Browsing Category
Odisha
ସରକାର ଆଜି ଆଉ ଏକ ବଡ଼ ନିଷ୍ପତ୍ତି : ଏଥର ଓଡ଼ିଶାରେ ବୋଲବମ୍ ଯାତ୍ରା ବନ୍ଦ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୪/୦୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଆଉ ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ଶ୍ରାବଣ ମାସ ସୋମବାର ଦିନ କାଉଡ଼ିଆମାନେ ବିଭିନ୍ନ ଶୈବପୀଠରେ କରୁଥିବା ଜଳଲାଗି ଉପରେ କଟକଣା ଜାରି ହୋଇଛି। ତେଣୁ ଏଥର ବୋଲବମ୍ ଯାତ୍ରା ବନ୍ଦ!-->!-->!-->…
କଟକରେ କରୋନା ହେଲାଣି ଅଣାୟତ୍ତ : ମହାନଗର ନିଗମ ଅଞ୍ଚଳରେ ଆଜିଠାରୁ ଜୁଲାଇ ୮ ପର୍ଯ୍ୟନ୍ତ ସଟଡାଉନ
କଟକ, (କଳିଙ୍ଗ ଜ୍ୟୋତି), ୦୪/୦୭ : କଟକ ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ବଢୁଥିବା ଦେଖି ଆଜିଠାରୁ ଆସନ୍ତା ଜୁଲାଇ ୮ତାରିଖ ପର୍ଯ୍ୟନ୍ତ କଟକ ସହରକୁ ସଟଡାଉନ କରାଯାଇଛି । ଏହି ସଟଡାଉନ ୮ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲାଗୁ ରହିବ । ଏ ନେଇ ଆଜି ଘୋଷଣା କରିଛି କଟକ ମହାନଗର!-->…
ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଲାଇଙ୍ଗ ସମେତ ୩ଟି ପଞ୍ଚାୟତ କୁ ସଟଡାଉନ ଘୋଷଣା।
ଲାଇଙ୍ଗ / ରାଜଗାଙ୍ଗପୁର (କଳିଙ୍ଗ ଜ୍ୟୋତି / ସୌମ୍ୟଜୀତ ସ୍ୱାଇଁ), ୦୪/୦୭ : କରୋନା ମାହାମାରି ନିଜର କାୟା ବିସ୍ତାର କରିବାରେ ଲାଗିଛି। ସମଗ୍ର ବିଶ୍ୱ ଏହା ପ୍ରଭାବରେ ପ୍ରଭାବିତ । ଏଥିରୁ ଓଡିଶା ମଧ୍ୟ ବାଦ ପଡିନି। ସୁନ୍ଦରଗଡ ଜିଲ୍ଲାରେ ଆଜି ୩୬ ଜଣ କରୋନା ରେ ଆକ୍ରାନ୍ତ ହୋଇଥିବା ବେଳେ!-->…
ଭାରତରେ ଭୟାନକ ସ୍ଥିତି ଆଡ଼କୁ ଗତି କରୁଛି କରୋନା ସଂକ୍ରମଣ : ଗତ ୨୪ ଘଣ୍ଟାରେ ୨୨,୭୭୧ ନୂଆ ରୋଗୀ ଚିହ୍ନଟ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୪/୦୭ : ଭାରତରେ କରୋନା ଭୂତାଣୁ ଯୋଗୁ ଦୈନିକ ସଂକ୍ରମଣ ଦିନକୁ ଦିନ ରେକର୍ଡ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୨ ହଜାର ୭୭୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ୪୪୨ ରୋଗୀ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ତାମିଲନାଡୁରେ ୧!-->…
‘କୋଭାସ୍କିନ୍’: ଭାରତର ପ୍ରଥମ କୋଭିଡ୍-୧୯ ପ୍ରତିଷେଧକ ଟିକା ଉଦ୍ଭାବନର ମହାନାୟକ ଡକ୍ଟର କ୍ରିଷ୍ଣା ଏଲା –…
ହାଇଦ୍ରାବାଦ୍ (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୪/୦୭ : ଦେଶରେ ପ୍ରଥମ କୋଭିଡ୍-୧୯ ପ୍ରତିଷେଧକ ଟିକା ‘କୋଭାସ୍କିନ୍’ ମାନବୀୟ ପରୀକ୍ଷଣ ଲାଗି ପ୍ରସ୍ତୁତ । ଆଇସିଏମ୍ଆର୍ ସହ ମିଶି ହାଇଦ୍ରାବାଦ୍ର ଭାରତ ବାୟୋଟେକ୍ ନାମକ ଏକ କମ୍ପାନି ଏହି ଟୀକା ଉଦ୍ଭାବନ କରିବାରେ ସମର୍ଥ ହୋଇଛି!-->…
ସଲମାନଙ୍କୁ ପ୍ରେମ ନିବେଦନ କରି ଟ୍ରୋଲ୍ ହେଉଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୪/୦୭: ଆଜିର ସମୟରେ ସୋଶାଲ ମିଡିଆ ଯୋଗାଯୋଗ, ମତାମତ ଓ ପ୍ରତିକ୍ରିୟା ପ୍ରକାଶ କରିବାର ସହଜ ମାଧ୍ୟମ ହୋଇସାରିଛି। ସମୟ ଆଉ ଆଗ ଭଳି ନାହିଁ ଯେ, ନେତା, ଅଭିନେତା ତଥା ସମାଜର ପ୍ରଭାବଶାଳୀ ବ୍ୟକ୍ତିମାନେ ମନଇଚ୍ଛା କିଛି ବି ମନ୍ତବ୍ୟ ରଖିଦେବେ ଆଉ!-->!-->!-->…
କରୋନା ର କରାଳ ରୂପ : ଅନଲାଇନ୍ କ୍ଲାସ୍ ପାଇଁ ଝିଅକୁ ‘ସ୍ମାର୍ଟଫୋନ୍’ ଦେଇ ନ ପାରି ଦିନ ମଜୁରିଆ ବାପାଙ୍କ…
ତ୍ରିପୁରା (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୪।୭ : ପଶ୍ଚିମ ତ୍ରିପୁରାର ସିପାହିଜାଲା ଜିଲ୍ଲାର ମଧୁପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଅନଲାଇନ୍ ଅଧ୍ୟୟନ ପାଇଁ ନିଜ ଝିଅକୁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଦେବାରେ ବିଫଳ ହେବାରୁ ଆତ୍ମହତ୍ୟା କଲେ ଦିନ ମଜୁରିଆ ବାପା। ପଶ୍ଚିମ!-->…
ଓଡ଼ିଆ ଝିଅ ବୈଶାଳୀ ମହାନ୍ତି ହେଲେ ଜାତିସଂଘର ନୀତି ଅଧିକାରୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୪/୦୭ : ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଟପର୍ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଥିବା ଓଡ଼ିଆ ଝିଅ ବୈଶାଳୀ ମହାନ୍ତି ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। ଜୁଲାଇ ୧ରେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୨୦୧୬ ମସିହାରେ ଅକ୍ସଫୋର୍ଡ!-->!-->!-->…
ଆଜି ନୀଳାଦ୍ରି ବିଜେ: ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥ କରାଇବେ ମାନଭଂଜନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୦୪/୦୭ :ଆଜି ନୀଳାଦ୍ରି ବିଜେ। ଆଉ ଆଜି ମଧ୍ୟ ହେଉଛି ରସଗୋଲା ଦିବସ। ଏହି ଦିବସଟି ମିଠା ବ୍ୟବସାୟୀଙ୍କ ପାଇଁ ଯେତିକି ଗୁରୁତ୍ବ, ଜଗନ୍ନାଥ ପ୍ରେମୀଙ୍କ ପାଇଁ ସେତିକି ଗୁରୁତ୍ବ। କାରଣ ଆଜି ମା ଲକ୍ଷ୍ମୀଙ୍କ ମାନଭଂଜନ ପାଇଁ ତାଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ!-->!-->!-->…
ସ୍ୱାସ୍ଥ୍ୟ କର୍ମୀଙ୍କ ଆଗରେ ଲକ୍ଷଣ ଲୁଚାନ୍ତୁ ନାହିଁ, ନେ ହେଲେ “ସବୁଦିନ ପାଇଁ ଲୁଚିଯିବେ”-ସୁବ୍ରତ…
ଭୁବନେଶ୍ୱର: କରୋନା ଅପଡେଟ ନେଇ ମୁଖପାତ୍ର ସୁବ୍ରତ ବାଗଚୀ ଲୋକଙ୍କୁ ସୂଚନା ଦେବା ବେଳେ ଆମେରିକାର ଉଦାହରଣ ଦେଇ ସତର୍କ କରାଇଲେ। ଆମେରିକାରେ ଗୋଟିଏ ଦିନରେ ୫୨ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି, ଆମେ ଯଦି ସତର୍କ ନହେବା, ଦିନକରେ ସ୍ଥିତି ଆମେରିକା ଭଳି ହୋଇପାରେ ବୋଲି ବାଗ୍ଚୀ!-->!-->!-->…
