Browsing Category
Odisha
ସି-ସୋର ଚିଟଫଣ୍ଡ ଲିଙ୍କ୍ ନେଇ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ବାସ ଭବନରେ ସିବିଆଇ ରେଡ୍
ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୮-୦୯-୨୦ :ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍। ଭୁବନେଶ୍ବର ୟୁନିଟ୍ ସ୍ଥିତ ସରକାରୀ ବାସଭବନରେ ରୋଡ୍ ଚାଲିଥିବା ସୂଚନା ମିଳିଛି। ସି- ସୋର ଲିଙ୍କ ଅଭିଯୋଗରେ ସିବିଆଇ ତାଙ୍କ ଘରେ ଚଢ଼ଉ କରିଥିବା ଜଣାପଡିଛି।
ଏଥି!-->!-->!-->!-->!-->!-->!-->…
ତାଳଚେର – ବିମଳାଗଡ ପ୍ରସ୍ତାବିତ ରେଳପଥ: ୧୬ ବର୍ଷ ବିତିଗଲା, ଜମିଦେଇ ପାରିଲେନି ରାଜ୍ୟ ସରକାର ! ! ହାଇକୋର୍ଟରେ…
ରାଉରକେଲା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୯ : ଏହାରି ଭିତରେ ୧୬ ବର୍ଷ ବିତିଗଲା କିନ୍ତୁ ରାଜ୍ୟ ସରକାର ବିମଳାଗଡ -ତାଳଚେର ରେଳ ପଥ ଲାଗି ଆବଶ୍ୟକ ଜମି ଅଧିଗ୍ରହଣ କରି ଦେଇପାରିଲେନି, ସଂଗ୍ରାମ ସମିତି ସମସ୍ତ ରାସ୍ତା ଅନୁସରଣ କରି ବିଫଳ ହେବା ପରେ ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି!-->…
ଦେଶରେ ଆସନ୍ତା ବର୍ଷ ପ୍ରାରମ୍ଭରେ ଉପଲବ୍ଧ ହେବ କୋଭିଡ-୧୯ ଟିକା : ହର୍ଷ ବର୍ଦ୍ଧନ
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୮-୦୯-୨୦ : ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା ଦେଶରେ କୋଭିଡ-୧୯ ଟିକା ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ଼କ୍ଟର ହର୍ଷବର୍ଦ୍ଧନ ଆଶା ପ୍ରକଟ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ତିନିଟି ଟିକା ପ୍ରାର୍ଥୀ!-->…
ସାବଧାନ ! ! ସାବାଡ୍ ହେବେ ଅମାନିଆ : ଟ୍ୱିନ-ସିଟିରେ କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବାକୁ ନିୟୋଜିତ…
ମାର୍କେଟରେ ଜଗିବେ ଏନଫୋର୍ସମେଣ୍ଟ ଟିମ
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୯ : କୋଭିଡ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ୍ କରିବାପାଇଁ ଭୁବନେଶ୍ୱର ଏବଂ କଟକ ଠାରେ ଅଧିକ ୫୦ଜଣ ଅଧିକାରୀ ଏବଂ ୫ ପ୍ଲାଟୁନ୍ ଅଧିକ ସଶସ୍ତ୍ର ପୋଲିସ ନିୟୋଜିତ ହେବେ । କୋଭିଡ ନିୟମ!-->!-->!-->…
ବୈଦୁତିକ ଗଣମାଧ୍ୟମ ଅପେକ୍ଷା ଡିଜିଟାଲ ମିଡିଆରେ ଖବର ଅଧିକ ଭାଇରାଲ ହୁଏ : ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ…
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୭-୦୯-୨୦ : ବୈଦୁତିକ ଗଣମାଧ୍ୟମ ପାଇଁ ମାନକ ପ୍ରସ୍ତୁତ କରିବା ମାମଲାରେ ଆଜି(ଗୁରୁବାର) ସୁପ୍ରିମକୋର୍ଟ ଶୁଣାଣି ହେବାର ଅଛି। କେନ୍ଦ୍ର ସରକାର କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। କେନ୍ଦ୍ର ସରକାର କହିଛନ୍ତି, ବୈଦୁତିକ ଗଣମାଧ୍ୟମ ଅପେକ୍ଷା ଡିଜିଟାଲ!-->…
ଆମରିକାରେ ସମସ୍ତ ନାଗରିକଙ୍କୁ ମାଗଣାରେ ମିଳିବ କୋଭିଡ-୧୯ ଟିକା : ଟ୍ରମ୍ପ ପ୍ରଶାସନ
ୱାଶିଂଟନ/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୭-୦୯-୨୦ : ଆମରିକାରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ମଧ୍ୟରେ ଏକ ଆଶ୍ବସ୍ତିକର ଖବର ଆସିଛି। କୋଭିଡ-୧୯ ଟିକା ପାଇଁ ତାଙ୍କ ଯୋଜନା ପ୍ରକାଶ କରିବା ସହିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏହା ଉପରେ କାର୍ଯ୍ୟ ଆରମ୍ଭ କରିଛି। ଏହା!-->…
ଉର୍ମିଳା ମାତୋଣ୍ଡକର ଅଭିନୟ ପାଇଁ ନୁହେଁ, ‘ସପ୍ଟ ପର୍ଣ୍ଣ’ ପାଇଁ ଜଣାଶୁଣା: କଙ୍ଗନା ରାଣାୱତ୍
ମୁମ୍ବାଇ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୭-୦୯-୨୦ : ବଲିଉଡରେ ‘ନେପୋଟିଜିମ୍’ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ କଙ୍ଗନା ଗୋଟିଏ ପରେ ଗୋଟିଏ ବିବୃତ୍ତି ଦେବାରେ ଲାଗିଛନ୍ତି। ପ୍ରଥମେ ନେପୋଟିଜିମ୍ କୁ ନେଇ କଙ୍ଗନା ସ୍ବର ଉତ୍ତୋଳନ କରିଥିବା ବେଳେ ପରେ ଡ୍ରଗ୍ସକୁ ନେଇ କହିବା ଆରମ୍ଭ!-->…
ରାଜ୍ୟସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନଙ୍କ ସୂଚନା: କୋଭିଡ୍-୧୯ ଟିକା ୨୦୨୧ ଆରମ୍ଭରୁ ଭାରତରେ…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯ : ୨୦୨୧ ବର୍ଷ ଆରମ୍ଭ ବେଳକୁ ଭାରତରେ କୋଭିଡ୍-୧୯ ଟିକା ଉପଲବ୍ଧ କରାଯିବ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ କହିଛନ୍ତି। ରାଜ୍ୟସଭାରେ ଡଃ ହର୍ଷବର୍ଦ୍ଧନ କହିଛନ୍ତି, ଅନ୍ୟ ଦେଶମାନଙ୍କ ପରି ଭାରତ ମଧ୍ୟ ଚେଷ୍ଟା କରୁଛି।!-->…
‘ଅଟଳ ଟନେଲ’: ବିଶ୍ୱର ସର୍ବବୃହତ ରାଜପଥ ସୁଡ଼ଙ୍ଗର ନିର୍ମାଣ ଶେଷ – ଚଳିତ ମାସରେ ଲୋକାର୍ପଣ କରିବେ…
ମନାଲି/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯ : ପୃଥିବୀର ଦୀର୍ଘତମ ରାଜପଥ ସୁଡ଼ଙ୍ଗ ‘ଅଟଳ ଟନେଲ୍’ ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି। ମନାଲିକୁ ଲେହ ସହ ସଂଯୋଗ କରୁଥିବା ବିଶ୍ୱର ସର୍ବବୃହତ ରାଜପଥ ଟନେଲ ‘ଅଟଳ ଟନେଲ’ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ୧୦ ହଜାର ଫୁଟରୁ!-->…
ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେବ କଳାହାଣ୍ଡିର ଇଷ୍ଟଦେବୀ ମାଁ’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା
ଭବାନୀପାଟଣା,(ଯୁବରାଜ ଅଗ୍ରୱାଲ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯: ଚଳିତ ବର୍ଷ ଭବାନୀପାଟଣାରେ କଳାହାଣ୍ଡିର ଇଷ୍ଟଦେବୀ ମାଁ' ମାଣିକେଶ୍ୱରୀଙ୍କ ପବିତ୍ର ଛତର୍ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ। ଆସନ୍ତା ମାସ ୨୪ ତାରିଖରେ ଛତର୍ ଯାତ୍ରା ଅନୁଷ୍ଠିତ ହେବ।
ଜିଲ୍ଲାପାଳଙ୍କ!-->!-->!-->!-->!-->…