Browsing Category

National-International

ଆସିଗଲା ଦେଶର ପ୍ରଥମ ଦେଶୀ ଆପ୍ ‘Elyments’, ଆଜି ଉପ-ରାଷ୍ଟ୍ରପତି ଲଞ୍ଚ, କରିବେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୭ : ଭାରତରେ ବଡ ସଂଖ୍ୟାରେ ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି। ତଥ୍ୟ ଅନୁଯାୟୀ ଦେଶରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ସଂଖ୍ୟା ୫୦ କୋଟିରୁ ଅଧିକ ରହିଛି। ଏହା ସତ୍ଵେ ଦେଶରେ ସାମାଜିକ ଗଣମାଧ୍ୟମ ବଜାରରେ ବିଦେଶୀ କମ୍ପାନୀଙ୍କ

ଆପ୍ ତିଆରି ପାଇଁ ଯୁବକଙ୍କୁ ଚ୍ୟାଲେଞ୍ଜ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ :ଚୀନକୁ ଲାଗିବ ଡବଲ ଝଟକା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୭: ଚୀନର ହୀନ ଉଦ୍ଦେଶ୍ୟକୁ ଜବାବ ଦେବା ପାଇଁ ଭାରତ ସରକାର କେବଳ ୫୯ ଚୀନୀ ଆପ୍ସକୁ ନିଷିଦ୍ଧ କରି ନାହାନ୍ତି ବରଂ ଏହି ମାମଲାରେ ଭାରତକୁ ଆତ୍ମ ନିର୍ଭର କରିବାକୁ ଯୋଜନା ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଟ୍ଵିଟ୍‌ କରି

ଚୀନ ଭେଟି ଦେଲା ଆଉ ଏକ ନୂଆ ସ୍ୱାଇନ୍ ଫ୍ଲୁ ଭାଇରସ୍ ‘G-4’

ବେଜିଂ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୫।୦୭ : ଚୀନରେ ଆଉ ଏକ ନୂଆ ଭାଇରସ୍ ମୁଣ୍ଡ ଟେକିଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଏହି ଭାଇରସକୁ ପ୍ରାଣଘାତୀ ବୋଲି କୁହାଯାଉଛି । ଏବେ ସାରା ବିଶ୍ବ କରୋନା ମହାମାରୀରୁ ରକ୍ଷା ପାଇପାରିନଥିବା ବେଳେ ଚୀନ୍‌ର ବୈଜ୍ଞାନିକମାନେ ଏକ ନୂଆ ପ୍ରକାରର

ଭାରତ ସରକାର ବ୍ୟାନ୍ କଲା ପରେ ଏବେ ଚୀନଠାରୁ ନିଜକୁ ଦୂରେଇବାକୁ ଚାହୁଁଛି ଟିକଟକ୍

ନୂଆଦିଲ୍ଲୀ: ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଟିକଟକ୍ ସମେତ ୫୯ଟି ଚାଇନା ଆପକୁ ବ୍ୟାନ କରିଦେଇଛନ୍ତି ଭାରତ ସରକାର । ଭାରତରେ ବ୍ୟାନ ହେବା ପରେ ବେଜିଂ ଠାରୁ ଦୂରେଇ ଯିବାକୁ ଚାହୁଁଛି ସୋସିଆଲ ମିଡିଆ ଟିକଟକ୍ । ହେଲେ ଭାରତରେ ଏହି ସର୍ଟ ଭିଡିଓ ଆପର ପ୍ରବଳ ଚାହିଦା ଥିବାରୁ ଏବଂ

ଭାରତ ସହ ସମ୍ପର୍କ ବିଗାଡ଼ିବା ମହଙ୍ଗା ପଡିଲା ନେପାଳର ପ୍ରଧାନମନ୍ତ୍ରୀଙ୍କ ପାଇଁ : ଆଜି ଦେଇ ପାରନ୍ତି ଇସ୍ତଫା

ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୪/୦୭ : ନେପାଳ ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ଇସ୍ତଫା ଲାଗି ଶାସକ ନେପାଳ କମ୍ୟୁନିଷ୍ଟ୍‌ ପାର୍ଟିରେ ଦାବି ଜୋର୍ ଧରିଛି।ଶାସକ ନେପାଳ କମ୍ୟୁନିଷ୍ଟ୍‌ ପାର୍ଟିରେ ମନାନ୍ତର ‌ବୃଦ୍ଧି ପାଉଥିବା ବେଳେ ଆଜି ନେପାଳୀ ପ୍ରଧାନମନ୍ତ୍ରୀ କେପି ଓଲା ଇସ୍ତଫା

ଭାରତରେ ଭୟାନକ ସ୍ଥିତି ଆଡ଼କୁ ଗତି କରୁଛି କରୋନା ସଂକ୍ରମଣ : ଗତ ୨୪ ଘଣ୍ଟାରେ ୨୨,୭୭୧ ନୂଆ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୪/୦୭ : ଭାରତରେ କରୋନା ଭୂତାଣୁ ଯୋଗୁ ଦୈନିକ ସଂକ୍ରମଣ ଦିନକୁ ଦିନ ରେକର୍ଡ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୨ ହଜାର ୭୭୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ୪୪୨ ରୋଗୀ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ତାମିଲନାଡୁରେ ୧

‘କୋଭାସ୍କିନ୍‌’: ଭାରତର ପ୍ରଥମ କୋଭିଡ୍‌-୧୯ ପ୍ରତିଷେଧକ ଟିକା ଉଦ୍ଭାବନର ମହାନାୟକ ଡକ୍ଟର କ୍ରିଷ୍ଣା ଏଲା –…

ହାଇଦ୍ରାବାଦ୍‌ (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୪/୦୭ : ଦେଶରେ ପ୍ରଥମ କୋଭିଡ୍‌-୧୯ ପ୍ରତିଷେଧକ ଟିକା ‘କୋଭାସ୍କିନ୍‌’ ମାନବୀୟ ପରୀକ୍ଷଣ ଲାଗି ପ୍ରସ୍ତୁତ । ଆଇସିଏମ୍‌ଆର୍‌ ସହ ମିଶି ହାଇଦ୍ରାବାଦ୍‌ର ଭାରତ ବାୟୋଟେକ୍ ନାମକ ଏକ କମ୍ପାନି‌ ଏହି ଟୀକା ଉଦ୍ଭାବନ କରିବାରେ ସମର୍ଥ ହୋଇଛି

କରୋନା ର କରାଳ ରୂପ : ଅନଲାଇନ୍ କ୍ଲାସ୍ ପାଇଁ ଝିଅକୁ ‘ସ୍ମାର୍ଟଫୋନ୍’ ଦେଇ ନ ପାରି ଦିନ ମଜୁରିଆ ବାପାଙ୍କ…

ତ୍ରିପୁରା (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୪।୭ : ପଶ୍ଚିମ ତ୍ରିପୁରାର ସିପାହିଜାଲା ଜିଲ୍ଲାର ମଧୁପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଅନଲାଇନ୍ ଅଧ୍ୟୟନ ପାଇଁ ନିଜ ଝିଅକୁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଦେବାରେ ବିଫଳ ହେବାରୁ ଆତ୍ମହତ୍ୟା କଲେ ଦିନ ମଜୁରିଆ ବାପା। ପଶ୍ଚିମ

ଓଡ଼ିଆ ଝିଅ ବୈଶାଳୀ ମହାନ୍ତି ହେଲେ ଜାତିସଂଘର ନୀତି ଅଧିକାରୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୪/୦୭ : ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଟପର୍‌ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଥିବା ଓଡ଼ିଆ ଝିଅ ବୈଶାଳୀ ମହାନ୍ତି ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। ଜୁଲାଇ ୧ରେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୨୦୧୬ ମସିହାରେ ଅକ୍ସଫୋର୍ଡ

ଥରେ ଗର୍ଭଧାରଣ କରିଥିଲେ ପ୍ଲାଜମା ଦାନ କରିପାରିବେ ନାହିଁ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦେଶରେ ପ୍ଲାଜମା ଥେରାପିକୁ କେତେକ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି। ଦିଲ୍ଲୀରେ ଗତକାଲି ଦେଶର ପ୍ରଥମ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରାଯାଇଛି। ତେବେ ପ୍ଲାଜମା ଥେରାପି କେଉଁମାନଙ୍କ ଠାରେ ପ୍ରୟୋଗ କରାଯାଇ ପାରିବ, କେଉଁ ବର୍ଗର
error: Content is protected !!
Open chat