Browsing Category
Odisha
କରୋନା ଛାଟ !! ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମଚାରୀଙ୍କର ହେବ କରୋନା ପରୀକ୍ଷା।
ପୁରୀ, ୨୪ା୬(କଳିଙ୍ଗ ଜ୍ୟୋତି) : ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମଚାରୀଙ୍କର ହେବ କରୋନା ପରୀକ୍ଷା । ଆଜି ପ୍ରାଥମିକ ପର୍ଯ୍ୟାୟରେ ୫୦୦ ପୁଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ଆଗାମୀ ଦିନରେ ମଧ୍ୟ ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ । ପୁଲିସ!-->…
ତୃଣମୂଳ କଂଗ୍ରେସ ବିଧାୟକ ତମୋନାଶ ଘୋଷଙ୍କ କରୋନା ଆକ୍ରାନ୍ତହୋଇ ଦେହାନ୍ତ।
କୋଲ୍କାତା (କଳିଙ୍ଗ ଜ୍ୟୋତି) : କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ତୃଣମୂଳ କଂଗ୍ରେସର ବିଧାୟକ ତମୋନାଶ ଘୋଷଙ୍କର ବୁଧବାର ଦିନ ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମେ ମାସରେ ତାଙ୍କର କରୋନାଭାଇରସ୍ କୋଭିଡ୍-୧୯ ପଜିଟିଭ୍ ବାହାରିଥିଲା। ତାଙ୍କର ହୃଦ୍ପିଣ୍ଡ, ବୃକ୍କ ଏବଂ ଅନ୍ୟାନ୍ୟ!-->…
ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକଙ୍କ ପତଞ୍ଜଳିକୁ ପରାମର୍ଶ: କୋଭିଡ୍-୧୯ ଔଷଧ ତିଆରି କରିବା ଭଲ କଥା, କିନ୍ତୁ ଏଥିପାଇଁ…
ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି) : ମଙ୍ଗଳବାର ଦିନ ଯୋଗ ଗୁରୁ ବାବା ରାମଦେବ ‘କରୋନିଲ୍ ଏବଂ ଶ୍ବାସରି’ ନାମରେ ଏକ ଔଷଧ ବାହାରିଥିବା ଘୋଷଣା କରିଥିଲେ। ଏହା କୋଭିଡ୍-୧୯ ରୋଗୀଙ୍କ ଠାରେ ୧୦୦% ସୁଫଳ ଦେଉଛି ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଯୋଗ ଗୁରୁ ବାବା ରାମଦେବଙ୍କ ପ୍ରାୟୋଜିତ!-->…
ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ‘ବ୍ଲୁ ହ୍ୱିଲ ହସ୍ପିଟାଲ’ ସିଲ୍।
ଭୁବନେଶ୍ୱର, ୨୪ା୬(କଳିଙ୍ଗଜ୍ୟୋତି): କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍ କରାଯାଇଛି । ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛି ମହାନଗର ନିଗମ । ଗତକାଲି ସୁଦ୍ଧା ହସ୍ପିଟାଲରୁ ୨୭ କରୋନା ରୋଗୀ ଚିହ୍ନଟ!-->…
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ତାମିଲନାଡୁର ନମାକ୍କଲ ଠାରେ ଭିସି ଯୋଗେ ସିବିଜି ପ୍ଲାଂଟର ଲୋକାର୍ପଣ
ନୂଆଦିଲ୍ଲୀ / ଭୁବନେଶ୍ୱର (କଳିଙ୍ଗଜ୍ୟୋତି) ୨୪/୦୬ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭିଡିଓ କନଫରେନ୍ସି ଯୋଗେ ତାମିଲନାଡୁର ନମାକ୍କଲ ଠାରେ ସିବିଜି ପ୍ଲାଂଟ ଏବଂ ସିବିଜି ଷ୍ଟେସନର ଲୋକର୍ପଣ କରିଛନ୍ତି । ଏହି ଭର୍ଚୁଆଲ ଲୋକାର୍ପଣ ଉତ୍ସବରେ ତାମିଲନାଡୁର!-->!-->!-->…
କରୋନା ପାଇଁ ବଦଳିଲା ଦିଲ୍ଲୀର ରଣନୀତି: ଜୁଲାଇ ୬ ସୁଦ୍ଧା ସବୁ ଘରଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ
କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ: ମହାମାରୀ କରୋନାଭାଇରସର ମୁକାବିଲା ପାଇଁ ନୂଆ ରଣନୀତି ଆପଣାଇଛନ୍ତି ଦିଲ୍ଲୀ ସରକାର। ଜୁଲାଇ ୬ ସୁଦ୍ଧା ଦିଲ୍ଲୀରେ ଥିବା ସମସ୍ତ ଘରକୁ ସ୍ୱାସ୍ଥ୍ୟକର୍ମୀ ଯାଇ ସେଠାକାର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ। ଦିଲ୍ଲୀରେ କରୋନା ଦିନକୁ ଦିନ ବେକାବୁ!-->!-->!-->…
ଆଜି ରାଜ୍ୟରେ ୨୮୨ କରୋନାପଜିଟିଭ ଚିହ୍ନଟ
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର: ଆଜି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୨୮୨ ଜଣ କରୋନାପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୨୫୬ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଆସିଥିବାବେଳେ ୨୬ଟି ସ୍ଥାନୀୟ କେସ ବୋଲି ଜଣାପଡିଛି | ସେହିପରି ଏମାନଙ୍କ ମଧ୍ୟରେ ୮ ଜଣ ଏନଡିଆରଏଫ ଯବାନ ମଧ୍ୟ!-->!-->!-->…
ପୁରୀକୁ ନଯିବାକୁ ଡିଜିପିଙ୍କ ପରାମର୍ଶ । ଟ୍ୱିଟ୍ କରି କହିଲେ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ନାହିଁ ।…
କଳିଙ୍ଗଜ୍ୟୋତି ବ୍ୟୁରୋ : ଗୁଣ୍ଡିଚାବାଡିରେ ତିନି ରଥ ଲାଗିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ନାହିଁ । ଆଉ ଏଥିପାଇଁ ପୁରୀକୁ ଭକ୍ତଙ୍କୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି ପୁଲିସ ଡିଜି । ଏ ନେଇ ଟ୍ୱିଟ କରି ଡିଜିପି କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା!-->!-->!-->…
ବିଶ୍ୱ ଦେଖିଲା ‘ଶ୍ରୀକ୍ଷେତ୍ର’ ଶୃଙ୍ଖଳା : ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଆରମ୍ଭ ହୋଇଥିଲା ମିଶନ ରଥଯାତ୍ରା,…
କଳିଙ୍ଗ ଜ୍ୟୋତି ବ୍ୟୁରୋ : ମାତ୍ର ଗୋଟିଏ ଦିନ ପୂର୍ବରୁ ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ଅନୁମତି ଦେବା ପରେ ଏହି ବିଶ୍ୱପ୍ରସିଦ୍ଧ ଯାତ୍ରା ପାଇଁ ଆରମ୍ଭ ହୋଇଯାଇଥିଲା ମିଶନ । ପୁରା ପ୍ରଶାସନ ଓ ସରକାର ଲାଗି ପଡିଥିଲେ ଶୃଙ୍ଖଳିତ ରଥଯାତ୍ରା ଆୟୋଜନ ପାଇଁ । ସାରା ସହରକୁ ସଟଡାଉନ୍!-->!-->!-->…
ସ୍ୱର୍ଗତଃ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୬୭ ତମ ପୁଣ୍ୟ ତିଥି ପାଳନ – ସ୍ୱର୍ଗତଃ ମୁଖାର୍ଜୀଙ୍କ ବିଚାରଧାରାକୁ…
ଭୁବନେଶ୍ୱର, : ଆଜି ସ୍ୱର୍ଗତଃ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୬୭ତମ ପୂଣ୍ୟତିଥୀ । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବିଜେପି ନେତୃବୃନ୍ଦ ସତ୍ସଙ୍ଗ ବିହାରସ୍ଥିତ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ତାଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରି ତାଙ୍କ!-->!-->!-->…
