Browsing Category

National-International

ପ୍ରଥମ ଟି-୨୦ : ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ଭାରତ

କାନବେରା : କାନବେରାର ମାନୁକା ଓଭାଲ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ୧୧ ରନରେ ବିଜୟ ହାସଲ କରିଛି । ୧୬୨ ରନର ପିଛା କରିବାକୁ ଯାଇ ଅଷ୍ଟ୍ରେଲିଆ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୫୦ ରନ କରିପାରିଥିଲା । ଦଳ ପକ୍ଷରୁ ଆର୍ସି

କୃଷକଙ୍କ ସମସ୍ତ ପ୍ରସଙ୍ଗ ଉପରେ ଖୋଲା ମନରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ : ଶନିବାର ୫ମ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ : ସରକାର ଏବଂ କୃଷକ ପ୍ରତିନିଧୀଙ୍କ ମଧ୍ୟରେ ୩ଟି କୃଷି ଆଇନକୁ ନେଇ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ତେବେ କିଛି ଚୁଡାନ୍ତ ନିଷ୍ପତ୍ତି ହୋଇ ପାରି ନାହିଁ। ଏହି ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ସରକାରୀ

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟ୍ବେଣ୍ଟି୨୦ ଆଜି

କାନ୍‌ବେରା: ଭ୍ରମଣକାରୀ ଭାରତ ବିପକ୍ଷରେ ଘରୋଇ ଦିନିକିଆ ସିରିଜ୍‌ର ପ୍ରଥମ ୨ଟି ମ୍ୟାଚ୍‌କୁ ସହଜ​‌େ​‌ର ଜିତିବା ପରେ ୩ୟ ଦିନିକିଆରେ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ। ଦଳର କିଛି ପ୍ରମୁଖ ଖେଳାଳି ଆହତହେବା ଅଷ୍ଟ୍ରେଲିଆ ପରାଜୟର କାରଣ ହୋଇଥିଲା। ସମାନ ଆହତଗତ ସମସ୍ୟା ସହ ଭାରତ ବିପକ୍ଷରେ

ବିପଜ୍ଜନକ ନିଶା (ଡ଼୍ରଗ୍) ତାଲିକାରୁ ହଟିଲା ଗଞ୍ଜେଇ

ଭିଏନା: ମିଳିତ ଜାତିସଂଘ ବିଶ୍ବର ବିପଜ୍ଜନକ ନିଶା (ଡ଼୍ରଗ୍) ତାଲିକାରୁ ଗଞ୍ଜେଇକୁ ବାଦ ଦେଇଛି । ନାରକୋଟିକ୍ସ ସଂକ୍ରାନ୍ତ ୧୯୬୧ କନଭେନସନ ତାଲିକାରୁ ଗଞ୍ଜେଇର ପତ୍ର ଓ ଗଞ୍ଜେଇର କଢ଼କୁ ବାଦ ଦେବା ନିମନ୍ତେ ହୋଇଥିବା ଭୋଟ ୨୭-୨୫ ଭୋଟରେ ଗୃହୀତ ହୋଇଛି । ଫଳରେ ଆନ୍ତର୍ଜାତିକସ୍ତରରେ ଗଞ୍ଜେଇ

ଜାନୁଆରି ପ୍ରଥମଭାଗ ସୁଦ୍ଧା ଭାରତରେ କରୋନା ଟିକାକୁ ଅନୁମତି ମିଳିବା ସମ୍ଭାବନା : ଏମ୍ସ ମୁଖ୍ୟ

ନୂଆଦିଲ୍ଲୀ : କରୋନା ଟିକାକୁ ସାରା ଦେଶର ଲୋକେ ଅପେକ୍ଷା କରିଥିବାବେଳେ ଏମ୍ସ ନିର୍ଦ୍ଦେଶକ ଡଃ. ରଣଦୀପ ଗୁଲେରିଆ ଆଜି କହିଛନ୍ତି ଯେ ଚଳିତ ମାସ ଶେଷ କିମ୍ବା ଜାନୁଆରି ପ୍ରଥମ ଭାଗ ସୁଦ୍ଧା ଟିକା ଆସିଯିବ ବୋଲି ସେ ଆଶା କରୁଛନ୍ତି । ସେ କହିଛନ୍ତି ଯେ ଭାରତରେ ଟିକା ଗୁଡ଼ିକର

ରାଜନୀତିରେ ରଜନୀକାନ୍ତଙ୍କ ପ୍ରବେଶ

ଚେନ୍ନାଇ: ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ରାଜନୀତିରେ ପ୍ରବେଶ କରିଛନ୍ତି ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତ। ସେ ରାଜନୀତିରେ ସକ୍ରିୟ ରହିବା ଲାଗି ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ଆସନ୍ତା ୩୧ ତାରିଖରେ ସେ ଦଳ ସମ୍ପର୍କରେ ଘୋଷଣା କରିବେ ଏବଂ ନୂଆବର୍ଷରେ ଏହାର ଶୁଭାରମ୍ଭ

ଘରେ ଘରେ ପରିଚିତ ଏମ୍‌ଡିଏଚ୍‌ ମସଲା କମ୍ପାନିର ମାଲିକ ଧରମପାଲ ଗୁଲାଟିଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରସିଦ୍ଧ ମସଲା କମ୍ପାନି ଏମ୍‌ଡିଏଚ୍‌ର ମାଲିକ ଧରମପାଲ ଗୁଲାଟିଙ୍କର ୯୮ ବର୍ଷ ବୟସରେ ପରଲୋକ ଘଟିଛି। ମସଲା ଦୁନିଆର ରାଜା କୁହାଯାଉଥିବା ଧରମପାଲ ଗୁଲାଟି ଦିଲ୍ଲୀର ମାତା ଚାନାନ ଦେବୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ବେଶ୍‌ କିଛିଦିନ ହେବ ଚିକିତ୍ସିତ ହେଉଥିଲେ। ଗୁରୁବାର

ପ୍ରଧାନମନ୍ତ୍ରୀଙ୍କୁ ସୁବ୍ରମଣ୍ୟମ୍ ସ୍ୱାମୀଙ୍କ ଚିଠି ସଂଶୋଧନ ହେଉ ‘ଜନ ଗଣ ମନ…’

ଭାରତର ଜାତୀୟ ସଙ୍ଗୀତ ‘ଜନ ଗଣ ମନ …. ’ରେ ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ବାମୀ। ସଙ୍ଗୀତର ପ୍ରଥମ ତିନିଟି ଶବ୍ଦ (ଜନ-ଗଣ-ମନ)କୁ ପରିବର୍ତ୍ତନ କରିବାକୁ ସେ ଅନୁରୋଧ କରିଛନ୍ତି। ଏହି ଚିଠିର ଏକ ନକଲ ସେ

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବର୍ତନ ସୂଚନା; ସହଯୋଗୀ ଦଳକୁ ମିଳିବ ଆଉ ୪ ମନ୍ତ୍ରୀ ପଦ, ସୁଶୀଲ ମୋଦୀଙ୍କୁ ବି ଦିଆଯିବ…

ନୂଆଦିଲ୍ଲୀ: ନିକଟ ଭବିଷ୍ୟତରେ ବଦଳିବ ମୋଦୀ ସରକାରଙ୍କ ଦ୍ବିତୀୟପାଳି ମନ୍ତ୍ରିମଣ୍ଡଳ ଚେହେରା । ତେବେ ଏହା ଆସନ୍ତା ବଜେଟ୍ ଅଧିବେଶନ ପୂର୍ବରୁ ହେବ ନା ପରେ ହେବ ସେଥିନେଇ ଦଳର କୋର କମିଟି ବିଚାରବିମର୍ଶ ଚଳାଇଛି । ତଥାପି ଦ୍ବିତୀୟ ପାଳି ସରକାରର ଦୁଇ ବର୍ଷ ପୂର୍ତି ପୂର୍ବରୁ କେନ୍ଦ୍ର

ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ସୁପର ଲିଗ୍‌ ; ଅଷ୍ଟ୍ରେଲିଆ ଶୀର୍ଷରେ, ଭାରତ ୬ଷ୍ଠ

କାନ୍‌ବେରା: ଭାରତ ବିପକ୍ଷରେ ଘରୋଇ ଦିନିକିଆ ସିରିଜ୍‌କୁ ୨-୧ରେ ଜିତିବା ସହ ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ସୁପର ଲିଗ୍‌ରେ ୪୦ ପଏଣ୍ଟ ହାସଲ କରିଛି ଅଷ୍ଟ୍ରେଲିଆ। ଏହି ୪୦ ପଏଣ୍ଟ ସହ ଅଷ୍ଟ୍ରେଲିଆ ଟେବୁଲର ଶୀର୍ଷରେ ରହିଛି। ତେବେ ୩ୟ ଦିନିକିଆକୁ ୧୩ ରନ୍‌ରେ ଜିତିବା ଯୋଗୁଁ ସୁପର
error: Content is protected !!
Open chat