Browsing Category
Odisha
ବୀରମିତ୍ରପୁର ନାବାଳିକା ଗର୍ଭପାତ ପ୍ରସଙ୍ଗ, ପସୋକୋ ଅଦାଲତର ନିର୍ଦ୍ଦେଶ ପରେ ପୀଡ଼ିତାଙ୍କ ବୟାନ ରେକର୍ଡ଼
କଳିଙ୍ଗ ଜ୍ୟୋତି ସୁନ୍ଦରଗଡ ୨୮/୦୬:ସୁନ୍ଦରଗଡ଼ : ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ପ୍ରସଙ୍ଗ ଦିନକୁ ଦିନ ଘନେଇବାରେ ଲାଗିଛି। ତଦନ୍ତ ପ୍ରକ୍ରିୟା ଯେତିକି ଆଗକୁ ବଢ଼ୁଛି ଘଟଣାର ଦିଗ ମଧ୍ୟ ସେତିକି ବଦଳିବାରେ ଲାଗିଛି । ଆଜି ଘଟଣାର ତଦନ୍ତ କରୁଥିବା ମହିଳା ଡିଏସପି!-->!-->!-->…
ଅସୁରକ୍ଷିତ ରାଜଧାନୀ,ଭୁବନେଶ୍ୱରରେ ମହିଳା ଇନ୍ସପେକ୍ଟରଙ୍କୁ ଆକ୍ରମଣ, ଲଜ୍ ମାଲିକ ଗିରଫ
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୮/୦୬:ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଅଂଚଳରେ ଜଣେ ମହିଳା ଇନ୍ସପେକ୍ଟରଙ୍କୁ ଆକ୍ରମଣ ଓ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ପାର୍କିଂକୁ କେନ୍ଦ୍ର କରି ମହିଳା ପୁଲିସଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ!-->!-->!-->…
ସଂପନ୍ନ ହେଲା ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି: ଅଭିମାନ କରି ନନ୍ଦିଘୋଷ ଭାଙ୍ଗିଲେ ମା’ ଲକ୍ଷ୍ମୀ
କଳିଙ୍ଗ ଜ୍ୟୋତି ପୁରୀ ୨୮/୦୬: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି। ଋକ୍ମିଣୀ ହରଣ ଏକାଦଶୀରେ ବିବାହ ପରେ ମହାପ୍ରଭୁ ଚତୁର୍ଥୀ (ଚତୁର୍ଦ୍ଦଶୀ ତିଥି) ଦିନ ସ୍ନାନବେଦୀରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ି ଅଣସର ଘରେ ଥିଲେ। ଭଲ ହୋଇ ଅଣସର!-->!-->!-->…
ଗଞ୍ଜାମରେ ୩ ଦିନରେ ଗଲା ୩ ଜୀବନ – ବ୍ଲକ ଉପାଧ୍ୟକ୍ଷଙ୍କ ସହ ୩ ମୃତ
କଳିଙ୍ଗ ଜ୍ୟୋତି ବ୍ରହ୍ମପୁର ୨୮/୦୬:ଗଞ୍ଜାମରେ ବଢ଼ିଚାଲିଛି କରୋନାର କାୟା। ଗୋଟିଏ ପଞ୍ଚାୟତରେ ୩ ଦିନରେ କରୋନା ନେଲାଣି ୩ ଜଣଙ୍କ ଜୀବନ। ଧରାକୋଟ ବ୍ଲକ ଜାହାଡା ପଞ୍ଚୟତରେ ଘଟିଛି ଏହି ଘଟଣା। ଧରାକୋଟ ବ୍ଲକ ଉପାଧ୍ୟକ୍ଷଙ୍କ ସହ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।
ଏହି ଘଟଣା ପରେ ଏବେ!-->!-->!-->!-->!-->…
‘ଆପ୍ ସମ୍ପୂର୍ଣ୍ଣ ସୁରକ୍ଷିତ’, ବ୍ୟାନ୍ ହେବା ଖବରକୁ ନେଇ “ଗୁଗୁଲ୍ ପେ” ରଖିଲା ଉତ୍ତର,…
କଳିଙ୍ଗ ଜ୍ୟୋତି ବ୍ୟୁରୋ, ୨୭/୦୬ : ଗତକାଲି ସୋସିଆଲ୍ ମିଡିଆରେ ଗୁଗୁଲ ପେ’ ଆପ୍ ବ୍ୟାନ୍ ହେବା ଖବର ଭାଇରାଲ୍ ହେବା ଦେଖିବାକୁ ମିଳିଥିଲା। ଏହା ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଅଧୀନରେ ଆସୁନାହିଁ ବୋଲି କୁହାଯାଇଥିଲା। ହେଲେ ଏହି ଖବରକୁ ନିଜେ ଏନପିସିଆଇ ମଧ୍ୟ ଖଣ୍ଡନ କରିଛି।!-->…
କରୋନାରେ ୩ ନୁହେଁ ଜଣଙ୍କର ହୋଇଛି ମୃତ୍ୟୁ: ଗଞ୍ଜାମ ଜିଲ୍ଲାପାଳ
କଳିଙ୍ଗ ଜ୍ୟୋତି ବ୍ୟୁରୋ ବ୍ରହ୍ମପୁର: ୨୭/୦୬: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜାହାଡା ପଞ୍ଚାୟତରେ କରୋନାରେ ୩ଜଣ ନୁହେଁ ବରଂ ଜଣଙ୍କର ମୃତ୍ୟୁ ହୋଇଛି। କରୋନାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଯେଉଁ ଖବର ପ୍ରସାରିତ ହେଉଥିଲା ତାହା ମିଥ୍ୟା ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।!-->!-->!-->…
ଖୋଲିଲା ହୀରାକୁଦ ବନ୍ଧର ୧୨ଟି ଗେଟ୍: ଆଜି ମୁଣ୍ଡଳି ଠାରେ ପହଞ୍ଚିବ ହୀରାକୁଦ ପାଣି
କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୭/୦୬: ଉପର ମୁଣ୍ଡରେ ବର୍ଷାକୁ ଦୃଷ୍ଟିରେ ଶୁକ୍ରବାର ରାତି ୯ଟା ପରେ ହୀରାକୁଦ ବନ୍ଧର ଆଉ ୨ଟି ଗେଟ୍ ଖୋଲାଯାଇଛି। ଫଳରେ ମୋଟ ୧୨ ଗେଟ୍ ଦେଇ ୧ ଲକ୍ଷ ୮୫ ହଜାର ୧୬୦ କ୍ୟୁସେକ୍ ଜଳ ମହାନଦୀକୁ ନିଷ୍କାସିତ ହେଉଛି। ଏହାପୂର୍ବରୁ ଶୁକ୍ରବାର ରାତି ୯ଟା ପର୍ୟ୍ୟନ୍ତ!-->!-->!-->…
ଆଜିଠୁ ପୁରୀରେ ସରୋଲଜିକାଲ ସର୍ଭେ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୭/୦୬ : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଏହା ଉପରେ କାବୁ ପାଇବା ଲାଗି ସରୋଲଜିକାଲ୍ ସର୍ଭେ କରିବା ପାଇଁ!-->!-->!-->…
ଭୁବନେଶ୍ୱରରୁ ଆଉ ୯ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୮୩କୁ ବୃଦ୍ଧି
ରାଜଧାନୀରେ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ୍। ଶନିବାର ଆଉ ୯ ପଜିଟିଭ୍ ଚିହ୍ନଟ ହେବା ସହିତ ଭୁବନେଶ୍ୱର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮୩କୁ ବୃଦ୍ଧି ପାଇଛି। ଏନେଇ ବିଏମସି ଟୁଇଟ୍ କରି ସୂଚନା ଦେଇଛି।
ଆଜି ନୂଆକରି ଚିହ୍ନଟ ହୋଇଥିବା ୯ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ଜଣେ ହୋମ୍!-->!-->!-->!-->!-->…
ପୁଣି ବନ୍ଧୁ ପଣିଆର ବଦାନ୍ୟତା ଦେଖେଇଲେ ସବ୍ୟସାଚୀ,ଗୁଜୁରାଟରୁ ଆଣିଲେ ୫ ବନ୍ଧୁ ଙ୍କୁ
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୭/୦୬: ବିପଦ ବେଳେ ବନ୍ଧୁ ପାଇଁ ଅଣ୍ଟା ଭିଡ଼ି ବାହାରି ଆସୁଥିବା ବ୍ୟକ୍ତି ହିଁ ଅସଲ ବନ୍ଧୁ। ଏହି ବନ୍ଧୁତ୍ବର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟରେ। କେନ୍ଦ୍ରାପଡ଼ା ମାର୍ଶାଘାଇର ୫ ଯୁବକ ଗୁଜରାଟର ଏକ ସୂତା ମିଲ୍ରେ କାମ କରୁଥିଲେ। ଲକ୍ଡାଉନ୍!-->!-->!-->…
