Browsing Category
National-International
ଆସିଲା ସୁଶାନ୍ତଙ୍କ ଅନ୍ତିମ ଶରୀର ବ୍ୟବଚ୍ଛେଦ ରିପୋର୍ଟ, ଏବେ ସୁଦ୍ଧା ୨୩ ଜଣଙ୍କୁ ଜେରା
କଳିଙ୍ଗଜ୍ୟୋତି ମୁମ୍ବାଇ ୨୫/୦୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ଶରୀର ବ୍ୟବଚ୍ଛେଦ ରିପୋର୍ଟ ଗ୍ରହଣ କରିଛି ମୁମ୍ବାଇ ପୁଲିସ୍। ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ସୁଶାନ୍ତଙ୍କ ମୃତ୍ୟୁ ପୂରାପୂରି ଭାବେ ଆତ୍ମହତ୍ୟା। ସେଥିରେ କୌଣସି ପ୍ରକାରର!-->!-->!-->…
ଜମ୍ମୁ ଓ କଶ୍ମୀର ରେ ଏନକାଉଁଣ୍ଟର,୨ ଆତଙ୍କବାଦୀ ସଫା
ଶ୍ରୀନଗର : ଆଜି ସକାଳେ ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋର୍ ଠାରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନ୍କାଉଣ୍ଟର୍ ଘଟଣାରେ ଦୁଇଜଣ ଆତଙ୍କବାଦୀ ସଫା ହୋଇଛନ୍ତି। ସେନାର ୨୨ଆର୍ଆର୍, ଜମ୍ମୁ ଓ କଶ୍ମୀର ପୁଲିସ ଏବଂ ସିଆର୍ପିଏଫ୍ର ମିଳିତ ଦଳ!-->!-->!-->…
କୋରନା ବିଶ୍ୱରେ ୨୪ ଘଣ୍ଟାରେ ୫ ହଜାର ଜୀବନ ନେଲା
କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୫/୦୬: ବିଶ୍ୱରେ କରୋନା ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ଦିନକୁ ଦିନ ମୃତ, ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅନ୍ୟପକ୍ଷେ ମେଡିସିନ ବା ଭାକ୍ସିନ ବାହାରି ପାରି ନ ଥିବାରୁ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡୁଛି।
ଗତ ୨୪ ଘଣ୍ଟାରେ!-->!-->!-->!-->!-->…
ଜାତୀୟ ସୁରକ୍ଷା ପ୍ରସଙ୍ଗ: ମୋଦୀଙ୍କ ଉପରେ ୭୨% ଲୋକଙ୍କ ଆସ୍ଥା
କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୫/୦୬-: ଗଲ୍ୱାନ ଘାଟିରେ ଭାରତ-ଚୀନ୍ ସେନା ମଧ୍ୟରେ ସଂଘର୍ଷ ପରଠାରୁ କଂଗ୍ରେସ ସରକାରକୁ ଲଗାତାର ଟାର୍ଗେଟ୍ କରିଆସିଛି। ତେବେ ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ବଢ଼ିଥିବାବେଳେ ବର୍ତ୍ତମାନ ସ୍ଥିତିରେ କିଏ ଜାତୀୟ ସୁରକ୍ଷା ସ୍ଥିତିକୁ ଭଲଭାବେ ମୁକାବିଲା!-->!-->!-->…
୩୧ ଜୁଲାଇ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ଲକ୍ଡାଉନ୍
କଳିଙ୍ଗ ଜ୍ୟୋତି କୋଲକାତା ୨୫/୦୬- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଦିନ ରାଜ୍ୟରେ ୩୧ ଜୁଲାଇ ପର୍ଯ୍ୟନ୍ତ ଲକ୍ଡାଉନ୍ କରିବାକୁ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ବର୍ତ୍ତମାନ ହୋଇଥିବା ଲକଡାଉନ୍ ୩୦ ଜୁନ୍ ରେ ଶେଷ ହେବ।!-->!-->!-->…
୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା ଜୁଲାଇ ୩୧କୁ ବୃଦ୍ଧି
କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ :୨୫/୦୬: ସରକାର ବୁଧବାର ଦିନ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟ ସୀମାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ସେହିଭଳି ଆଧାର ସହ ପାନ୍ ସଂଯୋଗ ସମୟ ସୀମା ମଧ୍ୟ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି!-->!-->!-->!-->!-->…
Headline @ 7 PM
https://www.facebook.com/kalingajyoti/videos/751613698941775
ସେନାମୁଖ୍ୟ ନରଓ୍ୱାଣେ ଲଦାଖରେ ଯବାନଙ୍କୁ ଭେଟିଲେ – ସାହସ, ଉତ୍ସାହ ପାଇଁ ସମ୍ମାନିତ କଲେ।
ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି),୨୪-୦୬ : ଦୁଇ ଦିନିଆ ଲଦାଖ ଗସ୍ତରେ ଅଛନ୍ତି ସେନା ମୁଖ୍ୟ ଜେନେରାଲ ଏମ.ଏମ ନରୱାଣେ । ଏହା ସେହି ସ୍ଥାନ ଯେଉଁଠି ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ। ଗସ୍ତର ଦ୍ୱିତୀୟ ଦିନରେ ସେନା ମୁଖ୍ୟ ଆଜି ପୂର୍ବ ଲଦାଖ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏଠାରେ!-->…
କରୋନା ଔଷଧ ‘ରେମଡେସିଭିର’ର ଦାମ୍ ୫ ହଜାରରୁ କମ୍, ସଫଳତା ନେଇ ସିପ୍ଲା କମ୍ପାନୀ ନିଶ୍ଚିତ।
ବେଙ୍ଗାଲୁରୁ (କଳିଙ୍ଗ ଜ୍ୟୋତି) ୨୪।୬: କୋଭିଡ-୧୯ର ଚିକିତ୍ସା ପାଇଁ ସିପଲା ଏବଂ ହେଟେରୋ ଜେନେରିକ ଔଷଧ ଲଞ୍ଚ କରିଛନ୍ତି । ଭାରତୀୟ ଔଷଧ ଉତ୍ପାଦନକାରୀ ସିପଲା ଲିମିଟେଡ୍ ଏବଂ ଆମେରିକାର ଔଷଧ ଉତ୍ପାଦନକାରୀ ଗିଲିଆଡ୍ ସାଇନ୍ସେସ୍ ର ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭିର ମୂଲ୍ୟ ୫ ହଜାରରୁ କମ୍!-->…
ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ ପୁଲିସର ମାଡ଼, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…
ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି) : ସୁରଟର ଏକ ବ୍ୟାଙ୍କ ପରିସରରେ ଜଣେ ମହିଳା କର୍ମଚାରୀଙ୍କୁ ମାଡ଼ ମରାଯାଇଥିଲା। ମାଡ଼ ମାରିଥିବା ଅଭିଯୁକ୍ତ ହେଉଛନ୍ତି ସୁରଟ ସିଟି ପୁଲିସର ଜଣେ କର୍ମଚାରୀ। ଏହି ଘଟଣାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସକୁ ବିଭିନ୍ନ ମହଲରେ ନିନ୍ଦା!-->…
