Browsing Category

Odisha

“ଗୋଟିଏ ଭୁଲ କରୋନା ବିରୋଧୀ ଲଢେଇକୁ ଦୁର୍ବଳ କରିପାରେ” , ଅମାନିଆ ଲୋକମାନଙ୍କ ଉପରେ ମୋଦୀ ଖପ୍ପା

ନୂଆଦିଲ୍ଲୀ ୦୯/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ଲୋକମାନେ ପୁଣି ଅସତର୍କ ହୋଇଯାଇଥିବା ଦେଖାଯାଉଛି । ଗତ କିଛି ଦିନ ହେଲା ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକମାନେ ବିନା ମାସ୍କରେ, ସାମାଜିକ ଦୂରତ୍ବ ପାଳନ ନକରି ବୁଲୁଥିବାର ଫଟୋ ଓ ଭିଡିଓ ଦେଖିବାକୁ

ପୂର୍ବତନ ବିଧାୟକ ଅରୁଣ ଦେଙ୍କୁ କରୋନା, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବାଲେଶ୍ବର ୦୯/୦୭/୨୦୨୧ କଳିଙ୍ଗ ଜ୍ଯୋତି : ବାଲେଶ୍ବରର ପୂର୍ବତନ ବିଧାୟକ ତଥା ବରିଷ୍ଠ ଶ୍ରମିକ ନେତା ଅରୁଣ ଦେଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥିତ ଆମ୍ରି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଗତ ୨/୩ ଦିନ ହେଲା ସେ ଥଣ୍ଡାଜ୍ବରରେ ଆକ୍ରାନ୍ତ ଥିଲେ। ଆଜି ସକାଳେ ହଠାତ୍‌ ନିଃଶ୍ବାସ

୧୧ରେ ଖୋଲିବ ହୀରାକୁଦ ଗେଟ, ସତର୍କ ରହିବାକୁ ଡ୍ୟାମ କର୍ତ୍ତୃପକ୍ଷଙ୍କ ପରାମର୍ଶ

ଭୁବନେଶ୍ବର ୦୮/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଆସନ୍ତା ୧୧ତାରିଖ ପୂର୍ବାହ୍ନ ୧୧ଟାରେ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ ଖୋଲିବ। ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷଙ୍କ ଆଜି ସୂଚନା ଦେଇଛନ୍ତି। ବନ୍ୟା ଜଳ ନିଷ୍କାସନ ଦ୍ବାରା ମହାନଦୀ ଓ ଶାଖା

୫ କୋଟି ଟଙ୍କାର ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରକଳ୍ପ ଲୋକାର୍ପିତ, ଉପକୃତ ହେବେ ଯୁକ୍ତ ତିନି ଛାତ୍ରଛାତ୍ରୀ

ଭୁବନେଶ୍ୱର ୦୮/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଉତ୍କଳ ବିଶ୍ବବିଦ୍ୟାଳୟର ପକ୍ଷରୁ ଆଜି ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରକଳ୍ପ ଲୋକର୍ପିତ ହୋଇଯାଇଛି। ଏହି ପ୍ରକଳ୍ପ ଜରିଆରେ ଯୁକ୍ତତିନି ସମେତ ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ରାଷ୍ଟ୍ରୀୟ ଉଚ୍ଚତର

ଆକ୍ସନ ମୋଡରେ ନୂଆ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଦେଶର ନିୟମ ପାଳନ କରିବାକୁ ଟ୍ୱିଟରକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ ୦୮/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଆକ୍ସନ ମୋଡରେ ନୂଆ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଗତକାଲି କେନ୍ଦ୍ର କ୍ୟାବିନେଟରେ ସାମିଲ ହେବା ପରେ ଓଡିଶାରୁ ବିଜେପିର ରାଜ୍ୟସଭା ସାଂସଦ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ବଡ଼ ଦାୟିତ୍ୱ ମିଳିଥିଲା । ରେଳ ବିଭାଗ ସହ ଯୋଗାଯୋଗ, ସୂଚନା

କେନ୍ଦ୍ର ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ ୦୮/୦୭/୨୦୨୧ କଳିଙ୍ଗ ଜ୍ଯୋତି : କେନ୍ଦ୍ର ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ। ବିଧିବଧ ଭାବେ ଆଜି ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ସକାଳ ୧୦ଟା ସମୟରେ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ରୀୟ ସଚିବାଳୟରେ ଥିବା ରେଳ ଭବନରେ ପହଂଚିଥିଲେ। ସେଠାରେ ବିଭାଗୀୟ

ଅନଲାଇନ୍ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗର ନୂଆ ଯୋଜନା

ଭୁବନେଶ୍ବର ୦୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଅନଲାଇନ୍ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗ ନୂଆ ଯୋଜନା କରିଛି। ଇଣ୍ଟରନେଟ ନଥିବା ଉପାନ୍ତ ଅଞ୍ଚଳଗୁଡ଼ିକରେ ଶିକ୍ଷକତା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଘରକୁ ଘର ବୁଲି ପାଠ ପଢାଇବେ। ଇଣ୍ଟର୍ନସିପ୍ ପ୍ରୋଗ୍ରାମ

କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଲେ ଓଡିଶାରୁ ବିଜେପି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ ୦୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଆଜି ମୋଦୀ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବା ସହିତ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତେବେ ତାଙ୍କୁ

ଭୁବନେଶ୍ବର ଠାରେ ଓଡିଶା ପାଇପ ଜଳ କର୍ମଚାରୀ ସଙ୍ଘର ଗଣଧାରଣା

ଭୁବନେଶ୍ବର ୦୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଓଡିଶା ପାଇପ ଜଳ କର୍ମଚାରୀ ସଙ୍ଘର ପୂର୍ବ ନିଷ୍ପତି ଅନୁସାରେ ଆଜି ସର୍ବୋଚ୍ଚ ଯନ୍ତ୍ରୀ  ଜନସ୍ୱାସ୍ଥ୍ୟ ବିଭାଗ ,ଉନ୍ନତି ଭବନରେ ସାମ୍ନାରେ ଗଣ ଧାରଣା କାର୍ଯ୍ୟକ୍ରମ କରାଯଇଥିଲା। ପୁରୀ ଖଣ୍ଡର ଶତାଧିକ କର୍ମଚାରୀ ମାନଙ୍କ ୨ ମାସର ଦରମା ପ୍ରଦାନ,

ମୋତେ ଗିରଫ କରିବେ ନାହିଁ ବୋଲି ଲେଖିକି ଦେଲେ ମୁଁ ପୁଲିସ୍‌ରେ ହାଜର ହେବାକୁ ରାଜି; ଟ୍ୱିଟର ଇଣ୍ଡିଆ ଏମ୍‌ଡି ମନୀଷ…

ନୂଆଦିଲ୍ଲୀ ୦୬/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଉତ୍ତର ପ୍ରଦେଶ ପୁଲିସ ଗିରଫ କରିବା ନାହିଁ ବୋଲି ଆଗ ନିଶ୍ଚିତ କରୁ ତେବେ ମୁଁ ହାଜର ହେବାକୁ ରାଜି ଅଛି। ଆଜି କର୍ଣ୍ଣାଟକା ହାଇକୋର୍ଟରେ ଏପରି କହିଛନ୍ତି ଭାରତର ଟ୍ୱିଟର ଏମ୍‌ଡି ମନୀଷ ମାହେଶ୍ୱରୀ। ଲୋନୀ ଭାଇରାଲ୍ ଭିଡିଓ ଘଟଣାରେ ମନୀଷ ନୋଟିସ୍
error: Content is protected !!
Open chat