Browsing Category
Odisha
ବଲିଉଡ୍ ସୁପରଷ୍ଟାର ବିଗ୍ ‘ବି’ ଅମିତାଭଙ୍କୁ କରୋନା, ଅଭିଷେକ ବି ଆକ୍ରାନ୍ତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୧୨/୦୭ : ବଲିଉଡ୍ ସୁପରଷ୍ଟାର ବିଗ୍ ‘ବି’ ଅମିତାଭ ବଚ୍ଚନ (୭୭) କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ମୁମ୍ବାଇର ନାନାବତି ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଏ ନେଇ ନିଜେ ଶ୍ରୀ ବଚ୍ଚନ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ତାଙ୍କ!-->…
ଗୁଗଲ ପତିଙ୍କ ଗୁଇନ୍ଦାଗିରି ଏବଂ ପତ୍ନୀଙ୍କୁ ଟ୍ରାକ କରୁଥିବା ବିଜ୍ଞାପନ ବ୍ୟାନ୍ କଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭ : ଗୁଗଲ ନିଜର ବିଜ୍ଞାପନ ପଲିସିରେ ପରିବର୍ତ୍ତନ କରିଛି । ଏହା ଅନୁଯାୟୀ ଏବେ ଆଗାମୀ ସମୟରେ ଆପଣଙ୍କୁ ପତିଙ୍କ ଗୁଇନ୍ଦାଗିରି କରିବା କିମ୍ବା ପତ୍ନୀଙ୍କ ଫୋନ ଟ୍ରାକ୍ କରିବା ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ଗୁଗୁଲ ଘୋଷଣା କରି କହିଛି ଯେ,!-->…
ଆଇଆର୍ଡିଏଆଇ ପକ୍ଷରୁ କରୋନା ରୋଗୀଙ୍କ ପାଇଁ ‘କରୋନା କବଚ’ ସ୍ୱାସ୍ଥ୍ୟବୀମା ଯୋଜନା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭ : ଦେଶରେ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଭାରତୀୟ ବୀମା ନିୟନ୍ତ୍ରଣ ଓ ବିକାଶ ପ୍ରାଧୀକରଣ(ଆଇଆର୍ଡିଏଆଇ) ୩୦ଟି ସାଧାରଣ ଓ ସ୍ୱାସ୍ଥ୍ୟବୀମା କମ୍ପାନିକୁ ସ୍ୱଳ୍ପମିଆଦୀ ‘କରୋନା କବଚ’!-->!-->!-->…
କରୋନା ୧୦୦ ବର୍ଷର ସବୁଠୁ ବଡ଼ ସ୍ୱାସ୍ଥ୍ୟ ଓ ଆର୍ଥିକ ସଙ୍କଟ: ଶକ୍ତିକାନ୍ତ ଦାସ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭ : ମହାମାରୀ କରୋନା ଭୂତାଣୁ ୧୦୦ ବର୍ଷର ସବୁଠୁ ବଡ଼ ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସଙ୍କଟ ବୋଲି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ!-->!-->!-->…
ରାଜଧାନୀରେ ଆଜିଠାରୁ ଆରମ୍ଭ ହେଲା ସେରୋଲଜିକାଲ ଟେଷ୍ଟ
ଭୁବନେଶ୍ବର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୧/୦୭ : ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ କରାଯାଇଛି ସେରୋଲଜିକାଲ ପରୀକ୍ଷା । ବର୍ତ୍ତମାନ ପରିସ୍ଥିତିରେ ଲୋକମାନଙ୍କର ରୋଗ ପ୍ରତିରୋଧକ ସ୍ଥିତି ଏବଂ ଉଚ୍ଚ ବିପଦ ଗୋଷ୍ଠୀର ଜାଣିବା ପାଇଁ ସିଭିକ୍ ଅଥରିଟି ପକ୍ଷରୁ ଭୁବନେଶ୍ୱରରେ କୋଭିଡ୍ ୧୯!-->…
କରୋନା ରୋଗୀଙ୍କ ପାଇଁ ସାମ୍ଭାବ୍ୟ ଔଷଧ “ସୋରିଆସିସ୍ ଇଞ୍ଜେକସନ” : ବ୍ୟବହାର ପାଇଁ ସରକାର ଦେଲେ ଅନୁମତି
ନୁଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୧/୦୭ : Itolizumab ହେଉଛି ଏକ ଇଞ୍ଜେକସନ ଯାହାକୁ ଚର୍ମ ରୋଗ ସୋରିଆସିସ୍ର ଚିକିତ୍ସା ପାଇଁ ବ୍ୟବହାର କରାଯାଏ। ଏବେ ଜରୁରୀ କାଳୀନ ସ୍ଥିତିରେ Itolizumabକୁ କରୋନା ରୋଗୀଙ୍କୁ ମଧ୍ୟ ଦିଆଯାଇପାରିବ। ମହାମାରୀ କରୋନାକୁ ମାତ୍ ଦେଇପାରୁଥିବା ଔଷଧ!-->…
ଆଶ୍ଟର୍ଯ୍ୟଜନକ ଘଟଣା : ମାଆ ଗର୍ଭରୁ କରୋନା ସଂକ୍ରମିତ ଶିଶୁ ଜନ୍ମ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୧/୦୭ : ଦିଲ୍ଲୀର ରାମ ମନୋହର ଲୋହିଆ (ଆରଏମଏଲ) ଡାକ୍ତରଖାନାରେ ଏକ ଆଶ୍ଟର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଜଣେ ମାଆର ଗର୍ଭରୁ ଶିଶୁକୁ କରୋନା ହୋଇଥିବା ଘଟଣା ଡାକ୍ତରଙ୍କୁ ଚକିତ କରିଛି। ଶିଶୁଟି ଜନ୍ମ ହେବା ପରେ ଡାକ୍ତରମାନେ ଏହା ଜାଣିବାକୁ!-->…
ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ ନୂଆ ମୋଡ : ସିବିଆଇ ଯାଞ୍ଚ ପାଇଁ ଓକିଲ ନିଯୁକ୍ତ କଲେ ଡ.ସୁବ୍ରମଣ୍ୟମ ସ୍ୱାମୀ
ମୁମ୍ବାଇ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୧/୦୭ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ପରେ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପ୍ରଶଂସକମାନେ ସିବିଆଇ ଯାଞ୍ଚ କରିବାକୁ ଦାବି କରିଆସୁଛନ୍ତି। ସୋଶାଲ୍ ମିଡିଆରେ ମଧ୍ୟ "#CBIForSonOfBihar" ଟ୍ରେଣ୍ଡ!-->…
ଦ୍ୱେତ ନଗରୀ କରୋନା ଅପଡେଟ : ଆଜି ରାଜଧାନୀରୁ ୩୮ ଓ କଟକରୁ ୧୦ ସଂକ୍ରମିତ ଚିହ୍ନଟ
ଭୁବନେଶ୍ଵର / କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୭ : ଆଜି ରାଜଧାନୀ ଭୁବନେଶ୍ଵରରୁ ଶନିବାର ୩୮ ଜଣ ଏବଂ କଟକରୁ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ଵରରୁ ଚିହ୍ନଟ ୩୮ ଜଣଙ୍କ ମଧ୍ୟରୁ ୨୬ ଜଣ କ୍ବାରେଣ୍ଟାଇନ କେନ୍ଦ୍ରର ହୋଇଥିବାବେଳେ ୧୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି!-->…
