛି। ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଦେଶର ସମସ୍ତ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ!-->!-->!-->…
ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟତିଥିରେ ଅମିତ ଶାହାଙ୍କ ଆହ୍ବାନ – ଯୁବକମାନେ ହିଁ ରାଷ୍ଟ୍ରର ବିକାଶ କରିପାରିବେ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୫/୦୭ : ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟତିଥି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏକ ଟ୍ୱିଟରେ ଶାହା କହିଛନ୍ତି, ସ୍ୱାମୀ ବିବେକାନନ୍ଦ ଜଣେ ସନ୍ଥ, ମହାନ୍ ଚିନ୍ତାନାୟକ ଏବଂ ଜଣେ ଅସାଧାରଣ!-->…
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଧର୍ମଚକ୍ର ଦିବସ ଉତ୍ସବର ଉଦ୍ଘାଟନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୫/୦୭: ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନଫରେନ୍ସି ବ୍ୟବସ୍ଥାରେ ଧର୍ମଚକ୍ର ଦିବସ ଉପଲକ୍ଷେ ଆୟୋଜିତ ଉତ୍ସବକୁ ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଆନୁକୂଲ୍ୟରେ ଆନ୍ତର୍ଜାତିକ ବୌଦ୍ଧ ମହାସଂଘ ଦ୍ୱାରା ଆୟୋଜିତ ଏହି ଉତ୍ସବଟି ଆଷାଢ!-->…
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ସଂଶୋଧିତ କ୍ଲିନିକାଲ ମ୍ୟାନେଜମେଣ୍ଟ ନିୟମାବଳୀ ଜାରି
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୭ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ ୧୯ ସଂକ୍ରମିତମାନଙ୍କ ପାଇଁ ସଂଶୋଧିତ କ୍ଲିନିକାଲ ମ୍ୟାନେଜମେଣ୍ଟ ନିୟମାବଳୀ ଜାରି କରିଛି। ଏହି ନୂଆ ନିୟମାବଳୀରେ ଲକ୍ଷଣ ଓ ବିଭିନ୍ନ ସ୍ତରରେ ଚିକିତ୍ସାର ଉପାୟ ବିଷୟରେ କୁହାଯାଇଛି। ଏଥିରେ ମନ୍ତ୍ରଣାଳୟ!-->!-->!-->…
ବୌଦ୍ଧ ଧର୍ମ ହେଉଛି ସର୍ବୋଚ୍ଚ ସତ୍ୟର ଏକ ନୂତନ ଅଭିବ୍ୟକ୍ତି – ରାଷ୍ଟ୍ରପତି
ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ଭାରତ ମୂଳତଃ ଧାମଗୁଡିକର ଦେଶ ହୋଇଥିବାରୁ ନିଜକୁ ଗୌରବାନ୍ୱିତ ମନେକରେ। ସେ କହିଛନ୍ତି ଯେ ଦେଶର ଲୋକମାନେ ବୌଦ୍ଧ ଧର୍ମକୁ ସର୍ବୋଚ୍ଚ ସତ୍ୟର ଏକ ନୂତନ ଅଭିବ୍ୟକ୍ତି ଭାବରେ ଦେଖନ୍ତି ଏବଂ ବୁଦ୍ଧଙ୍କ ଜ୍ଞାନ ଏବଂ ପ୍ରଚାର ଭାରତର ବୌଦ୍ଧିକ!-->!-->!-->…
ବିଜେପି କର୍ମୀଙ୍କୁ ମୋଦୀଙ୍କ ଉଦ୍ବୋଧନ: ବିଜେପି ପାଇଁ କ୍ଷମତା ହେଉଛି ଜନସେବାର ଏକ ମାଧ୍ୟମ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସେବା ହିଁ ସଂଗଠନ’ ବୈଠକରେ ବିଜେପି କର୍ମୀମାନଙ୍କୁ ଉଦ୍ବୋଧନ ଦେଇ କରୋନା ମହାମାରୀ ଲଢ଼େଇରେ ବିଜେପି କର୍ମୀମାନଙ୍କ ଅବଦାନ ପାଇଁ ପ୍ରଶଂସା କରିଛନ୍ତି। ଏହି ଭିଡିଓ କନଫରେନ୍ସ ବୈଠକରେ କେନ୍ଦ୍ର ଗୃହ!-->!-->!-->…
ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୫/୦୭: ଆଜି ଗୁରୁ ପୂର୍ଣ୍ଣିମା। ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଆଷାଢ଼ ମାସ ପୂର୍ଣ୍ଣିମା ଦିନ ଏହା ପଡ଼ିଥାଏ। ବେଦ, ବେଦାନ୍ତ, ଗୀତା ଓ ଉପନିଷଦର ଭାଷ୍ୟକାର ତଥା ମହାକାବ୍ୟ ଯୁଗର ମହାଭାରତ, ଅଷ୍ଟାଦଶ ପୁରାଣ, ଶ୍ରୀମଦ୍ ଭାଗବତ,!-->!-->!-->…
ଭଦ୍ରକରେ ହେବ ସିନ୍ଥେଟିକ୍ ଫାଇବର କାରଖାନା : ଧର୍ମେନ୍ଦ୍ର
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭଦ୍ରକ ୦୫/୦୭ : ଭଦ୍ରକ ଜିଲାରେ ସିନ୍ଥେଟିକ୍ ଫାଇବର ନିର୍ମାଣ ପାଇଁ କାରଖାନା ନିର୍ମାଣ ହେବ । ନିକଟରେ ରାଜ୍ୟ ସରକାର ଏଥି ନିମିତ୍ତ ଜମି ଚିହ୍ନଟ କରିଛନ୍ତି । ଖୁବଶୀଘ୍ର ଏହି ପ୍ରକଳ୍ପର ଶିଳାନ୍ୟାସ କରାଯିବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ!-->!-->!-->…
ଭାରତ ପରେ ଆମେରିକାରେ ଶୁଭିଲା ବୟକଟ୍ ଚାଇନା ନାରା,ଐତିହାସିକ ଟାଇମ ସ୍କୋୟାରରେ ଜୋରଦାର ପ୍ରଦର୍ଶନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନ୍ୟୁୟର୍କ ୦୫/୦୭: ଚୀନର ଆକ୍ରମଣାତ୍ମକ ଓ ବିସ୍ତାରବାଦୀ ନୀତିରେ ବିରକ୍ତି ଏବଂ ଅସନ୍ତୋଷ ପ୍ରକାଶ କରି ଏବେ ସମଗ୍ର ଦୁନିଆର ଲୋକ ସଡକକୁ ଓହ୍ଲାଇଛନ୍ତି। ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଭାରତୀୟ ଆମେରିକୀ, ତିବ୍ବତି ଓ ତାଇଓ୍ଵାନୀ ନାଗରିକ ଚୀନ ବିରୋଧରେ!-->!-->!-->…
