Browsing Category
National-International
ଆରମ୍ଭ ହେଲା ‘ଆୟୁଷ କୋଭିଡ-୧୯’ ପରାମର୍ଶ ହେଲ୍ପଲାଇନ
ନୂଆଦିଲ୍ଲୀ : କୋଭିଡ-୧୯କୁ ନେଇ ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା ନିମନ୍ତେ ଏକ ସମର୍ପିତ ପରାମର୍ଶ ହେଲ୍ପଲାଇନ ‘ଆୟୁଷ କୋଭିଡ-୧୯’ ନାମରେ କାର୍ୟ୍ୟକ୍ଷମ ହୋଇଛି । ‘ଆୟୁଷ’ ମନ୍ତ୍ରଣାଳୟ ପକ୍ଷରୁ ଆୟୁଷ ଚିକିତ୍ସାଭିତ୍ତିରେ କରୋନା ସମ୍ପର୍କୀତ ସମସ୍ୟାର ସମାଧାନ ପାଇଁ ନିଶୁଳ୍କ ୧୪୪୪୩!-->…
ବନ୍ଦ ହେବ ଇଣ୍ଟରନେଟ ଏକ୍ସପ୍ଲୋରର, ଘୋଷଣା କଲା ମାଇକ୍ରୋସଫ୍ଟ
ନୂଆଦିଲ୍ଲୀ: ୱେବ୍ ବ୍ରାଉଜର ଇଣ୍ଟରନେଟ୍ ଏକ୍ସପ୍ଲୋରର ଆସନ୍ତା ୨୦୨୨ରେ ବନ୍ଦ ହୋଇଯିବ। ମାଇକ୍ରୋସଫ୍ଟ ପକ୍ଷରୁ ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ୨୦୨୧ ଜୁନରେ ଇଣ୍ଟରନେଟ୍ ଏକ୍ସପ୍ଲୋରରକୁ ବନ୍ଦ କରାଯିବ ବୋଲି ଗତବର୍ଷ ଅଗଷ୍ଟରେ ଏକ ରିପୋର୍ଟରେ କୁହାଯାଇଛି। କିନ୍ତୁ ଏବେ!-->…
ବ୍ଲାକ ପଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର, ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ
ଭୁବନେଶ୍ୱର: ବ୍ଲାକ ପଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର । ମହାମାରୀ ଘୋଷଣା ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ମହାମାରୀ ଘୋଷଣା କରିବାକୁ ପରାମର୍ଶ ଦେଇଥିଲା କେନ୍ଦ୍ର ସରକାର । ରାଜ୍ୟରେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ରାଜ୍ୟ!-->…
ନକଲି ପଂଜୀକରଣ ପୋର୍ଟାଲରୁ ଦୂରେଇ ରୁହନ୍ତୁ: ପୁଲିସ ଡିଜି
ଭୁବନେଶ୍ୱର: ଟିକାକରଣ ନାଁରେ ନକଲି ପଂଜୀକରଣ ପୋର୍ଟାଲରୁ ଦୂରେଇ ରୁହନ୍ତୁ । ଟିକାକରଣ ପାଇଁ ନାମ ପଂଜୀକରଣ କରିବାଲାଗି ୩ଟି ଅସଲି ପୋର୍ଟାଲ ରହିଛି । ସେଗୁଡ଼ିକ ହେଲା ଆରୋଗ୍ୟ, କୋୱିନ ଓ ଉମଙ୍ଗ ପୋର୍ଟାଲ । ଟିକାକରଣ ପାଇଁ ଏହି ୩ଟି ପୋର୍ଟାଲ ହିଁ ରହିଛି । କୋଭିଡ ସଚେତନା ମୂଳକ ସାମ୍ବାଦିକ!-->…
ଦେଶର ଅଧା ଲୋକ ମାସ୍କ ପିନ୍ଧୁନାହାନ୍ତି, ଯେତିକି ପିନ୍ଧୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଠିକ ଭାବେ…
ନୂଆଦିଲ୍ଲୀ : କରୋନା ମହାମାରୀ ଦେଶକୁ କବଳିତ କରି ରଖିଥିଲେ ବି ଦେଶର ଅନେକ ଲୋକ ଏବେ ବି ସତର୍କତା ଅବଲମ୍ବନ କରୁନାହାନ୍ତି । ଏକ ଅଟକଳ ଅନୁସାରେ ଦେଶର ମୋଟ ଜନସଂଖ୍ୟାର ଅଧା ମାସ୍କ ପିନ୍ଧୁନାହାନ୍ତି । ଯ଼େତିକି ଲୋକ ମାସ୍କ ପିନ୍ଧୁଛନ୍ତି ସେମାନଙ୍କ ମଧ୍ୟରୁ ୬୪ ପ୍ରତିଶତ ମାସ୍କ ତ!-->…
ହ୍ବାଟ୍ସଆପ୍ର ନୂତନ ଗୋପନୀୟତା ନୀତିକୁ ଉଚ୍ଛେଦ ଦାବି କରି ନୋଟିସ୍ ଜାରି କଲା ଆଇଟି ମନ୍ତ୍ରାଳୟ
ନୂଆଦିଲ୍ଲୀ: ମେସେଜିଂ ଆପ୍ ହ୍ବାଟ୍ସଆପ୍ ତା’ର ନୂତନ ଗୋପନୀୟତା ନୀତିକୁ ଉଚ୍ଛେଦ କରୁ ବୋଲି ସୂଚନା ଓ ପ୍ରଯୁକ୍ତିବିଦ୍ୟା(ଆଇଟି) ମନ୍ତ୍ରାଳୟ ପକ୍ଷରୁ ହ୍ବାଟ୍ସଆପ୍କୁ ଏକ ନୋଟିସ୍ ପଠାଯାଇଛି। ମେସେଜିଂ ଆପ୍ ହ୍ବାଟ୍ସଆପ୍କୁ ଏକ ସପ୍ତାହ ସମୟ ଦେଇଛି ଆଇଟି ମନ୍ତ୍ରାଳୟ। ତା’ପରେ!-->…
ବିଲ୍ ଗେଟ୍ସଙ୍କ ମତ – ଭାରତକୁ ଟିକା ପ୍ରସ୍ତୁତି ପଦ୍ଧତି ଦିଆଯିବା ଅନୁଚିତ
ନ୍ୟୁୟର୍କ : ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ସର୍ବବୃହତ ଜନକଲ୍ୟାଣକାରୀ କାର୍ଯ୍ୟରେ ନିୟୋଜିତ ଥିବା ବିଲ୍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ବିଶ୍ୱର ଧନାଢ୍ୟ ବ୍ୟକ୍ତି ବିଲ୍ ଗେଟ୍ସ ଭାରତ ପରି ବିକାଶଶୀଳ ରାଷ୍ଟ୍ରଗୁଡିକୁ କୋଭିଡ ଟିକା ପ୍ରସ୍ତୁତି ପଦ୍ଧତି ନଦେବାକୁ!-->…
ହୁ ବୈଜ୍ଞାନିକଙ୍କ ଚେତାବନୀ; ଭାରତରେ ଆସିବ କରୋନାର ଏକାଧିକ ତରଙ୍ଗ
ନୂଆଦିଲ୍ଲୀ: ଭାରତରେ ଏବେ କରୋନା ମହାମାରୀର ୨ୟ ତରଙ୍ଗ ଜାରି ରହିଛି। ଆଗକୁ ୩ୟ ତରଙ୍ଗ ଆସିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ତେବେ କେବଳ ୩ୟ ତରଙ୍ଗ ନୁହେଁ, ଆଗାମୀ ଦିନରେ ଆହୁରି ଏକାଧିକ ତରଙ୍ଗ ଆସିପାରେ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ ବା ହୁ)ର!-->…
ସୋମବାର ସନ୍ଧ୍ୟାରେ ଗୁଜୁରାଟ ଉପକୂଳ ଛୁଇଁବ ସାମୁଦ୍ରିକ ବାତ୍ୟା ତୌତେ: ଭାରତୀୟ ପାଣିପାଗ ବିଭାଗ
ନୂଆଦିଲ୍ଲୀ: ସମୟ ବଢିବା ସହ ଭୟଙ୍କର ହେବାରେ ଲାଗିଛି ସାମୁଦ୍ରିକ ବାତ୍ୟା ତୌତେ । ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଅତି ଭୟଙ୍କର ସାମୁଦ୍ରିକ ବାତ୍ୟା ତୌତେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତୀବ୍ର ହୋଇ ଗୁଜୁରାଟ ଉପକୂଳରେ ପହଞ୍ଚିବ। ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ଏହା ଭବନଗର!-->…
ହରିଆଣାରେ ମେ’ ୨୪, ଜମ୍ମୁ-କଶ୍ମୀରରେ ମେ’ ୨୪ ଏବଂ ପଞ୍ଜାବରେ ମେ’ ୩୧ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନିୟନ୍ତ୍ର କରିବ ପାଇଁ ଦିଲ୍ଲୀ ପରେ ଏବେ ହରିଆଣା, ପଞ୍ଜାବ ଏବଂ ଜମ୍ମୁ-କଶ୍ମୀରରେ ଲକଡାଉନ ଅବଧିକୁ ବାଢିଦିଆଯାଇଛି । ହରିଆଣାରେ ମେ’ ୨୪, ଜମ୍ମୁ-କଶ୍ମୀରରେ ମେ’ ୨୪ ଏବଂ ପଞ୍ଜାବରେ ମେ’ ୩୧ପର୍ଯ୍ୟନ୍ତ ଲକଡାଉନ କରାଯାଇଛି । ଏହି ସମୟ ମଧ୍ୟରେ ଜରୁରୀ ସେବାକୁ!-->…
