Browsing Category

Odisha

ତ୍ରୁଟି ନ ସୁଧାରିବା ଯାଏଁ ବାଙ୍ଗାଲୋର ଆପଲ୍ କାରଖାନାରେ କାମ ବନ୍ଦ

ବିଶ୍ୱର ଉନ୍ନତ ଗୁଣବତ୍ତା ସମ୍ପନ୍ନ ମୋବାଇଲ ଓ ଲାପଟପ ନିର୍ମାତା ଆପଲ୍ ଇନ୍ କହିଛି ଯେ ଏହାର କର୍ଣ୍ଣାଟକ ପ୍ଲାଣ୍ଟରେ ଭଙ୍ଗାରୁଜା ଘଟଣା ପରେ ଚୁକ୍ତିଭିତ୍ତିକ ନିର୍ମାତା ୱିଷ୍ଟ୍ରନକୁ ସାମୟିକ ପରୀକ୍ଷଣ ସ୍ଥରରେ ରଖିଛି ଏବଂ ତ୍ରୁଟି ନ ସୁଧାରିବା ଯାଏଁ ତାଇୱାନ ଫାର୍ମକୁ ନୂତନ ବ୍ୟବସାୟ ଦେବ

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉତ୍କଳ ବିଶ୍ୱବିଦ୍ୟାଳୟର ବରିଷ୍ଠ ଆକାଉଣ୍ଟ୍‌ସ୍‌ ଅଫିସର୍‌ଙ୍କ ଘରେ…

ଭୁବନେଶ୍ୱର: ଆୟବର୍ହିଭୂତ ତଥା ଅଜ୍ଞାତ ସୂତ୍ରରୁ ଉପାର୍ଜିତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଶନିବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଆକାଉଣ୍ଟ୍‌ସ୍‌ ଅଫିସର୍‌ଙ୍କ ଘରେ ଭିଜିଲାନ୍‌ସ୍‌ ତରଫରୁ ଚଢ଼ାଉ ଆରମ୍ଭ ହୋଇଛି। ଭୁବନେଶ୍ୱର ସ୍ପେସାଲ୍‌ ଭିଜିଲାନ୍‌ସ୍‌ ଜଜ୍‌ଙ୍କ ସର୍ଚ

ପଶ୍ଚିମବଙ୍ଗରେ ଅମିତ ଶାହ: ରାମକୃଷ୍ଣ ଆଶ୍ରମରେ ସ୍ବାମୀ ବିବେକାନନ୍ଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

କଲକାତା: ଆଉ କିଛି ମାସ ପରେ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ। ଏଥର ପଶ୍ଚିମବଙ୍ଗକୁ ଦଖଲ କରିବା ଲାଗି ବିଜେପି ଜୋରଦାର ଉଦ୍ୟମ ଚଳାଇଥିବାବେଳେ ଶାସକ ଟିଏମ୍‌ସି କ୍ଷମତା ବଜାୟ ରଖିବାକୁ ନିଜର ପ୍ରୟାସ ଜାରି ରଖିଛି। ତେବେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ବିଧାୟକ ଏବଂ ନେତାମାନେ ଦଳ

ଚୀନକୁ ବଡ଼ ଝଟ୍‌କା; ୧୨ କମ୍ପାନୀକୁ କଳା ତାଲିକାଭୁକ୍ତ କଲା ଆମେରିକା

ୱାଶିଂଟନ: ଚୀନକୁ ବଡ଼ ଝଟ୍‌କା ଦେଇଛି ଆମେରିକା। ଚୀନର ପ୍ରାୟ ୧୨ଟି ବଡ଼ କମ୍ପାନୀକୁ ଆମେରିକା କଳା ତାଲିକାଭୁକ୍ତ କରିଛି। ଏହି କମ୍ପାନୀଗୁଡ଼ିକ ମଧ୍ୟରେ ଚୀନର ସବୁଠୁ ବଡ଼ ଚିପ୍‌ ନିର୍ମାତା କମ୍ପାନୀ ‘ସେମିକଣ୍ଡକ୍ଟର ମାନୁଫାକ୍‌ଚରିଂ ଇଣ୍ଟରନ୍ୟାଶନାଲ କର୍ପ (ଏସଏମଆଇସି)’ ଏବଂ ଚୀନର ଡ୍ରୋନ

ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ପୁରୀରେ ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ

ପୁରୀ: ପୁରୀର ବିଶ୍ବପ୍ରସିଦ୍ଧ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ୫- ଟି ସଚିବ ଭିକେ ପାଣ୍ଡିଆନ। ଆସନ୍ତା ୨୩ ତାରିଖରୁ ପୁରୀ ଜଗନ୍ନାଥ ମନ୍ଦିର ଖୋଲୁଥିବା ବେଳେ ଭକ୍ତଙ୍କ ଦର୍ଶନ ପାଇଁ କେଉଁ ସବୁ ବ୍ୟବସ୍ଥା କରାଯାଇଛି ସେନେଇ ଜିଲ୍ଲାପାଳ ଓ ଏସପିଙ୍କ

ମତପାର୍ଥକ୍ୟ ଦୂରେଇ ଜୋ ବାଇଡେନ୍‌ଙ୍କ ସହ କାମ କରିବାକୁ ଚୀନ୍‌ର ପ୍ରସ୍ତାବ

ଓ୍ଵାସିଂଟନ୍‌: ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସହଯୋଗ କରିବା ଲାଗି ଚୀନ୍‌ର ଶୀର୍ଷସ୍ତରୀୟ କୂଟନୀତିଜ୍ଞ ପ୍ରସ୍ତାବ ଦେବା ସହ ଚେତାଇ ଦେଇଛନ୍ତି ଯେ, ବେଜିଙ୍ଗ୍‌ର ଅନେକ ଆମେରିକୀୟ ସମାଲୋଚକ ‘ପ୍ରମାଣ ନ ଥିବା କମ୍ୟୁନିଷ୍ଟ୍‍ ବିରୋଧୀ’ ବାତାବରଣ

କୋଭିଡ୍‍-୧୯ ଟିକା କ୍ଷେତ୍ରରେ ଗରିବ ଦେଶମାନଙ୍କୁ ଧନୀ ଦେଶ ସହାୟତା କରନ୍ତୁ : ଜାତିସଂଘ ମହାସଚିବ ଗୁଟେରସ୍‍

ୱାଶିଂଟନ : ମିଳିତ ଜାତିସଂଘ ମହାସଚିବ ଅଣ୍ଟୋନିଓ ଗୁଟେରସ୍‍ ଗରିବ ଦେଶମାନଙ୍କୁ କୋଭିଡ୍‍-୧୯ ଟିକା କିଣିବାରେ ସହାୟତା କରିବା ଲାଗି ବିଶ୍ୱର ଧନୀ ଦେଶଗୁଡ଼ିକୁ ନିବେଦନ କରିଛନ୍ତି। ଶ୍ରୀ ଗୁଟେରସ୍‍ କହିଛନ୍ତି, ଆମେ କେବଳ ଟିକା ମାଧ୍ୟମରେ କରୋନାକୁ ଦୂର କରିପାରିବା ନାହିଁ, ଏଥିପାଇଁ

ମମତାଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା; ୪ ବିଜେପି ନେତାଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌

ନୂଆଦିଲ୍ଲୀ: ୪ ବିଜେପି ନେତାଙ୍କ ବିରୋଧରେ ପଶ୍ଚିମବଙ୍ଗ ସରକାର ଗ୍ରହଣ କରିଥିବା ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ବିଜେପି ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟ, ବରିଷ୍ଠ ନେତା ମୁକୁଲ ରାୟ, ସାଂସଦ ଅର୍ଜୁନ ସିଂହଙ୍କ ସମେତ ୪ ନେତାଙ୍କ ବିରୋଧରେ ରୁଜୁ

ଆମେ ମୁଣ୍ଡ ନୁଆଁଇ, ହାତ ଯୋଡି ସବୁ ପ୍ରସଙ୍ଗରେ କୃଷକଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ : ପ୍ରଧାନମନ୍ତ୍ରୀ ମୋଦୀ

ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ ନୂଆଦିଲ୍ଲୀ : କୃଷି ଆଇନକୁ ନେଇ ଦେଶରେ କ୍ରମାଗତ ୨୩ ଦିନ ଚାଷୀ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର କୃଷକମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ବିରୋଧୀ ଦଳକୁ ଟାର୍ଗେଟ କରି ସେ

ହିନ୍ଦୁ ଦେବୀ-ଦେବତାଙ୍କୁ ଫେସବୁକରେ ଅଭଦ୍ର ମନ୍ତବ୍ୟ ଦେଇ କିରଣ ଯାଦବ ଗିରଫ

ବୈଶାଳୀ,୧୮।୧୨:ସୋସିଆଲ ମିଠିଆରେ ସବୁବେଳେ ହିନ୍ଦୁ ଦେବା-ଦେବୀଙ୍କ ବିରୋଧରେ ଅଭଦ୍ର ମନ୍ତବ୍ୟ ଦେଉଥିବା ବିହାରର କିରଣ ଯାଦବ ଗିରଫ ହୋଇଛନ୍ତି। କିରଣ ଯାଦବଙ୍କ ଉପରେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଥିବାର ଅଭିଯୋଗ ରହିଛି। ସୋସିଆଲ ମିଡିଆ ଜରିଆରେ ଗତ କିଛି ଦିନ ଧରି  ଖୁବ୍ ଚର୍ଚ୍ଚାର
error: Content is protected !!
Open chat