Browsing Category
Odisha
ରାଜସ୍ଥାନ ରାଜନୈତିକ ସଙ୍କଟର ପରିସମାପ୍ତି : ସଚିନ ରାଜସ୍ଥାନ କଂଗ୍ରେସକୁ ଫେରିଲେ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଜୟପୁର ୧୩/୦୮ : ଦୀର୍ଘ ଗୋଟିଏ ମାସ ଧରି ଲାଗି ରହିଥିବା ରାଜସ୍ଥାନ ରାଜନୈତିକ ସଙ୍କଟର ପରିସମାପ୍ତି ହୋଇଛି। ପାଇଲଟ୍ ବିଦ୍ରୋହରୁ ଓହରି ଜୟପୁର ଫେରିବା ସହ ସବୁକିଛି ସ୍ବାଭାବିକ ହୋଇଯାଇଛି। କିନ୍ତୁ ଏବେ ପ୍ରଶ୍ନ ଉଠିଛି କଂଗ୍ରେସ ପାଇଲଟ୍ଙ୍କୁ ଫେରାଇବାର କାରଣ!-->…
ରାଜ୍ୟରେ ସ୍ୱାଧୀନତା ଦିବସ ପାଇଁ କୋହଳ ହେଲା ସପ୍ତାହାନ୍ତ ସଟ୍ଡାଉନ : ଦିନ ୧୧ଟା ପର୍ଯ୍ୟନ୍ତ ଜନସାଧାରଣ ଜାତୀୟ ପତାକା…
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : କରୋନା ପାଇଁ ରାଜ୍ୟ ସରକାର ଖୋର୍ଧା, ଗଞ୍ଜାମ, କଟକ ଓ ଗଜପତି ଜିଲ୍ଲା ଏବଂ ରାଉରକେଲା ସହରରେ ଶନିବାର ଓ ରବିବାରକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି। ତେବେ ଶନିବାର ସ୍ବାଧୀନତା ଦିବସ ପାଇଁ ସରକାର ଏଥିରେ କିଛିଟା କୋହଳ କରିଛନ୍ତି। ଦିନ!-->…
ଏମସିଆଇ ଜାରି କଲା ନୋଟିସ : ପାକିସ୍ତାନର କାଶ୍ମୀର ପଲିସିକୁ ଶକ୍ତ ଝଟକା , ପିଓକେରେ ଡାକ୍ତରୀ ପଢିଥିବା…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୩/୦୮: ପାଠ ବାହାନାରେ ମନରେ ବିଷ ଗୋଳୁଥିବା ପାକିସ୍ତାନର ଷଡଯନ୍ତ୍ରକୁ ପଣ୍ଡ କରିଦେଇଛି ଭାରତ । ପାକିସ୍ତାନ ଅଧିକୃତ କାଶ୍ମୀରରେ ଡାକ୍ତରୀ ପଢିଥିବା ଛାତ୍ରଛାତ୍ରୀ ଭାରତରେ ଅଭ୍ୟାସ କରିପାରିବେ ନାହିଁ । ଏନେଇ ମେଡିକାଲ କାଉନସିଲ ଅଫ ଇଣ୍ଡିଆ!-->…
ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ପ୍ରେସ୍କ୍ରିପ୍ସନ୍ରେ ସ୍ପଷ୍ଟ ଓ କ୍ୟାପିଟାଲ୍ ଅକ୍ଷରରେ ଔଷଧର ନାଁ…
କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୧୩/୦୮: ଅନେକ ସମୟରେ ଡାକ୍ତରଙ୍କ ପ୍ରେସକ୍ରିପସନ୍ ପଢି କ’ଣ ଲେଖା ହୋଇଛି ବୁଝିବା ଜଣଙ୍କ ପକ୍ଷରେ ସମ୍ଭବପର ହେଉନାହିଁ। ଯେଉଁ ଡାକ୍ତରମାନଙ୍କ ହସ୍ତାକ୍ଷର ଭଲ ନଥିବ ସେମାନେ ପ୍ରେସକ୍ରିପସନରେ ଔଷଧର ନାଁ ବଡ ଅକ୍ଷର (କ୍ୟାପିଟାଲ ଲେଟର)ରେ ସ୍ପଷ୍ଟ ଭାବେ ଲେଖିବେ।!-->…
ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟସେବାର ବିକାଶ ନିମନ୍ତେ ସରକାରଙ୍କ “ନିର୍ମଳ” ଯୋଜନା : ୫ ବର୍ଷରେ ଖର୍ଚ ହେବ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୩/୦୮ : ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟସେବାର ବିକାଶ ନିମନ୍ତେ ସରକାର ‘ନିର୍ମଳ’ ଯୋଜନାକୁ ସଂଶୋଧନ କରିଛନ୍ତି ଏବଂ ଏହି ଯୋଜନାରେ ଆଗାମୀ ୫ ବର୍ଷରେ ୧୯୯୮.୧୫ କୋଟି ଟଙ୍କା ବ୍ୟୟ କରିବାକୁ ଯୋଜନା କରିଛନ୍ତି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଗତ ଏ !-->…
ଭାରତରେ ବନ୍ଦ ହେବାକୁ ଯାଉଛି ଫେସବୁକ ଲାଇଟ : ଏହି ଲୋକପ୍ରିୟ ଆପର ଅଛନ୍ତି ଲକ୍ଷାଧିକ ବ୍ୟବହାରକାରୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୩/୦୮ : ଫେସବୁକର କିଛି ଆପ୍ ଅଛି ଯାହାକୁ କମ୍ପାନୀ କମ୍ ଇଣ୍ଟରନେଟ୍ ବେଗରେ ମଧ୍ୟ ବ୍ୟବହାର କରିବାକୁ ଲଞ୍ଚ କରିଛି | କମ ଇଣ୍ଟରନେଟ ଥିବା ଅଂଚଳରେ ଫେସବୁକକୁ ବ୍ୟବହାର କରିବାକୁ କମ୍ପାନୀ ଫେସବୁକ ଲାଇଟକୁ ଲଞ୍ଚ କରିଥିଲା | ଭାରତରେ ମଧ୍ୟ ଲକ୍ଷାଧିକ!-->…
ଅକ୍ଷୟ କୁମାର : ବିଶ୍ୱର ଷଷ୍ଠ ସର୍ବାଧିକ ଆୟକାରୀ ପୁରୁଷ ଅଭିନେତା – ଫୋର୍ବସ ପତ୍ରିକା ପ୍ରକାଶ କଲା ବିଶ୍ୱର…
ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ଅନ୍ତର୍ଜାତୀୟ ପତ୍ରିକା ଫୋର୍ବସ୍ ପକ୍ଷରୁ ପ୍ରକାଶିତ ୨୦୨୦ର ବିଶ୍ୱର ୧୦ ଜଣ ସର୍ବାଧିକ ରୋଜଗାର କରୁଥିବା ପୁରୁଷ ଅଭିନେତାଙ୍କ ତାଲିକାରେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି । ପତ୍ରିକାରେ ପ୍ରଦତ୍ତ!-->…
କର୍ଣ୍ଣାଟକ : ଫେସବୁକ ପୋଷ୍ଟରୁ ହୋଇଥିବା ବେଙ୍ଗାଲୁରୁ ଦଙ୍ଗା ଯୋଜନାବଦ୍ଧ ଥିଲା, ଦଙ୍ଗାକାରୀଙ୍କ ଠାରୁ କ୍ଷତିପୂରଣ ଆଦାୟ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ବେଙ୍ଗାଲୁରୁ ୧୩/୦୮: ଗୋଟିଏ ଫେସବୁକ ପୋଷ୍ଟକୁ କେନ୍ଦ୍ର କରି ମଙ୍ଗଳବାର ରାତିରେ କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ ଭୟଙ୍କର ଦଙ୍ଗା ଦେଖିବାକୁ ମିଳିଛି। ଦଙ୍ଗାକାରୀ ପୋଡ଼ା ଜଳା କରିବାରୁ ପୁଲିସ୍ ଗୁଳି ଚଳାଇଛି। ଏଥିରେ ୩ ଜଣ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ!-->…
ରାଜ୍ୟ ସରକାର ଗ୍ରୀଡ଼କୋକୁ ଦେବେ ୧୫୦୦ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି : ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର
ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : ଗ୍ରୀଡ଼କୋକୁ ୧୫୦୦ କୋଟି ଟଙ୍କା ଋଣ ଗ୍ୟାରେଣ୍ଟି ଦେବେ ରାଜ୍ୟ ସରକାର । ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ଏ!-->…
ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ସମର୍ଥକ ବିଧାୟକଙ୍କୁ ଧରି ଜୟପୁର ଫେରିଲେ
ନୂଆଦିଲ୍ଲୀ/ ଜୟପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ବିରୋଧରେ ଆରମ୍ଭ କରିଥିବା ବିଦ୍ରୋହରୁ ଓହରି ଯାଇ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ତାଙ୍କର ସମର୍ଥକ ବିଧାୟକମାନଙ୍କୁ ଧରି ଜୟପୁର ଫେରି ଆସିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ!-->…