Browsing Category

Odisha

ବଳାତ୍କାର ଅଭିଯୁକ୍ତ ସ୍ବାମୀ ନିତ୍ୟାନନ୍ଦ କୈଳାସ ଯାତ୍ରା ପାଇଁ ଆରମ୍ଭ କଲେ ଭିସା ସର୍ଭିସ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ତଥା ପଳାତକ ଘୋଷିତ ହୋଇଥିବା ଆତ୍ମ ଘୋଷିତ ଭଣ୍ଡବାବା ନିତ୍ୟାନନ୍ଦ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିତ୍ୟାନନ୍ଦ ପୁଣି ଥରେ ଏକ ଦାବି କରିଛନ୍ତି ଯାହା ବର୍ତ୍ତମାନ ସଂମୟର ଏକ ବଡଖବର ପାଲଟିଛି । ନିଜ ଦେଶ କୈଲାସ ବୋଲି ଦାବି କରୁଥିବା

“ବାବା କା ଢାବା” ମାଲିକଙ୍କୁ ଜୀବନରୁ ମାରିଦେବାକୁ ଧମକ, ପୋଲିସର ସହାୟତା ଲୋଡିଲେ କାନ୍ତା ପ୍ରସାଦ

ନୂଆଦିଲ୍ଲୀ: ‘ବାବା କା ଢାବା’ ଚଳାଉଥିବା କାନ୍ତା ପ୍ରସାଦଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଛି । କାନ୍ତା ପ୍ରସାଦ ଏଥିପାଇଁ ଦିଲ୍ଲୀର ମାଲିବୀୟ ନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଛନ୍ତି । ଢାବାର ମାଲିକ କାନ୍ତା ପ୍ରସାଦ ମାମଲାରେ କହିଛନ୍ତି ଯେ କେହି ଅଜଣା ବ୍ୟକ୍ତି ତାଙ୍କୁ

ମହିଳା କନେଷ୍ଟବଳଙ୍କ ସହ ପ୍ରେମ ପ୍ରତାରଣା ମହଙ୍ଗା ପଡ଼ିଲା: ପୁଲିସ ଅଧିକାରୀ ଥାନାରେ ଅଟକ

ଭବାନୀପାଟଣା: ମାଲକାନଗିରିର ଜଣେ ରସିକିଆ ପୁଲିସ ଅଧିକାରୀଙ୍କୁ ଥାନାରେ ଅଟକ ରଖାଯାଇଥିବାର ଖବର ମିଳିଛି। ମାଲକାନଗିରି ସଦର ଡିଏସପି ଅକ୍ଷୟ ନାୟକ କଳାହାଣ୍ଡି ପୁଲିସ ଦ୍ବାରା ଅଟକ ହୋଇଛନ୍ତି। କେସିଙ୍ଗା ଥାନାର ଜଣେ ବିବାହିତା ମହିଳା କନେଷ୍ଟବଳଙ୍କ ସହ ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଂ

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ ଲାଗିଲା ଏନ୍‌ଏସ୍‌ଏ

ଭୁବନେଶ୍ଵର : ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟଙ୍କ ନାମରେ ଜାତୀୟ ନିରାପତ୍ତା ଆଇନ (ଏନ୍‌ଏସ୍‌ଏ )ଲାଗୁ। ଦାଦାବଟି ଆଦାୟ ଓ ସାଧାରଣରେ ଆତଙ୍କ ସୃଷ୍ଟି ପାଇଁ ଲାଗିଲା ଏନ୍‌ଏସ୍‌ଏ। ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟଙ୍କ ନାମରେ ଏନ୍‌ଏସ୍‌ଏ ଲାଗୁ ପାଇଁ ନିର୍ଦେଶ ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ

ଜାତୀୟସ୍ତରର ଶ୍ରୀମତୀ ସୁନ୍ଦରୀ ପ୍ରତିଯୋଗିତାରେ ରାମେଶ୍ବରୀଙ୍କୁ ଦ୍ବିମୁକୁଟ

ବ୍ରହ୍ମପୁର: ମୁମ୍ବାଇ ଗ୍ଲୋବାଲ୍‌ କ୍ଲବ ପକ୍ଷରୁ ଚଳିତବର୍ଷ ଆୟୋଜିତ ସୁନ୍ଦରୀ ଶ୍ରୀମତି ପ୍ରତିଯୋଗିତା (୬ଷ୍ଠ ମୁମ୍ବାଇ ଗ୍ଲୋବାଲ୍‌ ଇଣ୍ଡିଆ ବିୟୁଟି ପିଜାଣ୍ଟ-୨୦୨୦)ରେ ଅଂଶଗ୍ରହଣ କରିଥିବା ବ୍ରହ୍ମପୁରର ରାମେଶ୍ବରୀ ନନ୍ଦ ଦ୍ବିମୁକୁଟ ହାସଲ କରିଛନ୍ତି। ଗତକାଲି ଅନୁଷ୍ଠିତ ଫାଇନାଲ୍‌ରେ ସାରା

ଓଡ଼ିଶାବାସୀ ଆମର ବସ୍, ଆମ ପାଇଁ ଓଡିଆ ଭାଷା ଅତି ଗୁରୁତ୍ୱପୂର୍ଣ୍ଣ: ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଜୁ ଯୁବ ଏବଂ ଛାତ୍ର ବିଜେଡି କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବୈଠକରେ ବିଜେଡି ସୁପ୍ରିମ ଓଡ଼ିଆ ଭାଷାକୁ ଗୁରତ୍ବ ଦେଇଥିବା ବେଳେ ଉଭୟ କଂଗ୍ରେସ ଓ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି। କେନ୍ଦ୍ର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରଖୁଛି। ନିର୍ବାଚନ

ଧର୍ମଶାଳାରୁ ଅପହୃତ କଲେଜ ଛାତ୍ରୀ କଟକରୁ ଉଦ୍ଧାର, ଅପହରଣକାରୀ ଅଟକ

ଧର୍ମଶାଳା: ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳରୁ ଗତ ୫ ତାରିଖରେ ଅପହୃତ କଲେଜ ଛାତ୍ରୀଙ୍କୁ ପୁଲିସ୍ ରାତିରେ ଉଦ୍ଧାର କରିଛି। ଅପହରଣକାରୀ ଚୋରମୁହାଁ ଗ୍ରାମର ଅବଦୁଲ ସେହମତ୍ ଖାଁକୁ ଧରିବାରେ ସକ୍ଷମ ହୋଇଛି। ଉଭୟଙ୍କୁ କଟକ (ଜଗତପୁର) ଅଞ୍ଚଳରୁ ଧରାଯାଇଥିବା ଧର୍ମଶାଳା ଥାନା ଅଧିକାରୀ ସରୋଜ

୨୩ରୁ ଖୋଲିବ ଶ୍ରୀମନ୍ଦିର, ସୂଚନା ଦେଲେ ପୁରୀ ଜିଲ୍ଲାପାଳ

ପୁରୀ: ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ସହ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ବୋଲି ସେ କହିଛନ୍ତି। କୋଭିଡ୍ କଟକଣା ମାନି ଶ୍ରଦ୍ଧାଳୁ ଦର୍ଶନ କରିବେ।ପ୍ରଥମ ଦୁଇ ଦିନ ଅର୍ଥାତ ୨୩ ଓ ୨୪ ତାରିଖ ଦୁଇ ଦିନ ସେବାୟତଙ୍କ

ପୁଣି ବିସିସିଆଇ ଉପାଧ୍ୟକ୍ଷ ହେବେ ରାଜୀବ ଶୁକ୍ଳା; ୨୪ରେ ଆନୁଷ୍ଠାନିକ ଘୋଷଣା

ନୂଆଦିଲ୍ଲୀ: ପୂର୍ବତନ ସାଂସଦ ରାଜୀବ ଶୁକ୍ଳା ପୁଣି ଥରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ)ର ଉପାଧ୍ୟକ୍ଷ ପଦ ସମ୍ଭାଳିବେ। ବିସିସିଆଇ ସଦସ୍ୟମାନେ ଏହି ପଦ ପାଇଁ ସର୍ବସମ୍ମତି କ୍ରମେ ରାଜୀବ ଶୁକ୍ଳାଙ୍କୁ ଚୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ଳା ଏହା ପୂର୍ବରୁ ଏନ.

ଦୁଇ ବର୍ଷ ମଧ୍ୟରେ ଦେଶର ରାଜପଥରୁ ହଟିବ ସବୁ ଟୋଲ, ଜିପିଏସ୍ ଟ୍ରାକ କରି ଆଦାୟ ହେବ ଟୋଲ ଟିକସ

ନୂଆଦିଲ୍ଲୀ:  ଜାତୀୟ ରାଜପଥରୁ ହଟିବ ଟୋଲ ଗେଟ୍ । ଦୁଇ ବର୍ଷ ମଧ୍ୟରେ ଦେଶର ସମସ୍ତ ଟୋଲଗେଟକୁ ହଟାଇ ଦିଆଯିବ । ମାତ୍ର ଯାତାୟତ ପାଇଁ ପୂର୍ବ ପରି ଟିକସ ଦେବା ନିମନ୍ତେ ପଡ଼ିବ । ଏଥିପାଇଁ ଗ୍ଲୋବାଲ ପୋଜିସନିଂ ସିଷ୍ଟମ (ଜିପିଏସ) ବ୍ୟବସ୍ଥା କରାଯିବ । କେନ୍ଦ୍ର ସରକାର ଗୁରୁବାର ଏ
error: Content is protected !!
Open chat