Browsing Category

National-International

ଫେବ୍ରୁଆରିରେ ହେବ ନାହିଁ ସିବିଏସଇ ୧୦ମ, ୧୨ଶ ବୋର୍ଡ ପରୀକ୍ଷା : କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ : ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବାର୍ଷିକ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା ଜାରି ରହିଛି । ଏପରିକି ଆସନ୍ତା ଫେବ୍ରୁଆରି ମାସରେ ଏହି ପରୀକ୍ଷା ହେବାର ସମ୍ଭାବନା ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଆଜି ଏକ

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନରେ ହୋଇପାରେ ନିର୍ବାଚନ!

ତ୍ରିପୁରା, ଆସାମ, କର୍ଣ୍ଣାଟକ ଏବଂ ଉତ୍ତର-ପୂର୍ବାଂଚଳ ରାଜ୍ୟ ସହ ତେଲେଙ୍ଗାନରେ ପ୍ରବେଶ କରିଥିବା ବିଜେପିର ଅଣ-ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ପ୍ରବେଶ ଉଦ୍ୟମ ଏବେ ଜୋରଦାର ହୋଇଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତୃଣମୂଳ କଂଗ୍ରେସ ଏହାର କିଭଳି ମୁକାବିଲା କରିବେ

୫୦ବର୍ଷରୁ ଅଧିକ ବୟସର ଲୋକଙ୍କୁ ପ୍ରଥମ ଦଫାରେ ଦିଆଯିବ କରୋନା ଟିକା

କରୋନା ପ୍ରତିଷେଧକ ପ୍ରଥମେ ସ୍ୱାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଦିଆଯିବ। ତା’ଛଡା ୫୦ବର୍ଷରୁ ଅଧିକ ବୟସର ଲୋକଙ୍କୁ ମଧ୍ୟ କୋଭିଡ ପ୍ରତିଷେଧକ ପ୍ରଥମ ଦଫାରେ ଦିଆଯିବ। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଯୋଜନା ପ୍ରସ୍ତୁତ କରିଛି।

ମୋଦୀଙ୍କୁ ମିଳିଲା ସର୍ବୋଚ୍ଚ ଆମେରିକୀୟ ସମ୍ମାନ ‘ଲେଜିଅନ ଅଫ ମେରିଟ୍‌’

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ ‘ଲେଜିଅନ ଅଫ ମେରିଟ୍‌’ରେ ସମ୍ମାନିତ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଭାରତ-ଆମେରିକା ମଧ୍ୟରେ ରଣନୀତିକ ଭାଗିଦାରୀ ବୃଦ୍ଧି ତଥା ଭାରତକୁ ଏକ

ସୋନୁ ସୁଦ୍‌ଙ୍କ ସମ୍ମାନରେ ମନ୍ଦିର ନିର୍ମାଣ କଲେ ତେଲେଙ୍ଗାନାବାସୀ, ମୁଁ ଏହାର ଯୋଗ୍ୟ ନୁହେଁ ବୋଲି କହିଲେ ଅଭିନେତା…

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କ ସମ୍ମାନରେ ଏକ ମନ୍ଦିର ନିର୍ମାଣ କରିଛନ୍ତି ତେଲେଙ୍ଗାନାବାସୀ। ସୋନୁଙ୍କ ଉଦ୍ଦେଶ୍ୟରେ ସିଦ୍ଧଦୀପସ୍ଥିତ ଏକ ଗ୍ରାମବାସୀ ଏହି ମନ୍ଦିର ନିର୍ମାଣ କରିଥିବା ସୂଚନା ରହିଛି। ନିକଟରେ

କରୋନାର ନୂଆ ପ୍ରକାରକୁ ନେଇ ଆଶଙ୍କା, ବ୍ରିଟେନରେ ଡିସେମ୍ବର ୩୦ ଯାଏଁ ଜାରି ହେଲା ଲକଡାଉନ

ଲଣ୍ଡନ ଏବଂ ଏହାର ଆଖପାଖ ଅଞ୍ଚଳରେ କରୋନାର ନୂଆ ପ୍ରକାର ପ୍ରଭାବ ଦ୍ରୁତ ଗତିରେ ବ୍ୟାପୁଥିବାରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ରାଷ୍ଟ୍ରୀୟ ଲକଡାଉନ୍ ଜାରି କରିଛନ୍ତି। ଏଥି ସହିତ ଖ୍ରୀଷ୍ଟମାସ ସମୟରେ କୋହଳ କରାଯାଇଥିବା ପ୍ରତିବନ୍ଧକଗୁଡିକ ମଧ୍ୟ ବାତିଲ କରାଯାଇଛି। ପ୍ରଧାନମନ୍ତ୍ରୀ

୫୦ ପାଇଲଟଙ୍କ ଲାଇସେନ୍ସ ରଦ୍ଦ କଲା ପାକିସ୍ଥାନ

ପାକିସ୍ତାନର ସରକାର ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନର ଆବଶ୍ୟକତା ଅନୁଯାୟୀ ଦେଶର ୮୬୦ଟି ବାଣିଜ୍ୟିକ ପାଇଲଟଙ୍କ ଲାଇସେନ୍ସ ସମୀକ୍ଷା କରିବା ପରେ ୫୦ ଜଣ ପାଇଲଟଙ୍କ ଲାଇସେନ୍ସ ବାତିଲ କରିବାକୁ ନିଷ୍ପତ୍ତି ନେଇଥିବା ଇସଲାମାବାଦ ହାଇକୋର୍ଟକୁ ସୂଚନା ଦେଇଛନ୍ତି। ସେହି ପାଇଲଟମାନେ

ଭାରତ ବିରୁଦ୍ଧରେ କୌଣସି ଦେଶ ଯୁଦ୍ଧ ଆରମ୍ଭ କଲେ, ଉଚିତ ଜବାବ୍‍ ଦେବାକୁ ଦେଶ ବେଶ୍‍ ସକ୍ଷମ : ରାଜନାଥ

ହାଇଦ୍ରାବାଦ :​‌ ଭାରତ ବିରୁଦ୍ଧରେ ଯଦି କୌଣସି ଦେଶ ଯୁଦ୍ଧ ଆରମ୍ଭ କରେ, ତେବେ ଏହାର ଉଚିତ ଜବାବ୍‍ ଦେବାକୁ ଦେଶ ବେଶ୍‍ ସକ୍ଷମ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଯୁଦ୍ଧ କୌଶଳ ଓ ଶୈଳୀରେ ପରିବର୍ତ୍ତନ ଘଟୁଥିବା ଦର୍ଶାଇ ଶ୍ରୀ ସିଂହ ବିମାନ ବାହିନୀର ନବନିଯୁକ୍ତ

ତ୍ରୁଟି ନ ସୁଧାରିବା ଯାଏଁ ବାଙ୍ଗାଲୋର ଆପଲ୍ କାରଖାନାରେ କାମ ବନ୍ଦ

ବିଶ୍ୱର ଉନ୍ନତ ଗୁଣବତ୍ତା ସମ୍ପନ୍ନ ମୋବାଇଲ ଓ ଲାପଟପ ନିର୍ମାତା ଆପଲ୍ ଇନ୍ କହିଛି ଯେ ଏହାର କର୍ଣ୍ଣାଟକ ପ୍ଲାଣ୍ଟରେ ଭଙ୍ଗାରୁଜା ଘଟଣା ପରେ ଚୁକ୍ତିଭିତ୍ତିକ ନିର୍ମାତା ୱିଷ୍ଟ୍ରନକୁ ସାମୟିକ ପରୀକ୍ଷଣ ସ୍ଥରରେ ରଖିଛି ଏବଂ ତ୍ରୁଟି ନ ସୁଧାରିବା ଯାଏଁ ତାଇୱାନ ଫାର୍ମକୁ ନୂତନ ବ୍ୟବସାୟ ଦେବ

ପଶ୍ଚିମବଙ୍ଗରେ ଅମିତ ଶାହ: ରାମକୃଷ୍ଣ ଆଶ୍ରମରେ ସ୍ବାମୀ ବିବେକାନନ୍ଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

କଲକାତା: ଆଉ କିଛି ମାସ ପରେ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ। ଏଥର ପଶ୍ଚିମବଙ୍ଗକୁ ଦଖଲ କରିବା ଲାଗି ବିଜେପି ଜୋରଦାର ଉଦ୍ୟମ ଚଳାଇଥିବାବେଳେ ଶାସକ ଟିଏମ୍‌ସି କ୍ଷମତା ବଜାୟ ରଖିବାକୁ ନିଜର ପ୍ରୟାସ ଜାରି ରଖିଛି। ତେବେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ବିଧାୟକ ଏବଂ ନେତାମାନେ ଦଳ
error: Content is protected !!
Open chat