Browsing Category
Odisha
ପାକିସ୍ତାନର ଭୟଙ୍କର ଷଡଯନ୍ତ୍ର !! କରୋନା ସଂକ୍ରମିତ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଯୋଜନା
ଶ୍ରୀନଗର / ଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୬/୦୭ : ପାକିସ୍ତାନ ଛାଡି ପାରୁନି ନିଜର ପୁରୁଣା ଅଭ୍ୟାସ। ପାକ୍ ଅଧିକୃତ କଶ୍ମୀର(ପିଓକେ)ରେ ଏଲଓସି ନିକଟରେ ଆତଙ୍କୀ ଶିବିରରେ ଚାଲିଛି ଏକ ବଡ ଧରଣର ଭୟଙ୍କର ଷଡଯନ୍ତ୍ର। ତାହା ହେଲା କରୋନା ଫିଦାଇନ୍ ପ୍ରସ୍ତୁତ କରାଯାଉଛି। ପାକିସ୍ତାନୀ!-->…
ନବରଙ୍ଗପୁର ବିଧାନସଭା ସ୍ତରୀୟ ରାଲି:ଗରିବଙ୍କ ମୁହଁରେ ହସ ଫୁଟାଇବା ପ୍ରଧାନମନ୍ତ୍ରୀଙ୍କ ମୂଳ ଦାୟିତ୍ୱ-ଧର୍ମେନ୍ଦ୍ର…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୬/୦୭: ଗରିବଙ୍କ ବିକାଶ ହିଁ ପ୍ରଧାନମନ୍ତ୍ରୀଙ୍କ ମୂଳ ଦାୟିତ୍ୱ। ଭାରତବର୍ଷକୁ ପରମ୍ ବୈଭବଶାଳୀ ସ୍ଥାନକୁ ନେବା ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଲକ୍ଷ୍ୟ। ‘ସବକା ସାଥ୍, ସବକା ବିକାଶ’ ମାଧ୍ୟମରେ ଦେଶର ସବୁଠୁ ତଳ ଶ୍ରେଣୀର ଗରିବଙ୍କ ଜୀବନରେ ମୁଳଭୂତ!-->!-->!-->…
ସୁରୁଖୁରୁରେ ସଫଳ ରଥଯାତ୍ରା ଶେଷ ହୋଇଥିବା ନେଇ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ, ଗଜପତି ମହାରାଜ : ସେପଟେ ଶ୍ରେୟ…
ଭୁବନେଶ୍ୱର / ପୁରୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୫/୦୭ : କରୋନା କଟକଣା ଭିତରେ ରଥଯାତ୍ରା କରାଇବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଦେବା ପରେ ହାତରେ ଖୁବ କମ ସମୟ ଥିବା ସତ୍ତ୍ୱେ ସୁରୁଖୁରୁରେ ସମସ୍ତ ପ୍ରସ୍ତୁତି ପୁରୀ ଜିଲ୍ଲା ପ୍ରଶାସନ ଶେଷ କରିଥିଲା। ସରକାର କରୋନା ସଂକ୍ରମଣ ଭିତରେ!-->…
କରୋନା ଭାଇରସର ନୂଆ ଲକ୍ଷଣ ତାଲିକା ଜାରି କଲା ସିଡିଏସ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୫/୦୭: ଚୀନର ଉହାନରୁ ବ୍ୟାପିଥିବା କରୋନା ଭାଇରସର ଚରିତ୍ର ବଦଳୁଛି। ଡିସେମ୍ୱରରୁ ବ୍ୟାପିଥିବା ଏହି ଘାତକ ଭାଇରସର ଚରିତ୍ର ବଦଳୁଥିବାରୁ ମଣିଷଙ୍କ ଶରୀରରେ ଏହାର ଲକ୍ଷଣ ମଧ୍ୟ ବଦଳୁଛି। ଏପ୍ରିଲରେ ସେଣ୍ଟର ଫର କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ (ସିଡିସି)!-->!-->!-->…
ଗୋପାଳପୁର ମେ ଫେୟାର ହୋଟେଲ ସିଲ ଘଟଣାକୁ ସ୍ୱାଗତ କରିବା ସହ କ୍ଷମା ମାଗିଲେ ଦିଲ୍ଲୀପ ରାୟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୫/୦୭: ଗୋପାଳପୁର ମେ ଫେୟାର ହୋଟେଲ ସିଲ ହେବା ଘଟଣାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ପ୍ରତିକ୍ରିୟା ରଖିଛନ୍ତି । ମେ ଫେୟାର ହୋଟେଲ ଗ୍ରୁପର ଅଧ୍ୟକ୍ଷ ଭାବରେ ସେ ପ୍ରଶାସନର ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।!-->…
ଚାଇନିଜ୍ ଆପ ବ୍ୟାନ ହେବା ପରେ ଏବେ ଭାରତୀୟ କମ୍ପାନୀ ମାନଙ୍କ ପାଇଁ ସୃଷ୍ଟି ହୋଇଛି ଅପାର ସୁଯୋଗ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୫/୦୭: ଚାଇନାର ଆପ୍ ଟିକ୍ଟକ୍ ବନ୍ଦ ହେବା ପରେ ଏବେ ଦେଶୀ ଆପ୍ ଉପରେ ସମସ୍ତଙ୍କର ନଜର। ଏହାଦ୍ୱାରା ଭାରତୀୟ କମ୍ପାନୀଙ୍କର ରୋଜଗାରର ବାଟ ମଧ୍ୟ ଫିଟି ଯାଇଛି। ଟିକ୍ଟକ୍ ଭଳି ଫିଚର୍ସ ଥିବା ଆପ୍ଲିକେଶନକୁ ଲୋକେ ବେଶି ପସନ୍ଦ କରୁଛନ୍ତି। ଏବେ!-->…
ଚୀନ ଉପରେ ପୁଣି ବର୍ଷିଲେ ଟ୍ରମ୍ପ : ଆଜି ସମଗ୍ର ବିଶ୍ୱ ଚୀନ ଯୋଗୁଁ କରୋନା କବଳିତ ହୋଇଛି
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୭ : ଆମେରିକାର ୨୪୪ତମ ସ୍ୱାଧୀନତା ଦିବସରେ ଦ୍ୱିତୀୟ "ସାଲ୍ୟୁଟ୍ ଟୁ ଆମେରିକା ” ରାଲିକୁ ସମ୍ବୋଧିତ କରି ଟ୍ରମ୍ପ ପୁଣି ଥରେ ଚୀନକୁ ଟାର୍ଗେଟ କରିଛନ୍ତି| କରୋନା ଭୂତାଣୁ ପାଇଁ ଦେଶରେ ଏହାକୁ ଖୁବ ଧୁମଧାମରେ ପାଳନ କରାଯାଉନଥିଲେ ମଧ୍ୟ!-->…
ଓଡ଼ିଶା : ଲକ୍ଡାଉନ୍ରେ ୬୪ % ଦୁର୍ଘଟଣା କମିଛି
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୫/୦୭ : ଚଳିତ ବର୍ଷ ମାର୍ଚ୍ଚରୁ ମେ’ ମଧ୍ୟରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ବଳବତ୍ତର ରହିଥିଲା। କେବଳ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ଛାଡ଼ିଦେଲେ ବାକି ଗାଡ଼ି ଚଳାଚଳରେ କଟକଣା ରହିଥିଲା। କିନ୍ତୁ ଏତେ କମ୍ ଗାଡ଼ି!-->!-->!-->…
ମାଡ଼ିଚାଲିଛି କରୋନା : ରାଜଧାନୀରେ ଆଜି ପୁଣି ୧୯ ଜଣ ପଜିଟିଭ୍ ଚିହ୍ନଟ, ସୁସ୍ଥ ହୋଇଛନ୍ତି ୨୩ ଜଣ ।
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୫/୦୭ : ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯ ଜଣ କ୍ୱାରାଣ୍ଟାଇନ୍ରୁ ଏବଂ ୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେହିପରି ୨ ଜଣ କୋଭିଡ୍ ଯୋଧ୍ୟା ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ନେଇ!-->…
