Browsing Category
Odisha
ଜାଣନ୍ତୁ ଯଦି ଅମ୍ଳଜାନ ଅଭାବ ହୁଏ ତେବେ କ’ଣ କରିବେ?
ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହର ଏବେ ଦେଶବ୍ୟାପୀ ଆତଙ୍କ ସୃଷ୍ଟି କରିଛି । କେଉଁଠି ଚିକିତ୍ସା ପାଇଁ ଶଯ୍ୟା ମିଳୁ ନାହିଁ ତ ଆଉ କେଉଁଠି ଶଯ୍ୟା ମିଳିଲେ ଅମ୍ଳଜାନ ମିଳୁନି। ଅମ୍ଳଜାନ ଅଭାବରୁ ପ୍ରତିଦିନ ଅନେକ ସଂକ୍ରମିତଙ୍କ ଜୀବନ ଚାଲି ଯାଉଛି। ତେବେ ଅନେକ ସଂକ୍ରମିତ ଘରେ ରହି ମଧ୍ୟ!-->…
ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍ କଲେଜରେ ଅଗ୍ନିକାଣ୍ଡ
ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡ଼ିକାଲ୍ କଲେଜର କାର୍ଡିଓଲୋଜି ୱାର୍ଡରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବାହିନୀ ଦ୍ବାରା ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଥିବାବେଳେ ଅଗ୍ନିକାଣ୍ଡ ଯୋଗୁ କୌଣସି କ୍ଷତି ହୋଇନାହିଁ। ୱିଣ୍ଡୋ ଏସିରେ ସର୍ଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା!-->…
ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା: ପୁରୀ ବାହାର ଜିଲ୍ଲାରୁ ଶବ ଆସିଲେ ଦେବାକୁ ପଡ଼ିବ କରୋନାର ନେଗେଟିଭ୍ ସାର୍ଟିଫିକେଟ
ପୁରୀ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ପୁରୀରୁ ଆସିଲା ବଡ଼ ଖବର। କରୋନା ସମୟରେ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହକୁ ନେଇ ପ୍ରଶାସନର ନେଲା ବଡ଼ ନିଷ୍ପତ୍ତି। କୋଭିଡ୍ କାଳରେ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ ଲଗାଯାଇଛି କଟକଣା। ବିଶେଷ କରି ପୁରୀ ବାହାର ଜିଲ୍ଲା ଓ ରାଜ୍ୟର ଶବ ଆସିଲେ କରୋନାର!-->…
ଜୁନ୍ ୧୪ରେ ମାଟ୍ରିକ୍ ପରୀକ୍ଷା ନେଇ ଗୁଜବ, ଗଣଶିକ୍ଷା ମନ୍ତ୍ରୀଙ୍କ ନାଁରେ ନକଲି ଆକାଉଣ୍ଟ ଖୋଲି ଅପପ୍ରଚାର
ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁରେ ଫେକ୍ ଟ୍ୱିଟର ଆକାଉଣ୍ଟ ଖୋଲି ଗୁଜବ ସୃଷ୍ଟି କରିଛନ୍ତି ଦର୍ବୃତ୍ତ। ଜୁନ୍ ୧୪ରେ ମାଟ୍ରିକ ପରୀକ୍ଷା ହେବା ନେଇ ମିଥ୍ୟା ଖବର ଟ୍ବିଟରରେ ଘୁରି ବୁଲୁଛି। ତେବେ ଏହି ଫେକ୍ ଆକାଉଣ୍ଟ ତଥା ମିଥ୍ୟା ଖବର ଉପରେ ବିଶ୍ୱାସ ନ!-->…
ବରିଷ୍ଠ ବିଜେପି ନେତା ଜୁଏଲ୍ ଓରାମ୍ଙ୍କୁ କରୋନା
ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ୍ ଓରାମ୍ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଟ୍ବିଟ୍ କରି ଜୁଏଲ୍ ଓରାମ୍ ସୂଚନା ଦେଇଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସତର୍କତାମୂଳକ!-->…
କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : କୋଭିଡ ସ୍ଥିିତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ବର୍ତ୍ତମାନର କୋଭିଡ ସ୍ଥିତି ଯୁଦ୍ଧ ସହ ସମାନ। ଜାତୀୟସ୍ତରରେ କୋଭିଡ ମୁକାବିଲାରେ ଓଡିଶା ସହଯୋଗ କରିବ। ଦେଶରେ ଦେଖାଦେଇଥିବା ଅକ୍ସିଜେନ!-->…
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କରେନା ପଜିଟିଭ୍
ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କରେନା ସଂକ୍ରମିତ ହୋଇଛନ୍ତି । ଶ୍ରୀ ପୋଖରିୟାଲ ଏକ ଟ୍ୱିଟରେ କହିଛନ୍ତି ଯେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ଔଷଧ ସେବନ କରିବା ସହ ଚିକିତ୍ସିତ ହେଉଛନ୍ତି।
ନିକଟରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ କରୋନା!-->!-->!-->…
ଅଗଷ୍ଟ ୧୫ ସୁଦ୍ଧା ଟିକାକରଣ ସାରିବାକୁ କେନ୍ଦ୍ରର ଯୋଜନା
ନୂଆଦିଲ୍ଲୀ: ଆଗାମୀ ସାଢ଼େ ୩ ମାସ ଅର୍ଥାତ ଅଗଷ୍ଟ ୧୫ ସୁଦ୍ଧା ଦେଶରେ ଟିକାକରଣ ଅଭିଯାନ ଶେଷ ହେବ। ୧୮ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କୁ ଏହି ସମୟ ମଧ୍ୟରେ ଟିକାକରଣ କରାଯିବ ବୋଲି କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏଥିପାଇଁ ଦେଶବ୍ୟାପୀ ୧୦ ଲକ୍ଷରୁ ଅଧିକ ଟିକାକରଣ କେନ୍ଦ୍ର!-->…
ରାଜ୍ୟମାନେ ଚାହିଁଲେ ଲକଡାଉନ୍ ଲାଗୁ କରିପାରିବେ- ଅମିତ ଶାହ
ନୂଆଦିଲ୍ଲୀ, ୧୯/୦୪ : ଚିନ୍ତା ବଢାଇଲାଣି କରୋନାର ନୂଆ ଷ୍ଟ୍ରେନ୍। ଦେଶରେ ଦେନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ଦ୍ଧିତ ସଂକ୍ରମଣ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଲାଣି। ସେପଟେ ଦେଶରେ ପୂର୍ବବତ୍ ଲକଡାଉନ୍ ଲାଗୁ ଆଶଙ୍କା କରି ଲୋକମାନେ!-->…
କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ମେ’ ୧ରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ ଟିକା
ନୂଆଦିଲ୍ଲୀ: କରୋନା ଟିକା ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ମେ’ ୧ରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ ଟିକା। ଉତ୍ପାଦକମାନେ କେନ୍ଦ୍ରକୁ ୫୦ ପ୍ରତିଶତ ଟିକା ଯୋଗାଇବେ। ବାକି ୫୦ ପ୍ରତିଶତ ରାଜ୍ୟମାନଙ୍କୁ ଦେଇପାରିବେ ଉତ୍ପାଦକ। ଏଣିକି ରାଜ୍ୟମାନେ ସିଧାସଳଖ ଉତ୍ପାଦକଙ୍କଠାରୁ କିଣି!-->…