Browsing Category
Odisha
ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ପରୀକ୍ଷା ବାତିଲ କରିପାରିବେନି – ୟୁଜିସି
ରାଜ୍ୟ ସରକାର ଚାହିଁଲେ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ କୌଣସି ପରୀକ୍ଷା ବାତିଲ କରିପାରିବେ ନାହିଁ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ, ୟୁଜିସି କହିଛି। ଏଥିରେ ରାଜ୍ୟ ସରକାରଙ୍କ ଅଧିକାର ନ ଥିବା ୟୁଜିସି କୋର୍ଟଙ୍କୁ ଅବଗତ କରାଇଛି।
ବମ୍ବେ ହାଇକୋର୍ଟରେ ପରୀକ୍ଷା ବାତିଲ!-->!-->!-->!-->!-->!-->!-->…
ଦେଶରେ ୪୯, ୯୩୧ ନୂଆ କରୋନା ଆକ୍ରାନ୍ତ, ୭୦୮ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩୨, ୭୭୧କୁ ବୃଦ୍ଧି
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୭:ମହାମାରୀ କରୋନା ରବିବାର ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ୨୪ ଘଣ୍ଟାରେ ପ୍ରାୟ ୫୦ ହଜାର ଲୋକ ଏହି ପ୍ରାଣଘାତୀ ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ପାର କରିଯାଇଛି। ସେହିପରି ଦିନକରେ!-->…
କାଶ୍ମୀର କେଶରକୁ ଜିଆଇ ମାନ୍ୟତା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଶ୍ରୀନଗର ୨୭/୦୭ : କାଶ୍ମୀର ଉପତ୍ୟକାରୁ ଉତ୍ପାଦିତ ହେଉଥିବା କେଶରକୁ ଜିଆଇ ମାନ୍ୟତା ମିଳିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଖୁସି ପ୍ରକଟ କରି ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ କହିଛନ୍ତି, କାଶ୍ମୀର ଉପତ୍ୟକାରେ!-->!-->!-->…
ଫେକ୍ ନ୍ୟୁଜ୍ ପ୍ରସାର ଅଭିଯୋଗରେ ଆଲିବାବା ଓ ଜ୍ୟାକ୍ ମା ଙ୍କୁ ଭାରତୀୟ କୋର୍ଟଙ୍କ ନୋଟିସ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୭: ଆଲିବାବା ଓ ଏହାର ସଂସ୍ଥାପକ ଜ୍ୟାକ୍ ମାଙ୍କୁ ଗୁରୁଗ୍ରାମ କୋର୍ଟ ସମନ୍ ଜାରି କରିଛନ୍ତି। ଏଥିରେ କମ୍ପାନୀ ଓ ସଂସ୍ଥାପକଙ୍କୁ ଜୁଲାଇ ୨୬ ତାରିଖରେ ପ୍ରତିନିଧିଙ୍କ ଦ୍ୱାରା କୋର୍ଟରେ ହାଜର ହେବାକୁ ନୋଟିସ୍ କରାଯାଇଛି। କମ୍ପାନୀରେ!-->…
କାର୍ଯ୍ୟରେ ଅବହେଳା ଅଭିଯୋଗରେ ଓଏଏସ ଅନିଶା ଦାସଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୭/୦୭ : ନିଲମ୍ବିତ ହେଲେ କଳାହାଣ୍ଡି ଡେପୁଟି କଲେକ୍ଟର OAS ଅନୀଶା ଦାସ। କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମୁଖ୍ୟ ସଚିବଙ୍କ ଦ୍ୱାରା ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି।!-->…
ସତର୍କତା ସତ୍ତ୍ୱେ ଉତ୍ତର କୋରିଆରେ ପ୍ରବେଶ କଲା କରୋନା – ପ୍ରଥମ ରୋଗୀ ଚିହ୍ନଟ ପରେ ‘କେସୋଙ୍ଗ’…
ନୂଆଦିଲ୍ଲୀ / ପ୍ୟୋଙ୍ଗୟୋଙ୍ଗ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୭/୦୭ : ଉତ୍ତର କୋରିଆରେ କରୋନା ଭୂତାଣୁ ବା କୋଭିଡ -୧୯ର ପ୍ରଥମ ମାମଲା ଦେଖିବାକୁ ମିଳିଛି । କରୋନାର ପ୍ରଥମ ମାମଲା ଚିହ୍ନଟ ପରେ କିମ ଜୋଙ୍ଗ-ଉନ୍ ପ୍ରଶାସନ 'କେସୋଙ୍ଗ' ସୀମାକୁ ଲକଡାଉନ ଓ ଜରୁରୀ ପରିସ୍ଥିତି ଘୋଷଣା!-->…
କେରଳ ଓ କର୍ଣ୍ଣାଟକରେ ବହୁ ISIS ଆତଙ୍କବାଦୀ ସକ୍ରିୟ ଅଛନ୍ତି ! ! ଭାରତକୁ ସତର୍କ କରାଇଲା ଜାତିସଂଘ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୬/୦୭ : ଭାରତୀୟ ଉପମହାଦେଶରେ କେବଳ ISIS ନୁହେଁ, ଅଲ୍କାଏଦାର ଏକ ଟିମ୍ ଭାରତରେ ବି ସକ୍ରିୟ ଥିବା ଚେତାଇ ଦେଇଛି ଜାତିସଂଘ। ଯେଉଁଥିରେ ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ମିଆଁମାରରୁ ୧୫୦ ରୁ ୨୦୦ ଆତଙ୍କବାଦୀ ଅଛନ୍ତି। କେରଳ ଓ କର୍ଣ୍ଣାଟକରେ!-->…
‘ମୁଁ ନିବେଦନ କରୁଛି ଚାଷୀ ଭାଇମାନେ କାଳିଆ ଟଙ୍କା ଫେରାନ୍ତୁ ନାହିଁ ‘ – ବିରୋଧୀ ଦଳ ନେତା ପ୍ରଦୀପ୍ତ…
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୬/୦୭ : ଅଯୋଗ୍ୟ ଦର୍ଶାଇ କାଳିଆ ଟଙ୍କା ଫେରସ୍ତ ଲାଗି ରାଜ୍ୟ ସରକାରଙ୍କ ଚିଠି ପ୍ରସଙ୍ଗରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଓ ଟଙ୍କା ନ ଫେରାଇବାକୁ ଚାଷୀମାନଙ୍କୁ ଅନୁରୋଧ କରିଛନ୍ତି।
ସେ କହିଛନ୍ତି,!-->!-->!-->!-->!-->!-->!-->…
ସବୁ ବିଶ୍ବବିଦ୍ୟାଳୟ ପାଇଁ ଏକକ ପ୍ରବେଶିକା, ପିଜି ପାଠ୍ୟକ୍ରମ ପାଇଁ ‘ସାମ୍ସ’ରେ ଆବେଦନ
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୬/୦୭ : ଚଳିତ ବର୍ଷ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସବୁ ବିଶ୍ବବିଦ୍ୟାଳୟର ଏକକ ଭାବେ ନାମଲେଖା ପାଇଁ ପ୍ରଥମଥର ଉଚ୍ଚଶିକ୍ଷା ବିଭାଗ ଏଭଳି ପଦକ୍ଷେପ ନେଇଛି। ଏହାକୁ କାର୍ଯ୍ୟକାରୀ!-->…
ଚୀନ ଓ ପାକିସ୍ତାନ ଭାରତ ବିରୋଧରେ ଜୈବିକ ଯୁଦ୍ଧ ଷଡ଼ଯନ୍ତ୍ର କରୁଛନ୍ତି
କଳିଙ୍ଗ ଜ୍ୟୋତି ବ୍ୟୁରୋ, ନୂଆଦିଲ୍ଲୀ, ୨୬/୦୭ : ଭାରତ ବିରୋଧରେ ଜୈବିକ ଯୁଦ୍ଧ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ଚୀନ ଏବଂ ପାକିସ୍ତାନ। କେବଳ ଭାରତ ନହେଁ, ଅନେକ ପାଶ୍ଚାତ୍ୟ ଦେଶକୁ ବି ଏହି ଦୁଇଦେଶ ଟାର୍ଗେଟ କରିଛନ୍ତି। ଏଥିପାଇଁ ଚୀନ ଏବଂ ପାକିସ୍ତାନ ମଧ୍ୟରେ ୩ବର୍ଷ ପାଇଁ ଗୁପ୍ତ ଚୁକ୍ତି!-->…
