Browsing Category
National-International
ଉତ୍ତରପ୍ରଦେଶର କାନ୍ପୁରରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟରର : ୮ ପୁଲିସ ଅଧିକାରୀ ସହିଦ,୨ ବାହୁବଳୀ ଅପରାଧୀ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭ : ଉତ୍ତରପ୍ରଦେଶର କାନ୍ପୁରରେ ଗୁରୁବାର ରାତିରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟରର ଘଟିଥିଲା। ଏଥିରେ ୮ ପୁଲିସ ଅଧିକାରୀ ସହିଦ ହେବା ସହ ୨ ଅପରାଧୀ ନିହତ ହୋଇଥିଲେ। ତେବେ ଏହି ଦୁଇ ଅପରାଧୀ ହେଉଛନ୍ତି ଉତ୍ତରପ୍ରଦେଶର ମୋଷ୍ଟ!-->!-->!-->…
ଦେଶରେ କରୋନା ସ୍ଥିତି ସାଙ୍ଘାତିକ : ଜୁଲାଇ ଶେଷ ବେଳକୁ ୧୦ ଲକ୍ଷ ଅତିକ୍ରମ କରିପାରେ ସଂକ୍ରମିତଙ୍କ ସଂଖ୍ୟା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭: ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ପାର କରି ଯାଇଥିବା ବେଳେ ଏବେ ଏହା ଚିନ୍ତା ବଢାଇଛି। ଏହାକୁ ନେଇ କିଛି ଗାଣିତିକ ଆକଳନ ମଧ୍ୟ ସତ ହେବାରେ ଲାଗିଛି। ଦୁଇ!-->…
ସମସ୍ତଙ୍କ ପାଇଁ କୋଭିଡ୍-୧୯ଟିକା ଜରୁରୀ ନୁହେଁ: ଅକ୍ସଫୋର୍ଡ ବିଶେଷଜ୍ଞ
ନୂଆଦିଲ୍ଲୀ: ସମ୍ପ୍ରତି ମହାମାରୀ କୋଭିଡ୍-୧୯ ପାଇଁ ବିଶ୍ବ ତମାମ ହାହାକାର ଛାଇ ଯାଇଥିବା ବେଳେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ପ୍ରଖ୍ୟାତ ସଂକ୍ରାମକ ରୋଗ ବିଶେଷଜ୍ଞ ପ୍ରଫେସର ସୁନେତ୍ର ଗୁପ୍ତା ଏ ସମ୍ପର୍କରେ ଭିନ୍ନ ଆଶ୍ବାସନା ଆଣିଛନ୍ତି। ଆମମାନଙ୍କ ଭିତରୁ ଅଧିକାଂଶ ଲୋକ ପାଇଁ!-->!-->!-->!-->!-->…
ଖୁସି ଖବର – ଦେଶରେ ଅଗଷ୍ଟ ୧୫ରେ ଲଞ୍ଚ୍ ହୋଇପାରେ କରୋନା କରୋନା ଟିକା COVAXIN
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭ : କରୋନାର ସଂକ୍ରମଣ ବୃଦ୍ଧି ମଧ୍ୟରେ ଏକ ଖୁସି ଖବର ଆସୁଛି। କରୋନା ଟିକା କୋଭାକ୍ସିନ ଅଗଷ୍ଟ ୧୫ରେ ଲଞ୍ଚ୍ ହୋଇପାରେ।ଭାରତ ବାୟୋଟେକ ପୂର୍ଭରୁ ଅନେକ ପ୍ରମୁଖ ରୋଗ ପାଇଁ ଟିକା ପ୍ରସ୍ତୁତ କରିଛି ।
ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା!-->!-->!-->!-->!-->…
ପୁଣି ଦେଖାଇଲେ ୫୬” ଛାତି ର ଦମ୍ଭ : ଅଚାନକ ଲଦାଖ ସେନା କ୍ୟାମ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଥୀରେ…
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩।୭ : ଆଜି ଦୁନିଆ ପୁଣି ଦେଖିଲା ମୋଦିଙ୍କ ୫୬" ଛାତି ର ଦମ୍ଭ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଚାନକ ଲଦାଖ ଗସ୍ତ କରିଛନ୍ତି ସାଥୀରେ ଅଛନ୍ତି ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନରାଲ ବିପିନ ରାୱତ। ଲଦାଖ ସେନା କ୍ୟାମ୍ପରେ ସୁରକ୍ଷା ପ୍ରସଙ୍ଗକୁ!-->…
ମଧୁମେହ ରୋଗୀଙ୍କ ଚିକିତ୍ସା ପାଇଁ ଉପଯୋଗୀ ଶସ୍ତା ମେଟଫର୍ମିନ ଔଷଧ ଦ୍ବାରା ଭଲ ହୋଇ ପାରିବେ କରୋନା…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭:କରୋନା ଭୂତାଣୁକୁ ବଶ କରିବା ପରି ଔଷଧ ଏଯାଏ ବାହାରିନାହିଁ । ସାରା ବିଶ୍ବର ବୈଜ୍ଞାନିକମାନେ କରୋନା ଟୀକା ଓ ଏହାର ପ୍ରତିଷେଧକ ଉଦ୍ଭାବନ କାମରେ ଲାଗିଛନ୍ତି । ଏହା ଏପରି ଏକ ରୋଗ ଯେଉଁ ରୋଗରେ ଲକ୍ଷଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି ଓ!-->!-->!-->…
ଚୀନ କୁ ଜବାବ ଦେବାକୁ ଭାରତର ପ୍ରସ୍ତୁତି ଆରମ୍ଭ, ଲଦାଖ ରେ ମୃତୟନ ହେଲେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିବା ସ୍ପେଶାଲ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭: ଚୀନ ସହ ବିବାଦ ମଧ୍ୟରେ ଭାରତ ଲଦାଖରେ ସ୍ପେଶାଲ ଫୋର୍ସକୁ ମୁତୟନ କରିଛି । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଥିବା ପାରା ସ୍ପେଶାଲ ଫୋର୍ସଙ୍କୁ ଲଦାଖ ପଠାଯାଇଛି । ଏଠାରେ କମାଣ୍ଡୋମାନେ ଅଭ୍ୟାସ କରିଛନ୍ତି । ଏହି ସ୍ପେଶାଲ ଫୋର୍ସର!-->!-->!-->!-->!-->…
ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୦,୯୦୩ କରୋନା ଆକ୍ରାନ୍ତ, ୩୭୯ ମୃତ – ମୋଟ ଆକ୍ରାନ୍ତ ୬,୨୫,୫୪୪
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭ : ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୮ ହଜାର ଟପିଛି। ଗତ ୨୪ ଘଣ୍ଟାରେ ୩୭୯ ରୋଗୀ ପ୍ରାଣ ହରାଇଥିବାବେଳେ ୧୮ ହଜାର ୨୧୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଗୋଟିଏ ଦିନରେ ସର୍ବାଧିକ ୨୦ ହଜାର ୯୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ!-->!-->!-->…
ଭାରତରେ କିନ୍ନରଙ୍କୁ ଖୁବ୍ ଶୀଘ୍ର ଅର୍ଦ୍ଧସାମରିକ ବାହିନୀରେ ସ୍ଥାନ ମିଳିବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭: ଖୁବ୍ଶୀଘ୍ର ଭାରତରେ ଅର୍ଦ୍ଧସାମରିକ ବାହିନୀରେ ପୁରୁଷ ଓ ମହିଳା ସହିତ ତୃତୀୟଲିଙ୍ଗ କିନ୍ନରଙ୍କୁ ବି ସ୍ଥାନ ମିଳିବ। ଏଥିଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ପ୍ରକ୍ରିୟା ଆରମ୍ଭ କରିଛି । ଗୃହମନ୍ତ୍ରାଳୟ ଅତିରିକ୍ତ କମାଣ୍ଡାଣ୍ଟ!-->!-->!-->…
ହିନ୍ଦୀ ସିନେ ଜଗତର ଖ୍ୟାତନାମା ନୃତ୍ୟ ନିର୍ଦେଶକ ସରୋଜ୍ ଖାନଙ୍କର ପରଲୋକ
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ୱାଇ ୦୩/୦୭: ବଲିଉଡର ଖ୍ୟାତନାମା ନୃତ୍ୟ ନିର୍ଦେଶକ ସରୋଜ୍ ଖାନଙ୍କର ବିଳମ୍ବିତ ରାତି ୧ଟା ୫୨ ମିନିଟ୍ ସମୟରେ ପରଲୋକ ହୋଇଥିବା ଜଣାଯାଇଛି। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।ଗତ ଜୁନ୍ ୨୦ ତାରିଖରେ!-->!-->!-->…
