Browsing Category
Odisha
କାଲିମେଳା ଅଂଚଳରୁ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବ: ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ତିଆରି…
ମାଲକାନଗିରି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୮: ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅଂଚଳରୁ ମାଓବାଦୀଙ୍କ ଏକ ବନ୍ଧୁକ ତିଆରି କାରଖାନା ଠାବ କରାଯାଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ତିଆରି ଯନ୍ତ୍ରପାତି ଜବତ କରାଯାଇଛି ।
ପ୍ରାପ୍ତ ସୂଚନା!-->!-->!-->!-->!-->…
ଅଶାନ୍ତ କଂଗ୍ରେସରେ ‘‘ଚିଠି ବୋମା’’, ସାତ ଘଣ୍ଟିଆ ନାଟକରେ ଯବନିକା, ବିନା ପରିବର୍ତନରେ ବୈଠକ ଶେଷ ,କଂଗ୍ରେସର…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୮: ସ୍ଥାୟୀ ଓ ପ୍ରଭାବୀ ନେତୃତ୍ବ ନେଇ ୨୩ ବଡ଼ ନେତାଙ୍କ ‘‘ଚିଠି ବୋମା’’ ଓ ଏହାର ପରବର୍ତୀ ସମୟରେ କଥିତ ‘‘ ବିଜେପି ସହ ବୁଝାମଣା’’ ବିବାଦୀୟ ବିବୃତି ପରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ କୌଣସି ନିଷ୍କର୍ଷରେ ଶେଷ ହୋଇଛି। ମାତ୍ର ଏହାପରେ!-->…
ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରୋନାରେ ଆକ୍ରାନ୍ତ
ନୂଆଦିଲ୍ଲୀ/ଚଣ୍ଡିଗଡ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୮: ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ସଂକ୍ରାନ୍ତରେ ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
https://twitter.com/mlkhattar/status/1297889527604719616
ସେ!-->!-->!-->!-->!-->…
ଲଗାଣ ବର୍ଷାରେ ଯାଜପୁର-ଆରଡ଼ି ଜାତୀୟ ରାଜପଥ-୨୦ର କୟାଁଗୋଲା ବ୍ରୀଜ ନିକଟରେ ଧସିଥିବା ୧୫୦ ଫୁଟ ଆପ୍ରୋଚ ରୋଡର ଅସ୍ଥାୟୀ…
ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨୪/୦୮: ଗତ ୨୦ ତାରିଖର ଲଗାଣ ବର୍ଷାରେ ଭଦ୍ରକ ଜିିିିିିଲ୍ଲା ଅନ୍ତର୍ଗତ ଯାଜପୁର-ଆରଡ଼ି ଜାତୀୟ ରାଜପଥ-୨୦ ବୋଡକ ଠାରେ କୟାଁଗୋଲା ବ୍ରୀଜର ଆପ୍ରୋଚ ରୋଡରେ ପାଖାପାଖି ଦେଢ଼ଶହ ଫୁଟର ମାଟି ଅତଡ଼ା ସହ ପଥର ଧସିଥିଲା । ଫଳରେ!-->…
କୋମାରେ ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନ: ଉତ୍ତରାଧିକାରୀ ନେଇ କଳ୍ପନାଜଳ୍ପନା ଆରମ୍ଭ – ଦାୟିତ୍ୱଭାର…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ କୋମାରେ ଥିବା ଜଣାପଡିଛି। କିମ୍ ଜୋଙ୍ଗ କୋମାରେ ଥିବା ନେଇ ତାଙ୍କର ଜଣେ ପୂର୍ବତନ ସହକର୍ମୀ ସୂଚନା ଦେଇଛନ୍ତି। ଏବଂ ତାଙ୍କ ଭଉଣୀ କିମ ୟୋ-ଜୋଙ୍ଗ ଜାତୀୟ ତଥା ଆନ୍ତର୍ଜାତୀୟ କାର୍ଯ୍ୟ!-->…
ଆରଡ଼ିସ୍ଥ ପ୍ରଗତି ଯୁବକ ସଂଘର ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଆଖଣ୍ଡଳମଣି କ୍ଷେତ୍ର ଚତୁଃପାର୍ଶ୍ୱ ଅଞ୍ଚଳକୁ ସାନିଟାଇଜ…
ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨୪/୦୮: ଭଦ୍ରକ ଜିଲ୍ଲାସ୍ଥ ଆରଡ଼ି ପଞ୍ଚାୟତ ଅଞ୍ଚଳରୁୁ ୩୧ ଜଣ କୋରାନା ପଜେଟିଭ ଚିହ୍ନଟ ପରେ ସଂପୃକ୍ତ ଆରଡ଼ି ପଞ୍ଚାୟତ ଅଞ୍ଚଳକୁ ୭ ଦିନ ପାଇଁ ସଟଡାଉନ କରିବା ସହ ଆଖଣ୍ଡଳମଣି ପୀଠକୁ କଣ୍ଟେନ୍ଟମେଣ୍ଟ ଜୋନ କରାଯାଇଛି । ଏହି ସମୟରେ!-->…
ମହାମାରୀ କଟକଣା ସମୟରେ ଦିବ୍ୟାଙ୍ଗ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ କଲେଜକୁ ଆସିବାର ଆବଶ୍ୟକତା ନାହିଁ – ଘରେ ରହି…
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮ : ମହାମାରୀ କରୋନା କଟକଣା ସମୟରେ କଲେଜକୁ ଆସିବାକୁ ଦିବ୍ୟାଙ୍ଗ ଅଧ୍ୟାପକଙ୍କୁ କୌଣସି ଆବଶ୍ୟକତା ନାହିଁ। ଏଣିକି ଅନ୍ଲାଇନ୍ରେ ଘରେ ରହି ଦିବ୍ୟାଙ୍ଗ ଅଧ୍ୟାପକ ପାଠପଢ଼ାଇ ପାରିବେ। ଏନେଇ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ରାଜ୍ୟର!-->…
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କୁ ମନେ ପକାଇବା ସହ ବିଶିଷ୍ଟ…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮ : ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଠିକ୍ ଗୋଟିଏ ବର୍ଷ ପୂର୍ବେ ଆଜିର ଦିନରେ ସେ ଦେହତ୍ୟାଗ କରିଥିଲେ। ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବିଜେପି!-->…
ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (IRDAI)ଙ୍କ ନିର୍ଦ୍ଦେଶ: ଗାଡ଼ି ବୀମା ନବୀକରଣ ପାଇଁ ବୈଧ ପ୍ରଦୂଷଣ ପ୍ରମାଣପତ୍ର…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮: ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (IRDAI) ଭାରତର ଗାଡ଼ି ବୀମା ପ୍ରଦାନକାରୀଙ୍କୁ ଏକ ନୂତନ ସର୍କୁଲାର ଜାରି କରି ପଲିସି ନବୀକରଣ କରିବା ସମୟରେ ଗାଡ଼ି ପାଇଁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) ଅନିର୍ବାଯ୍ୟ କରିଛନ୍ତି।!-->…
ଆମେରିକାରେ କରୋନାର ଚିକିତ୍ସା ପାଇଁ ନୂଆ ଔଷଧ ଉଦ୍ଭାବନ: ଅଏଣ୍ଟମେଣ୍ଟ ନାକରେ ଲଗାଇଲେ ମରିଯିବ କରୋନା ଭାଇରସ
ନୂଆଦିଲ୍ଲୀ/ୱାଶିଂଟନ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮: ସାରା ବିଶ୍ୱରେ କୋଟି କୋଟି ଲୋକ କରୋନା ମହାମାରୀ ସହ ଲଢି ଚାଲିଛନ୍ତି। କାରଣ ହେଉଛି ଏହାର ସଠିକ ଚିକିତ୍ସା କିଛି ନାହିଁ। ତେଣୁ କରୋନା ତା’ର କାୟା ବିସ୍ତାର କରି ଚାଲିଛି। କରୋନା ଭାଇରସ ସଂକ୍ରମଣରେ ପ୍ରତିଦିନ ହଜାର ହଜାର ଲୋକଙ୍କ!-->…