Browsing Category

Odisha

ଏପ୍ରିଲ ୨ୟ ଭାଗରେ ରେକର୍ଡ ଭାଙ୍ଗିବ ତାତି : ସ୍କାଏମେଟ୍

ଭୁବନେଶ୍ବର : ଚଳିତ ବର୍ଷର ମାର୍ଚ୍ଚ ବିଗତ ୧୨୧ ବର୍ଷରେ ୩ୟ ସର୍ବାଧିକ ଉତ୍ତପ୍ତ ମାର୍ଚ୍ଚ ମାସର ମାନ୍ୟତା ପାଇବା ପରେ ଏବେ ଏପ୍ରିଲରେ ସ୍ଥିତି କଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏପ୍ରିଲ ମାସ ବି ବେଶ ଗରମ ରହିବ, ବିଶେଷକରି ଏପ୍ରିଲର ୨ୟ ଭାଗରେ ରେକର୍ଡ ତାତି ଅନୁଭୂତ ହେବ ।

ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ, ବନ୍ଦ ହେଲା କୋଟିଆ ନିର୍ବାଚନ

ହାଇଦ୍ରାବାଦ: ହାଇଆନ୍ଧ୍ର ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ। ନିର୍ବାଚନ ସ୍ଥଗିତ ଆଦେଶ ଦେଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ। ଆନ୍ଧ୍ର ପ୍ରଦେଶରେ ନିର୍ବାଚନ ବନ୍ଦ ହୋଇଥିବାରୁ କୋଟିଆ ନିର୍ବାଚନ ମଧ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି।ନିର୍ବାଚନ ସ୍ଥଗିତ ନେଇ ଆନ୍ଧ୍ର ପ୍ରଦେଶ ଗଣମାଧ୍ୟମରେ ଖବର

ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ। ବାରଙ୍ଗ ତହସିଲଦାରଙ୍କ ଗାଡ଼ିରୁ ୧ଲକ୍ଷ ୭ହଜାର ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ତହସିଲଦାର ବିଚିତ୍ରାନନ୍ଦ ନାୟକ

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି: ଉଚ୍ଚସ୍ତରୀୟ ବୈଠକରେ ମାଓ ଦମନ ନେଇ ବ୍ଲୁପ୍ରିଣ୍ଟ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁରରେ ହୋଇଥିବା ନକ୍ସଲ ହମଲାରେ ପ୍ରାଣ ହରାଇଥିବା ୨୨ ଜଣ ଯବାନଙ୍କୁ ଆଜି ଜଗଦଲପୁରଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିର୍ବାଚନ ପ୍ରଚାର ଛାଡି ଜଗଦଲପୁର ଠାରେ

ଦେଶରେ ବଢ଼ୁଛି କରୋନା ମାମଲା, ଏପ୍ରିଲ ୮ରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ, ୫/ ୪: ଦେଶରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏପରିକି ବିଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୮ ତାରିଖରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ

ହେପାଟାଇଟିସ୍ ଔଷଧରେ ହୋଇପାରିବ କରୋନା ସଂକ୍ରମିତଙ୍କ ଚିକିତ୍ସା, ଡିସିଜିଆଇଙ୍କୁ ଅନୁମତି ମାଗିଲେ ଜାଇଡସ୍ କାଡିଲା

ନୂଆଦିଲ୍ଲୀ: ଔଷଧ କମ୍ପାନି ଜାଇଡସ୍ କାଡିଲା ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)କୁ ହେପାଟାଇଟିସ୍ ଔଷଧ ପେଗିଲେଟେଡ ଇଣ୍ଟରଫେରାନ୍ ଓଲ୍ଫା -୨ବି ର ବ୍ୟବହାର କରୋନା ସଂକ୍ରମିତଙ୍କଠାରେ ବ୍ୟବହାର କରିବାକୁ ଅନୁମତି ମାଗିଛି । ସୋମବାର ଦିନ ଜାଇଡସ୍ କାଡିଲା ପକ୍ଷରୁ

ଇସ୍ତଫା ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ

ମୁମ୍ବଇ: ମୁମ୍ବଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ଅଭିଯୋଗ ଉପରେ ବମ୍ବେ ହାଇକୋର୍ଟ ସୋମବାର ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସିବିସିଆଇ ତଦନ୍ତ ପାଇଁ ନିର୍ଦେଶ ଦେବା ପରେ ସେ ତୁରନ୍ତ ଇସ୍ତଫା ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦେଶ ଆସିବାର କିଛି କ୍ଷଣ ମଧ୍ୟରେ

ପରୀ ମାମଲା: ୧୯ରେ ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର: ନୟାଗଡ଼ ପରୀ ମୃତ୍ୟୁ ମାମଲାର ଶୁଣାଣି ଆସନ୍ତା ୧୯ ତାରିଖରେ ସୁପ୍ରିମକୋର୍ଟରେ ହେବ। ମାମଲାର ସିବିଆଇ ତଦନ୍ତ ଦାବି କରି ପରୀ ମା’ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ ରାଜ୍ୟ ସରକାର ଜବାବ ଦାଖଲ କରିବା ପରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ଶୁଣାଇବେ।

ମହାରାଷ୍ଟ୍ରରେ ନାଇଟ୍‌ କର୍ଫ୍ୟୁ, ପ୍ରତି ଶନିବାର ଓ ରବିବାର ହେବ ଲକ୍‌ଡାଉନ୍‌

ମୁମ୍ବାଇ: ଦିନକୁ ଦିନ କରୋନ ସଂକ୍ରମଣ ହାର ଆଶାତୀତ ଭାବେ ବୃଦ୍ଧିପାଉଥିବାରୁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏଣିକି ମହାରାଷ୍ଟ୍ରରେ ନାଇଟ୍‌ କର୍ଫ୍ୟୁ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜାରି ରହିବ ଏବଂ ସାପ୍ତାହନ୍ତ ଲକ୍‌ଡାଉନ୍‌ କରାଯିବ ବୋଲି

ପରଲୋକରେ ବଲିଉଡର ବରିଷ୍ଠ ଅଭିନେତ୍ରୀ ଶଶିକଳା

ମୁମ୍ବାଇ: ପରଲୋକରେ ବଲିଉଡର ବରିଷ୍ଠ ଅଭିନେତ୍ରୀ ଶଶିକଳା ଜାବଲକର। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିବା ବେଳେ ମୁମ୍ବାଇର କୋଲାବାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶଶିକଳା ଅଗଷ୍ଟ ୧୯୩୨ରେ ସୋଲାପୁରର ଏକ
error: Content is protected !!
Open chat