Browsing Category

Political

DG ଙ୍କ ସହ ବିବାଦ : ଜାମ୍ମ ଓ କାଶ୍ମୀର ଓଡ଼ିଆ ଆଇପିଏସ୍‌ ଅଫିସର୍‌ ବସନ୍ତ ରଥ ନିଲମ୍ବିତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଜାମ୍ମୁକାଶ୍ମୀର ୦୮/୦୭: ଜାମ୍ମୁକାଶ୍ମୀରରେ ଅବସ୍ଥାପିତ ଆଇପିଏସ ବସନ୍ତ ରଥ ଆଜି ସସପେଣ୍ଡ ହୋଇଛନ୍ତି ।ଜାମ୍ମୁ ଓ କାଶ୍ମୀର ଓଡ଼ିଆ ଆଇପିଏସ୍‌ ଅଫିସର୍‌ ବସନ୍ତ ରଥଙ୍କୁ ଦୁର୍ବ୍ୟବହାର ଓ ଅଶୋଭନୀୟ ଆଚରଣ ଆଭିଯୋଗରେ ନିଲମ୍ବିତ କରାଯାଇଛି। ଏ ନେଇ ସୂଚନା ଦେଇଛି

ରାଜଧାନୀରେ ଚେର ମାଡି ଚାଲିଛି କରୋନା : ଭୁବନେଶ୍ୱରରୁ ଆଜି କେବଳ୪୬ ଆକ୍ରାନ୍ତ ଚିହ୍ନଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୦୮/୦୭ : ଭୁବନେଶ୍ବର ସହରରେ ଆଜି ଆଉ ୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୪୬ ଜଣ ପଜିଟିଭରୁ ୨୨ କ୍ବାରେଣ୍ଟିନ ଓ ୨୪ ଲୋକାଲ କଣ୍ଟ୍ରାକ୍ଟ କେସ୍ ରହିଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ୩ ଆକ୍ରାନ୍ତ ଘରୋଇ ହସ୍ପିଟାଲରୁ, ୪ ଟି

କେବଳ ନୂଆ ପଦବୀ ସୃଷ୍ଟି ଉପରେ ସାମୟିକ କଟକଣା, ଖାଲି ପଦବୀ ପୂର୍ବ ଭଳି ପୂରଣ କରାଯିବ : ସ୍ପଷ୍ଟୀକରଣ ଦେଲା ଅର୍ଥ…

ଭୁବନେଶ୍ବର, (କଳିଙ୍ଗ ଜ୍ୟୋତି), ୦୮/୦୭ : କରୋନା ଭୂତାଣୁ ଯୋଗୁ ରାଜ୍ୟ ରାଜକୋଷରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ବିଭାଗରେ ନୂଆ ନିଯୁକ୍ତି ସୃଷ୍ଟି ଉପରେ ଗତ ମଙ୍ଗଳବାର ରୋକ୍‌ ଲଗାଇଥିଲେ। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ

‘ମୋ ସରକାର’ ଅଧୀନରେ ହେବ କୋଭିଡ୍‌ ପରିଚାଳନା, ଏଣିକି ମାସ୍କ ନ ପିନ୍ଧିଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୮/୦୭ : ଏଣିକି କୋଭିଡ ପରିଚାଳନା ‘ମୋ ସରକାର’ ଅଧୀନରେ ସାମିଲ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନଫରେନ୍ସିଂରେ ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ‘ମୋ

କରୋନାକୁ ନେଇ ଚାଇନାର ଧମକ: ଏହା ମାତ୍ର ଆରମ୍ଭ , ବିଶ୍ୱ ଆହୁରି କ୍ଷତି ସହିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ବେଜିଂ ୦୯/୦୭ : ଆମେରିକାର ଚାପ ପଡିବା ସତ୍ତ୍ୱେ ଚାଇନା ସାରା ବିଶ୍ୱକୁ ପୁଣି ଧମକ ଦେଇଛନ୍ତି। କରୋନା ଯୋଗୁ ସାରା ବିଶ୍ୱ ଆହୁରି କ୍ଷତି ସହିବ ବୋଲି ଚାଇନା ପକ୍ଷରୁ କୁହାଯାଇଛି। ଚାଇନା ସରକାରଙ୍କ ନିୟନ୍ତ୍ରଣାଧୀନ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ

କନ୍ଧମାଳ ପୋଲିସକୁ ମାଓ ଦମନରେ ପ୍ରଶଂସନୀୟ ପଦକ୍ଷେପ ପାଇଁ ସାବାସୀ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୮/୦୭ : ମୁଖ୍ୟମନ୍ତ୍ରୀ କନ୍ଧମାଳ ଏସପିଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରି ତାଙ୍କୁ ଓ ତାଙ୍କ ଟିମକୁ ମାଓ ଦମନରେ ବିଶେଷ ଭୂମିକା ପାଇଁ ସାଧୁବାଦ ଜଣାଇଛନ୍ତି। କନ୍ଧମାଳ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ଦମନ କରିବା ନେଇ ଓଡ଼ିଶା ପୋଲିସର

ଅଡୁଆରେ ପକାଇଲା ‘ଛେଣ୍ଡିପଦା ରାଣୀ’ : ଥାନାକୁ ଟଣାହେଲେ ଗାୟକ ହ୍ୟୁମାନ ସାଗର

ଅନୁଗୁଳ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୭।୦୭ : 'ଛେଣ୍ଡିପଦା ରାଣୀ’ ଗୀତ ଗାଇ ଅଡୁଆରେ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ହ୍ୟୁମାନ ସାଗରଙ୍କ ନାମରେ ଛେଣ୍ଡିପଦା ଥାନାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛି ଛେଣ୍ଡିପଦା ଯୁବ ମଞ୍ଚ।

ବରିଷ୍ଠ ନାଗରିକଙ୍କୁ ଭେଟି : ଆସିବ ସ୍ବତନ୍ତ୍ର ଯୋଜନା, ଉପକୃତ ହେବ ୧୦ ଲକ୍ଷ ବରିଷ୍ଠ ନାଗରିକ

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୭/୦୭ : ରାଜ୍ୟରେ ଖୁବ୍‌ଶୀଘ୍ର ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଯୋଜନାର ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ ହେବ। ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ସ୍ବତନ୍ତ୍ର ଯୋଜନାକୁ ରାଜ୍ୟ ସରକାର ସହମତି ପ୍ରକାଶ କରିଛନ୍ତି। ମୋବାଇଲ ଭ୍ୟାନ୍‌

ଚୀନର ସାଙ୍ଘାତିକ ଷଡ଼ଯନ୍ତ୍ର : ନେପାଳରେ କୋମଳମତି ସ୍କୁଲ ପିଲାଙ୍କ ମନରେ ଭାରତ ପ୍ରତି ଘୃଣା ଭାବର ବିଷ ବଳୟ ସୃଷ୍ଟି…

ନୂଆଦିଲ୍ଲୀ / କାଠମାଣ୍ଡୁ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୭/୦୭ : ଭାରତ - ନେପାଳ ସୀମାରେ ଥିବା ସ୍କୁଲ ଗୁଡ଼ିକରେ କୋମଳମତି ଛାତ୍ରୀଛାତ୍ରଙ୍କୁ ଚାଇନା ଭାଷା ଶିକ୍ଷା ଦିଆଯିବା ସହିତ ଭାରତ ବିରୋଧରେ ଉସୁକାଇବା କାମ ମଧ୍ୟ କରାଯାଉଛି। ନେପାଳୀ ସ୍କୁଲ ପିଲାଙ୍କ ମନରେ ଭାରତ ପ୍ରତି ଘୃଣା ଭାବନା

ଦୁଇ ଦେଶର ସହମତି ପରେ ପଛକୁ ହଟୁଛନ୍ତି ସେନା,ଗଲୱାନ ଘାଟିରେ ଖୁବ୍ ଶୀଘ୍ର ଫେରିବ ପୂର୍ବାବସ୍ଥା

କନକ ବ୍ୟୁରୋ : ଗଲୱାନ ଘାଟିରେ ଖୁବ୍ ଶୀଘ୍ର ଫେରିବ ପୂର୍ବାବସ୍ଥା । ଦୁଇ ଦେଶର ସହମତି ପରେ ପଛକୁ ହଟୁଛନ୍ତି ସେନା । ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁସାରେ ଭାରତ-ଚୀନ୍ ବିବାଦ ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନ୍ର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ୨
error: Content is protected !!
Open chat