Browsing Category
National-International
ଦିଲ୍ଲୀରେ ଆଉ ଚାଲିବନି ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡି
ନୂଆଦିଲ୍ଲୀ ୧୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦିଲ୍ଲୀରେ ପ୍ରଦୂଷଣ ସୀମା ଟପିଥିବାରୁ ସଂପ୍ରତି ସେଠାରେ ସରକାର ପରିବେଶ ସୁଧାରିବାକୁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେଥିପାଇଁ ଦିଲ୍ଲୀ ମହାନଗରରେ ୧୦ରୁ ପୁରୁଣା ଡିଜେଲ ଗାଡି ଏବଂ ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଗାଡି ଚଳାଚଳକୁ ଆଉ!-->…
ମହାରାଷ୍ଟ୍ରରେ ପୁଣି ଆରମ୍ଭ ହେବ ବଳଦଗାଡ଼ି ଦୌଡ଼, ସୁପ୍ରିମକୋର୍ଟ ଉଠାଇଲେ ନିଷେଧାଜ୍ଞା
ମୁମ୍ବାଇ ୧୬/୧୨/୨୦୨୧ କଳିଙ୍ଗ ଜ୍ୟୋତି : ମହାରାଷ୍ଟ୍ରରେ ବଳଦ ଗାଡ଼ି ଦୌଡ଼ଉପରେ ଲଗାଇଥିବା କଟକଣା ଉଠାଇଦେଇଛନ୍ତି ସୁପ୍ରିମକୋର୍ଟ । ନିଜ ରାୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏ ଧରଣର ଅନ୍ୟାନ୍ୟ ପାରମ୍ପରିକ କ୍ରୀଡ଼ା ଦେଶର ଅନ୍ୟ ଅଞ୍ଚଳରେ ଚାଲିଥିବାବେଳେ ମହାରାଷ୍ଟ୍ରରେ ଏହା ଉପରେ କଟକଣା!-->…
୧୧ ମୁଖ୍ୟମନ୍ତ୍ରୀଙ୍କୁ ମୋଦୀଙ୍କ ମନ୍ତ୍ର, ଲୋକଙ୍କୁ ଶ୍ରେଷ୍ଠ ଶାସନ ଦିଅ
ବାରାଣସୀ ୧୫/୧୨/୨୦୨୧ କଳିଙ୍ଗ ଜ୍ୟୋତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବାରାଣସୀ ଗସ୍ତର ଦ୍ବିତୀୟ ଦିନରେ ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିଛନ୍ତି। ବୈଠକରେ ମୋଦୀ ଦଳର ମୁଖ୍ୟମନ୍ତ୍ରୀମାନଙ୍କୁ ଆଗାମୀ ବିଭିନ୍ନ ବିଧାନସଭା ନିର୍ବାଚନ ଲାଗି ଗୁରୁମନ୍ତ୍ର!-->…
କୃଷକଙ୍କୁ ହତ୍ୟା ଉଦ୍ଦେଶ୍ୟମୂଳକ – ଏସ୍ଆଇଟି
ଲକ୍ଷ୍ନୌ ୧୫/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଉତ୍ତର ପ୍ରଦେଶର ଲଖିମପୁର ଖେରିଠାରେ ଆନ୍ଦୋଳନରତ କୃଷକଙ୍କୁ ଗାଡ଼ିମଡ଼ାଇ ହତ୍ୟା କରାଯିବା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ଥିଲା। ଏହା ଆଦୌ ଦୁର୍ଘଟଣା କିମ୍ବା ଅସାବଧାନତା ଜନିତ ମୃତ୍ୟୁ ନୁହେଁ; ଉଦ୍ଦେଶ୍ୟମୂଳକ ହତ୍ୟାକାଣ୍ଡ। ଏଭଳି ମତ ଦେଇଛନ୍ତି!-->…
ବିଶ୍ବରେ ‘ଓମିକ୍ରନ୍’ ଭଳି ଦ୍ରୁତ ବେଗରେ ଅନ୍ୟ କୌଣସି ‘ଭେରିଏଣ୍ଟ୍’ ବ୍ୟାପି ନ ଥିଲା: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ
ନୂଆଦିଲ୍ଲୀ ୧୫/୧୨/୨୦୨୧ କଳିଙ୍ଗ ଜ୍ୟୋତି : କରୋନାଭାଇସର୍ର ‘ଓମିକ୍ରନ୍ ଭେରିଏଣ୍ଟ୍’ ଯେଉଁ ବେଗରେ ବିସ୍ତାର ଲାଭ କରୁଛି, ବିଶ୍ବରେ ପୂର୍ବରୁ କୌଣସି ଭେରିଏଣ୍ଟ୍ ଏଭଳି ବେଗରେ ବ୍ୟାପି ନ ଥିବା କଥା ମଙ୍ଗଳବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି।
ଗଣମାଧ୍ୟମକୁ ବିଶ୍ବସ୍ବାସ୍ଥ୍ୟ!-->!-->!-->…
୩ ବର୍ଷରୁ ଅଧିକ ବୟସ ପିଲାଙ୍କୁ ଦିଆଯିବ ନୋଭାଭାକ୍ସ କୋଭିଡ-୧୯
ନୂଆଦିଲ୍ଲୀ ୧୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦେଶବାସୀଙ୍କ ପାଇଁ ଖୁସି ଖବର। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏଣିକି ୩ରୁ ଅଧିକ ବୟସ ପିଲାଙ୍କୁ ଦିଆଯିବ କରୋନା ଟିକା ନୋଭାଭାକ୍ସ କୋଭିଡ-୧୯। ଏବେ ଏହା ପରୀକ୍ଷଣ ପର୍ଯ୍ୟାୟରେ ରହିଛି ଏବଂ ୬ ମାସ ଭିତରେ ପିଲାଙ୍କୁ ଟିକା ଦିଆଯିବା ନେଇ!-->…
ବ୍ୟାଙ୍କିଙ୍ଗ୍ ଲ ବିଲ୍କୁ ବିରୋଧ: ୧୬ ଏବଂ ୧୭ରେ ବ୍ୟାଙ୍କ ଧର୍ମଘଟ ଡାକରା
ମୁମ୍ବାଇ ୧୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ବ୍ୟାଙ୍କିଙ୍ଗ୍ ଲ ବିଲ୍ ୨୦୨୧କୁ ଦେଶର ବ୍ୟାଙ୍କ କର୍ମଚାରୀଙ୍କ ସଙ୍ଗଠନଗୁଡ଼ିକ ବିରୋଧ କରୁଛନ୍ତି । ଏଭଳି ପ୍ରସଙ୍ଗକୁ ଆଧାର କରି ସଂଘଗୁଡ଼ିକ ପକ୍ଷରୁ ଡିସେମ୍ବର ୧୬ ଏବଂ ୧୭ ତାରିଖରେ ଧର୍ମଘଟ ଡାକରା ଦିଆଯାଇଛି ।
୧୩ କମ୍ପାନି ଲାଗି ଦେଶର!-->!-->!-->…
ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ କରୋନା
ଜୋହାନ୍ସବର୍ଗ ୧୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସେରିଲ୍ ରାମଫୋସା କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କଠାରେ କରୋନାର ସାମନ୍ୟ ଲକ୍ଷଣ ପ୍ରକାଶ ପାଇଥିବାବେଳେ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ରହିଛି । ରବିବାର ରାମଫୋସା ଏକ ସରକାରୀ ଉତ୍ସବରେ ଯୋଗ ଦେଇ!-->…
ଏମଏସପି ଉପରେ କମିଟି ’ଖୁବ୍ ଶୀଘ୍ର’ ଗଠନ କରାଯିବ: କୃଷି ସଚିବ
ନୂଆଦିଲ୍ଲୀ ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଏବଂ ଶୂନ୍ୟ ବଜେଟ୍ ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରିବା ସମେତ ଅନ୍ୟାନ୍ୟ କୃଷି ପ୍ରସଙ୍ଗ ଉପରେ ଏକ କମିଟି ନିକଟ ଭବିଷ୍ୟତରେ ଖୁବ୍ ଶୀଘ୍ର ଗଠନ କରାଯିବ ବୋଲି କୃଷି ସଚିବ ସଞ୍ଜୟ ଅଗ୍ରୱାଲ ସୋମବାର!-->…
ଡିଆରଡିଓ ପକ୍ଷରୁ ସ୍ମାଟ୍ ମିସାଇଲର ସଫଳ ପରୀକ୍ଷଣ
ଭୁବନେଶ୍ବର ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ବା ଡିଆରଡିଓ ପକ୍ଷରୁ ସୁପରସୋନିକ ମିସାଇଲ ଆସିଷ୍ଟେଡ୍ ଟର୍ପେଡୋ ସିଷ୍ଟମ ବା ସ୍ମାଟ୍ ର ସଫଳ ପରୀକ୍ଷଣ କରାଯାଇଛି । ଆଜି ଏହି ଟର୍ପେଡୋ ସିଷ୍ଟମକୁ ଓଡ଼ିଶାର ଭଦ୍ରକ ଜିଲ୍ଲା ଉପକୂଳରେ ଥିବା ଅବଦୁଲ!-->…