Browsing Category

Odisha

ସିନେପ୍ରେମୀ ଙ୍କ ପାଇଁ ଦୁଃଖଦ ଖବର : କଟକର ‘ଜୟଶ୍ରୀ ସିନେମା ହଲ୍’‌ ସବୁଦିନ ପାଇଁ ବନ୍ଦ ହେଲା ।

କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୮।୬ : କଟକ ସହରର ବହୁ ପୁରୁଣା ସିନେମା ହଲ୍‌ ତଥା କଟକ ବାଦାମବାଡି ସ୍ଥିତ ପ୍ରସିଦ୍ଧ 'ଜୟଶ୍ରୀ ସିନେମା ହଲ୍' ‌କୁ ସବୁ ଦିନ ପାଇଁ ବନ୍ଦ କରି ଦିଆଯାଇଛି । ଏନେଇ ହଲ୍‌ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଥିବାର ଜଣାପଡିଛି । ଏହା ସମ୍ପର୍କରେ ଓଡ଼ିଶା ଆସେମ୍ଲି

ପୁରୀ ରଥଯାତ୍ରା : ପୁଲିସ୍ ଓ ସେବାୟତଙ୍କ ପରେ ଏବେ ହେବ ସାମ୍ବାଦିକଙ୍କର କରୋନା ଟେଷ୍ଟ ।

ପୁରୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୮ ।୬ : ପୁରୀ ରଥଯାତ୍ରାରେ କାର୍ଯ୍ୟରତ ପୁଲିସ୍ ଓ ସେବାୟତଙ୍କ ପରେ ଏବେ କରୋନା ଟେଷ୍ଟ ହେବ ସାମ୍ବାଦିକମାନଙ୍କର । ରଥଯାତ୍ରା ଖବର ସଂଗ୍ରହ କରୁଥିବା ସମସ୍ତ ସାମ୍ବାଦିକଙ୍କର ଏବେ କରୋନା ଟେଷ୍ଟ ହେବ ।ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୁର୍ବେଦିକ କଲେଜରେ

‌ଭୁବନେଶ୍ୱର ରେଡ୍‌ ଲାଇଟ୍‌ ମାଳି ସାହି ଅଞ୍ଚଳ ହୋଇପାରେ ହଟ୍‌ସ୍ପଟ୍: ବନ୍ଦ ରହିଲେ ସଂକ୍ରମଣ ଆଶଙ୍କା ୩୫% କମିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର,୨୮ା୬: ଦେଶରେ ରେଡ୍‌ ଲାଇଟ ଅଞ୍ଚଳ ଖୋଲା ରହିବା ଦ୍ୱାରା ଭାରତରେ କୋଭିଡ-୧୯ ସଂକ୍ରମଣରେ ଦ୍ରୁତ ଅଭିବୃଦ୍ଧି ଦେଖାଦେବାର ସମ୍ଭାବନା ରହିଛି। ଏହି ଅଞ୍ଚଳ ବନ୍ଦ ରହିଲେ ସଂକ୍ରମଣ ହ୍ରାସ ପାଇବା ସହ ଏହି ମହାମାରୀଜନିତ ମୃତ୍ୟୁକୁ ୬୦% ପର୍ଯ୍ୟନ୍ତ କମ୍‌

ବିଜେପି ଭୁବନେଶ୍ୱର ସାଂସଦ ଅପରାଜିତା ଦେବେ ମୋଦୀ ସରକାର ଓ ନିଜ ରିପୋର୍ଟ କାର୍ଡ

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୮/୦୬:: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ଦେଶବ୍ୟାପୀ ଭର୍ଚୁଆଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ “ଜନ ସମ୍ବାଦ ରାଲି”ର ଆୟୋଜନ କରାଯାଉଛି। ମୋଦୀ ସରକାର ୨.୧ର ରିପୋର୍ଟ କାର୍ଡ ଜନତାଙ୍କ ନିକଟରେ

ଆଜି ରାଜ୍ୟର ୨୩ଟି ଜିଲ୍ଲାରୁ ୨୬୪ ଜଣ ଆକ୍ରାନ୍ତ ଚିହ୍ନଟ

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୮/୦୬: ଆଜି ରାଜ୍ୟରୁ ନୂତନ ୨୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୨୩ ଟି ଜିଲ୍ଲାରୁ ମୋଟ୍‌ ୨୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୭୬ ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ ୪୧ ଜଣ ଚିହ୍ନଟ ହୋଇଛନ୍ତି। କେଉଁଝରରୁ

ବଡମ୍ବା ଥାନା ଆଇ.ଆଇ.ସି କରୋନା ପଜିଟିଭ ଚିହ୍ନଟ ପରେ ଥାନାକୁ କଂଟେନମେଂଟ ଜୋନ ଘୋଷଣା ହେଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୨୮/୦୬: ବଡମ୍ବା ଥାନାରେ ଆଇଆଇସି କରୋନା ପଜିଟିଭ ଚିହ୍ନଟ ହେବ ପରେ ଥାନାକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ଏହାସହ ଥାନାର ୭ଜଣ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ ଆଜି କରାଯିବ । ଥାନାର ଏହି ୭ଜଣ ଥଣ୍ଡା ଜରରେ ଆକ୍ରାନ୍ତ ହୋଇଛନ୍ତି । ଏହାସହ ଏସଡିପିଓ,

ରାଜଧାନୀରେ ଆଉ ୬ କରୋନା ପଜିଟିଭ୍‌ ଚିହ୍ନଟ : ୫ ପୁରୁଷ-ଜଣେ ମହିଳା ଆକ୍ରାନ୍ତ।

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୮।୬ : ଚିନ୍ତା ବଢ଼ାଇଲାଣି ରାଜଧାନୀ, ଆଜି ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ଅଛନ୍ତି ୫ ପୁରୁଷ-ଜଣେ ମହିଳା ସେଥିମଧ୍ୟରେ ୩ଜଣ ହୋମ୍‌‌ କ୍ୱାରାଣ୍ଟାଇନ୍‌ର ଥିବା ବେଳେ ୩ ଲୋକାଲ୍‌ କେସ୍‌ ରହିଛି। ଏହାକୁ ମିଶାଇ ଭୁବନେଶ୍ୱରରେ

ମିତ୍ରତା ସହ ଜବାବ ଦେବା ବି ଭଲରେ ଜାଣିଛୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କଳିଙ୍ଗ ଜ୍ୟୋତି ଦିଲ୍ଲୀ ୨୮/୦୬ : ଲଦାଖର ଗଲୱାନ ଉପତ୍ୟାକରେ ସହିଦ ହୋଇଥିବା ୨୦ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଚଳି ଦେବା ସହ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମରେ ସାରା ଦେଶବାସୀଙ୍କ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ମୋଦୀ

ଆଜି ପୁଣି ତିନି କରୋନା ସଂକ୍ରମିତଙ୍କର ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୮/୦୬: ରାଜ୍ୟରେ ଆଜି ପୁଣି ତିନି ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଏହି ତିନି ଜଣଙ୍କ ମୃତ୍ୟୁ ହୋଇଛି। ଏଯାବତ୍ ରାଜ୍ୟରେ ୨୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର
error: Content is protected !!
Open chat