Browsing Category

Odisha

କୋଭିଡ ଟିକା ସଂପୂର୍ଣ୍ଣ ନିରାପଦ ଓ ଫଳପ୍ରଦ : ଡ.ଜୟନ୍ତ ପଣ୍ଡା

ପ୍ରଥମେ କେବଳ ସ୍ବାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯିବ, ପ୍ରଥମ ଡୋଜର ୨୮ ଦିନ ପରେ ୨ୟ ଡୋଜ୍ ଭୁବନେଶ୍ବର : ଆସନ୍ତା ୧୬ ତାରିଖରୁ ଓଡ଼ିଶା ସମେତ ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହେବ । ଏଥିପାଇଁ ରାଜ୍ୟରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ପ୍ରଥମେ କେବଳ ଡାକ୍ତର ଓ ସ୍ବାସ୍ଥ୍ୟ

ଭାରତ ମାନବ ସମୁଦାୟକୁ ସୁରକ୍ଷିତ ରଖିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶରେ ବିକଶିତ ଦୁଇଟି କୋଭିଡ୍‍ ୧୯ ଟିକା ଦ୍ୱାରା ଭାରତ ମାନବ ସମୁଦାୟକୁ ସୁରକ୍ଷିତ ରଖିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। କୋଭିଡ୍‍ ୧୯ ମହାମାରୀ ସମସ୍ୟାର ସମାଧାନ ଲାଗି ଉଦ୍ଦିଷ୍ଟ ଏହି ଦୁଇଟି ଭାରତୀୟ ଟିକା ଦ୍ୱାରା ସମ୍ପୂର୍ଣ୍ଣ ବିଶ୍ୱ

କାଳିଆ ଦର୍ଶନ ପାଇଁ ନିୟମ କୋହଳ; ୨୧ରୁ ଦରକାର ପଡ଼ିବନି କୋଭିଡ ରିପୋର୍ଟ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ରହିଥିବା ନିୟମକୁ କୋହଳ କରାଯାଇଛି। ଏହି ନିୟମ ଆସନ୍ତା ୨୧ ତାରିଖରୁ ଲାଗୁ ହେବ। ରବିବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ସୋମବାର ସମୀକ୍ଷା ବୈଠକରେ ମହାପ୍ରଭୁଙ୍କ

କାନ୍ଥକୁ ସଜାଉଥିବା ସରକାରୀ କ୍ୟାଲେଣ୍ଡର ଏବେ ସଜାଇବ ମୋବାଇଲ୍‍ ଫୋନ୍‍ – ଜାଭଡେକର

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ନୂଆଦିଲ୍ଲୀଠାରେ ସରକାରଙ୍କ ଡିଜିଟାଲ କ୍ୟାଲେଣ୍ଡର ଏବଂ ଡାଏରୀ ଆପ୍‍ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜାଭଡେକର କହିଛନ୍ତି ପୂର୍ବରୁ କାନ୍ଥକୁ ସଜାଉଥିବା ସରକାରୀ କ୍ୟାଲେଣ୍ଡର ଏବେ ମୋବାଇଲ୍‍ ଫୋନ୍‍କୁ ସଜାଇବ। ସେ କହିଛନ୍ତି ବର୍ତ୍ତମାନ

ସବୁଦିନ ପାଇଁ ବନ୍ଦ ହେଲା ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ

ୱାଶିଂଟ: ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟକୁ ଶନିବାର ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି। ଏ ନେଇ ଟ୍ବିଟର ସେଫଟି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।  ଆମେରିକାର ସଂସଦ (କ୍ୟାପିଟଲ ବିଲ୍ଡିଂ)ରେ ହୋଇଥିବା ହିଂସାକୁ ନେଇ କମ୍ପାନୀ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ

ବାହାରି ପାରିଲାନି ନିଷ୍କର୍ସ, ଆସନ୍ତା ୧୫ରେ ପୁଣି କୃଷକ-ସରକାର ଆଲୋଚନା

କେନ୍ଦ୍ର ସରକାର ଓ କୃଷକ ନେତାମାନଙ୍କ ମଧ୍ୟରେ ଆଜି ଅନୁଷ୍ଠିତ ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ନ ପାରିବାରୁ ଆସନ୍ତା ୧୫ ତାରିଖରେ ପରବର୍ତ୍ତୀ ପର୍ଯ୍ୟାୟ ବୈଠକ ହେବ। ଅଷ୍ଟମ ପର୍ଯ୍ୟାୟ କଥାବାର୍ତ୍ତା ପରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ

ଜାନୁଆରୀ ୧୭ରୁ ଦେଶବ୍ୟାପୀ ଆରମ୍ଭ ହେବ ପୋଲିଓ ପ୍ରତିଷେଧକ କାର୍ଯ୍ୟକ୍ରମ

ଆସନ୍ତା ୧୭ ତାରିଖରୁ ଦେଶବ୍ୟାପୀ ପୋଲିଓ ପ୍ରତିଷେଧକ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଦୁଇଦିନ ତାମିଲ୍‍ନାଡ଼ୁ ଗସ୍ତରେ ଯାଇଛନ୍ତି। ଚେନ୍ନାଇରେ କୋଭିଡ୍‍ ୧୯ ଟୀକାକରଣ ପାଇଁ ପ୍ରସ୍ତୁତି ଅଭ୍ୟାସର ସମୀକ୍ଷା କାର୍ଯ୍ୟ

ଆମେରିକାରେ ଅରାଜକତା: ରାଜଧାନୀରେ ୧୫ ଦିନ ପାଇଁ ଜରୁରିକାଳୀନ ପରିସ୍ଥିତି ଘୋଷଣା, ହିଂସାରେ ୪ ମୃତ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ପରାଜିତ ହେବା ପରେ ବି କ୍ଷମତା ହସ୍ତାନ୍ତର କରିବାକୁ ଇଚ୍ଛୁକ ନାହାନ୍ତି, ଯେଉଁଥିପାଇଁ ଦେଶରେ ଏବେ ଅରାଜକତା ସୃଷ୍ଟି ହୋଇଛି। ଟ୍ରମ୍ପଙ୍କ ହଜାର ହଜାର ସମର୍ଥକ ୱାଶିଂଟନ ଡିସିରେ ଥିବା କ୍ୟାପିଟଲ ବିଲ୍‌ଡିଂରେ ପ୍ରବେଶ କରି

ଦିନିକିଆ କ୍ରିକେଟ୍‌କୁ ୫୦ ବର୍ଷ ପୂରିଲା

ମେଲ୍‌ବୋର୍ଣ୍ଣ: ୧୯୭୧ ଜାନୁଆରୀ ୫; ଠିକ୍ ୫୦ ବର୍ଷ ତଳେ ସର୍ବପ୍ରଥମ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ଖେଳା ଯାଇଥିଲା। ଇଂଲଣ୍ଡ ଦଳ ୬ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଆସିଥିଲା। ମେଲ୍‌ବୋର୍ଣ୍ଣରେ ୩ୟ ଟେଷ୍ଟମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା। ଆର୍ଥିକ

ଆସନ୍ତା ୧୦ ଦିନ ମଧ୍ୟରେ ଦେଶରେ କରୋନା ଟିକାଦାନ ଆରମ୍ଭ ହେବ : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଆସନ୍ତା ୧୦ ଦିନ ମଧ୍ୟରେ ଅର୍ଥାତ ଜାନୁଆରି ୧୩-୧୪ ସୁଦ୍ଧା ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇପାରେ ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ ସେ କହିଛନ୍ତି ଯେ ଦେଶରେ ଉପଲବ୍ଧ
error: Content is protected !!
Open chat