Browsing Category
Odisha
ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆରମ୍ଭ ହେଲା – ତିନି ରଥ ନେଉଛନ୍ତି ଦକ୍ଷିଣମୋଡ଼
କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୨୮/୦୬: ଗତକାଲି ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଆସି ନନ୍ଦିଘୋଷ ରଥର ଚକ ଭାଙ୍ଗିବା ପରେ ଆଜିଠୁ ଆରମ୍ଭ ହୋଇଛି ବାହୁଡ଼ା ପ୍ରସ୍ତୁତି। ଏଥିପାଇଁ ତିନୋଟି ରଥର ଆଜି ଦକ୍ଷିଣ ମୋଡ଼ କରାଯାଉଛି।
ପ୍ରଥମେ ବଡ଼ଠାକୁରଙ୍କ ରଥ ତାଳଧ୍ୱଜ ଏହାପରେ ଦେବଦଳନ ଓ!-->!-->!-->!-->!-->!-->!-->…
ଛାଡପତ୍ର ଦେବାକୁ ରାଜି ନ ହେବାରୁ ପ୍ରେମିକ ସହ ମିଶି ସ୍ତ୍ରୀ ହେଲ୍ମେଟ୍ ରେ ଛେଚି ମାରିଦେଲା
କଳିଙ୍ଗ ଜ୍ୟୋତି ସାଲେପୁର ୨୮/୦୬: ବିନୋଦ ମଣ୍ଡଳ ହତ୍ୟାକାଣ୍ଡ ଷଡଯନ୍ତ୍ରର ପୃଷ୍ଠା ପରେ ପୃଷ୍ଠା ଖୋଲୁଛି । ପ୍ରେମ ନିଶା ଏମିତି ଉତୁରିୁଲି ଯେ, ଜୀବନ ନେବାକୁ ବି ପଛାଇଲାନି । ପ୍ରଥମେ ଫେଲ୍ ମାରିଥିବା ପ୍ରେମିକ ।ଅଭିଯୁକ୍ତ ଶାରଦା କୁଣ୍ଡୁ ପୋଲିସ ଆଗରେ ନିଜର ଦୋଷ ମାନିଯାଇଛି । ଏବେ!-->!-->!-->…
ଗଞ୍ଜାମରେ ପୁଣି ୭୬ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୧କୁ ବୃଦ୍ଧି
କଳିଙ୍ଗ ଜ୍ୟୋତି ବ୍ରହ୍ମପୁର,୨୮ା୬ : ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରବିବାର ପୁଣି ୭୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।ସୂଚନାଯୋଗ୍ୟ,!-->!-->!-->…
ଭୁବନେଶ୍ୱର ବସ୍ତି ରେ ଗୋଷ୍ଠୀ ସଂକ୍ରମଣ ଭୟ, ଚିନ୍ତାରେ ପ୍ରଶାସନ
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୮/୦୬ : ରାଜଧାନୀରେ ଏବେ କରୋନା ହୁ ହୁ ହୋଇ ମାଡ଼ୁଛି। ମାର୍ଚ୍ଚ ୧୫ରୁ ମେ ୩୧ ସୁଦ୍ଧା ୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜୁନ୍ ୧ରୁ ଜୁନ୍ ୨୭ ଭିତରେ ୨୧୮ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ୨୭ଦିନରେ ୨୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ!-->!-->!-->…
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ଆଜି ଦକ୍ଷିଣ ମୋଡ ନେବେ ତିନି ରଥ ।
କଳିଙ୍ଗ ଜ୍ୟୋତି ପୁରୀ ୨୮/୦୬ :ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ଜୋର । ଆଜି ତିନି ରଥ ଦକ୍ଷିଣ ମୋଡ ନେବେ । ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ପାଖକୁ ଆସିବେ ତିିନ ରଥ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଚୂଡ଼ାନ୍ତ ହୋଇଛି ।!-->…
ବାହୁଡା ଯାତ୍ରା ପାଇଁ ସାରା ପୁରୀ ଜିଲ୍ଲାରେ ଜୁନ୍ ୩୦ରୁ ପୁଣି ଲାଗୁ ହେବ କର୍ଫ୍ୟୁ : ଜିଲ୍ଲାପାଳ
ପୁରୀ: ଆସନ୍ତା ବୁଧବାର ବାହୁଡା ଯାତ୍ରାକୁ ଆଖି ଆଗରେ ରଖି ଜୁନ୍ ୩୦ ତାରିଖ ରାତି ୧୦ରୁ ଜୁଲାଇ ୨ ତାରିଖ ଯାଏ କର୍ଫ୍ୟୁ ଲାଗୁ ହେବ। ଜୁଲାଇ ୨ ତାରିଖ ରାତି ୧୦ଟା ଯାଏ କର୍ଫ୍ୟୁ ଲାଗୁ ହେବ। ସାରା ଜିଲ୍ଲାରେ କର୍ଫ୍ୟୁ ନେଇ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି।
୧ରୁ ୪ ତାରିଖ!-->!-->!-->!-->!-->…
Watch LIVE PM’S MAAN KI BAAT
https://www.facebook.com/live/producer/963627357423064
ଭିଜିଲାନ୍ସ ଜାଲରେ କୋରାପୁଟ ଜିଲାର ମହିଳା ସରପଞ୍ଚ
କଳିଙ୍ଗ ଜ୍ୟୋତି ଜୟପୁର ୨୮/୦୬: କୋରାପୁଟ ଜିଲା ଜୟପୁର ଭିଜିଲାନ୍ସ ପକ୍ଷରୁ ଶନିବାର ହିତାଧିକାରୀଙ୍କଠାରୁ ଲାଞ୍ଚ ନେବା ବେଳେ ଜଣେ ମହିଳା ସରପଞ୍ଚ ଧରାପଡ଼ିଛନ୍ତି। ତାଙ୍କଠାରୁ ଟଙ୍କା ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତରେ ଏପରି ଘଟଣା!-->!-->!-->…
ବାଟ ଖୋଜୁଛନ୍ତି ଦାମ, ବିଜେଡିକୁ ଫେରିବାକୁ ଗୋଡ଼ ଟେକି ବସିଛନ୍ତି,ବିରୋଧୀ ଦଳଙ୍କୁ ବିରୋଧ
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୮/୦୬:ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏବେ ବିଜେଡିକୁ ଫେରିବା ପାଇଁ ଗୋଡ଼ ଟେକି ବସିଛନ୍ତି। ବିଜେଡିରୁ ସବୁଜ ସଙ୍କେତ ମିଳିବା ମାତ୍ରେ ସେ ବିଜେଡି ସଂଗଠନ ପାଇଁ କାମ କରିବାକୁ ପ୍ରସ୍ତୁତ ଥିବା ଗଣମାଧ୍ୟମକୁ!-->!-->!-->…
ରାଜଧାନୀରେ ହୁ ହୁ ହୋଇ ମାଡି ଚାଲିଛି କୋରାନା ,୨୭ ଦିନରେ ୨୧୮ ପଜିଟିଭ୍
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୮/୦୬ : ରାଜଧାନୀରେ ଜୁନ୍ ମାସ କରୋନାର ସବୁ ରେକର୍ଡ ଭାଙ୍ଗି ଦେଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୩ଶହ ନିକଟତର ହେବାରେ ଲାଗିଛି। ପୂର୍ବରୁ ରାଜଧାନୀରେ ୬୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଚଳିତମାସରେ ୨ଶହରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି।!-->!-->!-->…
