Browsing Category
National-International
ବନ୍ଦ ହେବ ନାହିଁ ଫସଲର ସହାୟକ ମୂଲ୍ୟ ଓ ମଣ୍ଡି; ଚାଷୀମାନେ ବିଭ୍ରାନ୍ତକର ପ୍ରଚାରରୁ ଦୂରେଇ ରୁହନ୍ତୁ: ତୋମାର
ନୂଆଦିଲ୍ଲୀ: ବିଭିନ୍ନ ଫସଲର ସହାୟକ ମୂଲ୍ୟ ସରକାର ବନ୍ଦ କରିବେ ନାହିଁ କିମ୍ବା ମଣ୍ଡି ବ୍ୟବସ୍ଥାର ଉଚ୍ଛେଦ ହେବ ନାହିଁ । କେନ୍ଦ୍ର ସରକାର ଏହି ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏପରି ଅପପ୍ରଚାର କରୁଥିବାରୁ ଚାଷୀମାନେ ଏଥିରୁ ଦୂରେଇ ରହିବାକୁ କେନ୍ଦ୍ର!-->…
ନେପାଳର ଘୋଷଣା : ପୂର୍ବାପେକ୍ଷା ବଢ଼ିଛି ବିଶ୍ବର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭେରେଷ୍ଟର ଉଚ୍ଚତା
କାଠମାଣ୍ଡୁ: ବିଶ୍ବର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭେରେଷ୍ଟର ନୂଆ ଉଚ୍ଚତା ଘୋଷଣା କରିଛି ନେପାଳ । ମଙ୍ଗଳବାର ଉଭୟ ନେପାଳ ଓ ଚୀନ ହିମାଳୟର ଉଚ୍ଚତମ ଶିଖର ଏଭେରେଷ୍ଟର ନୂଆ ଉଚ୍ଚତା ସାର୍ବଜନୀନ କରିଛନ୍ତି । ପୂର୍ବରୁ କରାଯାଇଥିବା ଉଚ୍ଚତାଠାରୁ ଏବେ ଘୋଷିତ ଉଚ୍ଚତା ଅଧିକ । ଏଭେରେଷ୍ଟର ନୂଆ!-->…
‘ଡବ୍ଲୁଏଚ୍ଓ ଫାଉଣ୍ଡେସନ୍’ର ପ୍ରଥମ ମୁଖ୍ୟ ଭାବେ ନିଯୁକ୍ତ ହେଲେ ଭାରତୀୟ ବଂଶଜ ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୀଲ ସୋନି
ନ୍ୟୁୟର୍କ: ଭାରତୀୟ ବଂଶଜ ବୈଶ୍ବିକ ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୀଲ ସୋନିଙ୍କୁ ‘ଦି ଡବ୍ଲୁଏଚ୍ଓ ଫାଉଣ୍ଡେସନ୍’ର ପ୍ରଥମ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ସହିତ ଏହି ଫାଉଣ୍ଡେସନ୍ ସମଗ୍ର ବିଶ୍ବରେ ଉପୁଜୁଥିବା ଗୁରୁତ୍ବର ସ୍ବାସ୍ଥ୍ୟ ସମସ୍ୟା ସବୁର ମୁକାବିଲା!-->…
‘ପୁରୁଣା ଆଇନରେ ଦେଶ ବଦଳିବନି’ : ମୋଦୀ
ନୂଆଦିଲ୍ଲୀ : ଶହେ ବର୍ଷର କେତେକ ପୁରୁଣା ଆଇନ ଏବେ ଦେଶ ପାଇଁ ବୋଝ ପାଲଟିଯାଇଛି। ଆଉ ଦେଶର ବିକାଶ ପାଇଁ ଏହି ସବୁ ଆଇନର ପରିବର୍ତ୍ତନ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସୋମବାର ଆଗ୍ରା ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି!-->…
ସ୍କୁଲ ଫି’ ଛାଡ଼ ମାମଲା : ହାଇକୋର୍ଟରେ ଆବେଦନକାରୀଙ୍କ ସତ୍ୟପାଠ ଦାଖଲ, ଘରୋଇ ସ୍କୁଲ ଫି’ ନିୟନ୍ତ୍ରଣ ପାଇଁ ସରକାରଙ୍କ…
କଟକ : ଘରୋଇ ସ୍କୁଲ ଗୁଡିକର ଫି ନିର୍ଦ୍ଧାରଣ ଓ ନିୟନ୍ତ୍ରଣ ପାଇଁ କିଛି ବ୍ୟବସ୍ଥା ନାହିଁ ବୋଲି ସତ୍ୟପାଠ ମାଧ୍ୟମରେ ସରକାର ପୂର୍ବରୁ ସ୍ପଷ୍ଟ କରିଥିବାବେଳେ ସୋମବାର ଆବେଦନକାରୀଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ ସରକାରଙ୍କ ପୂର୍ଣ୍ଣ କ୍ଷମତା ଏହି ପ୍ରସଙ୍ଗରେ ରହିଛି ବୋଲି ଦର୍ଶାଯାଇଛି।!-->…
ଚୀନର ୧୪ ବରିଷ୍ଠ ଅଧିକାରୀଙ୍କୁ ଆମେରିକା ମନା
ୱାଶିଂଟନ: ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ଧୀରେ ଧୀରେ ବଢ଼ିବାରେ ଲାଗିଛି। କରୋନା ଭୂତାଣୁକୁ ନେଇ ଆମେରିକା ଚୀନ ବିରୋଧରେ ବିଭିନ୍ନ କଟକଣା ଲଗାଇଥିବା ବେଳେ ଏବେ ହଂକଂ ପ୍ରସଙ୍ଗରେ ମଧ୍ୟ କଡ଼ା ଆଭିମୁଖ୍ୟ ନେଇଛି। ଏହି କ୍ରମରେ ଆମେରିକା ଚୀନର ୧୪ ବରିଷ୍ଠ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ!-->…
ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲରେ ମଧ୍ୟାହ୍ନଭୋଜନ ସହ ଛାତ୍ରଛାତ୍ରୀଙ୍କୁ ମିଳିବ ଜଳଖିଆ
ଭୁବନେଶ୍ୱର : ଆସନ୍ତା ଶିକ୍ଷାବର୍ଷ (୨୦୨୧-୨୨)ରୁ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ସହ ଛାତ୍ରଛାତ୍ରୀଙ୍କୁ ଜଳଖିଆ ଦିଆଯିବ। ବିଦ୍ୟାର୍ଥୀଙ୍କୁ ଦୁଇଓଳି ବିଦ୍ୟାଳୟରେ ଖାଇବାକୁ ଦିଆଯିବ। ଜାତୀୟ ଶିକ୍ଷା ନୀତିରେ ଏନେଇ ପ୍ରସ୍ତାବ ରହିଛି। ଜାତୀୟ ଶିକ୍ଷା ନୀତିକୁ କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ!-->…
ଆଜି ଶେଷ ଟି-୨୦ : ସିରିଜ୍ ପୋଛିବା ଲକ୍ଷ୍ୟରେ ଭାରତ
ସିଡ୍ନୀ : ସ୍ଥାନୀୟ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ମଙ୍ଗଳବାର ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଟ୍ବେଣ୍ଟି୨୦ ସିରିଜ୍ର ଅନ୍ତିମ ମ୍ୟାଚ ଖେଳାଯିବ। ଭାରତ ନିକଟରୁ ପ୍ରଥମ ଦୁଇ ଟ୍ବେଣ୍ଟି୨୦ ମ୍ୟାଚରେ ପରାଜିତ ହେବା ପରେ ଘରୋଇ ଅଷ୍ଟ୍ରେଲିଆ ତୃତୀୟ ମ୍ୟାଚ ଜିତି ହ୍ବାଇଟ୍ୱାଶ ଏଡାଇବାକୁ!-->…
ଆଜି ଭାରତ ବନ୍ଦ : ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବନ୍ଦ ପାଳନ
ଶାନ୍ତିରକ୍ଷା ପାଇଁ କୃଷକ ନେତାଙ୍କ ନିବେଦନ
ନୂଆଦିଲ୍ଲୀ : କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୧୨ଦିନ ଧରି କୃଷକଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଆସନ୍ତା କାଲି(ମଙ୍ଗଳବାର) ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ୪ ଘଣ୍ଟା କାଳ ଏହି!-->!-->!-->…
‘ଭାରତ ବନ୍ଦ’ ସମୟରେ ଶାନ୍ତିରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ନିର୍ଦେଶ
ନୂଆଦିଲ୍ଲୀ: କୃଷକ ସଂଗଠନ ଡାକରା ଦେଇଥିବା ‘ଭାରତ ବନ୍ଦ’ ସମୟରେ ଶାନ୍ତି ବଜାୟ ରଖିବା ଏବଂ ଏହାକୁ ସୁନିଶ୍ଚିତ କରିବା ନିମନ୍ତେ ବିଭିନ୍ନ ରାଜ୍ୟକୁ ପରାମର୍ଶ ଦେଇଛି କେନ୍ଦ୍ର । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏ ସଂକ୍ରାନ୍ତରେ ମାର୍ଗଦର୍ଶିକା ଜାରି କରାଯାଇଛି । ମଙ୍ଗଳବାର ଭାରତ!-->…
