Browsing Category
Political
ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜି ଟଣ୍ଡୋନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର : ଉତ୍ତର ପ୍ରଦେଶ ରାଜ୍ୟପାଳଙ୍କୁ ଅତିରିକ୍ତ…
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜି ଟଣ୍ଡୋନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ପଟେଲଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍!-->…
ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଯୁବ ସମ୍ବାଦ ଭର୍ଚୁଆଲ ରାଲି ଅନୁଷ୍ଠିତ
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୯/୦୬ : ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବପିଢି ମାନଙ୍କୁ ନିଜ ଗୁରୁଜନ ମାନଙ୍କ ସହ କଥାବର୍ତା କରିବା ଓ ସେମାନଙ୍କୁ ଟେକ୍ନୋଲୋଜି ପ୍ଲାଟଫର୍ମରେ ଯୋଡିବା ପାଇଁ ଆହ୍ୱାନ କରିଛନ୍ତି । ଏହି ମର୍ମରେ ରାଜ୍ୟ!-->!-->!-->…
ଭାରତକୁ ହଇରାଣ କରିବା ଲାଗି ଷଡ଼ଯନ୍ତ୍ର : ଗିଲ୍ଗିଟ୍-ବଲ୍ଟିସ୍ତାନରେ ୧୮ ଅଗଷ୍ଟରେ ନିର୍ବାଚନ କରିବ ପାକିସ୍ତାନ :…
ଇସଲାମାବାଦ୍, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୮।୬ : ଗିଲ୍ଗିଟ୍-ବଲ୍ଟିସ୍ତାନକୁ ଭାରତର ଅଭିନ୍ନ ଅଙ୍ଗ ବୋଲି ପୂର୍ବରୁ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ ଉଦ୍ଦେଶ୍ୟରେ କୁହାଯାଇଥିଲା। ତେବେ ପାକିସ୍ତାନ ଏହାକୁ ନ ମାନି ଏଭଳି କାର୍ଯ୍ୟ କରୁଥିବାରୁ ଭାରତ ପକ୍ଷରୁ ବିରୋଧ କରାଯାଉଛି।!-->…
ଦିଲ୍ଲୀରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାର ପ୍ରସ୍ତୁତ : ଅମିତ ଶାହା
ଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୮/୦୬ : ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ଏକ ସାକ୍ଷାତକାରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି ଯେ, ଦିଲ୍ଲୀରେ ଆଇଶୋଲେସନ ଶଯ୍ୟା ଏବଂ ଆଇସିୟୁ ଚିକିତ୍ସା ଯଥେଷ୍ଟ ହ୍ରାସ ପାଇଛି ଏବଂ ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ସେ!-->…
ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ରାଜନୈତିକ ବିଦ୍ରୋହ ଉପରୁ ଧ୍ୟାନ ହଟାଇବା ଲାଗି ଉଦ୍ୟମ : ହିନ୍ଦୀ ଭାଷା ଉପରେ…
କାଠମାଣ୍ଡୁ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୭/୦୬ : ନେପାଳରେ ଏବେ ରାଜନୈତିକ ବିଦ୍ରୋହ ଆରମ୍ଭ ହେଇଛି। ପ୍ରଧାନମନ୍ତ୍ରୀ କେ. ପି. ଓଲି ଏହା ଉପରୁ ଜନସାଧାରଣଙ୍କ ଧ୍ୟାନ ହଟାଇବା ଲାଗି ଭାରତ ବିରୋଧୀ ପଦକ୍ଷେପ ନେଇ ଚର୍ଚ୍ଚାରେ ରହିବାକୁ ଉଦ୍ୟମ କରୁଛନ୍ତି। ସୂଚନାଯୋଗ୍ୟ, ଓଲି ଏବେ ଦେଶରେ ଏକ!-->…
ଦେଶରେ ଅନଲକ୍ ୨.୦ ଲାଗୁ ହେବାକୁ ଖୁବଶୀଘ୍ର ହୋଇପାରେ ନିଷ୍ପତ୍ତି।
ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି) ୨୬।୦୬: ଏବେ ଦେଶରେ ଅନଲକ୍ ୨.୦ ଲାଗୁ ହେବାକୁ ଯାଉଛି। କରୋନା ଭାଇରସ୍ ଲକ୍ଡାଉନ୍ରେ ଦେଶରେ ଯାହା ସବୁ ଗତିବିଧି ବନ୍ଦ ଥିଲା ସେସବୁ ଖୋଲିବାର ପ୍ରକ୍ରିୟା ଅନଲକ ୧.୦ରେ ଆରମ୍ଭ ହୋଇଥିଲା। ମାତ୍ର ଯେଉଁଭଳି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ!-->!-->!-->…
ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ଭୟଙ୍କର ସ୍ଥିତି ଆଡକୁ ଗତି କରୁଛି ।
ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି) ୨୬/୦୬ : ଉଭୟ ପକ୍ଷର ସୈନ୍ୟ ଛାଉଣୀ ଓ ଅସ୍ତ୍ରଶସ୍ତ୍ର ଠୁଳ ରଣନୀତି ଆଗାମୀ ଦିନରେ ଯୁଦ୍ଧକୁ ଆମନ୍ତ୍ରଣ କରିପାରେ ବୋଲି ବିଭିନ୍ନ କୂଟନୈତିଜ୍ଞ ମାନେ ମତ ଦେଉଛନ୍ତି । ଲଦାଖ ସୀମାରେ ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ଭୟଙ୍କର ସ୍ଥିତି ଆଡକୁ ଗତି କରୁଛି,!-->…
ଖୁବଶିଘ୍ର ରାଜ୍ୟ କଂଗ୍ରେସରେ ହୋଇପାରେ ବଡ ପରିବର୍ତ୍ତନ: ଆଶାୟୀ ଅଛନ୍ତି ବହୁ ଟାଣୁଆ ନେତା
ଭୁବନେଶ୍ବର୨୬/୬: ରାଜ୍ୟ କଂଗ୍ରେସରେ ହୋଇପାରେ ବଡ ପରିବର୍ତ୍ତନ, ବଦଳି ପାରେ ପିସିସି ଚୌକି, ରେସ୍ରେ ଅଛନ୍ତି ବହୁ ଟାଣୁଆ ନେତା । ଖୁବଶିଘ୍ର ହୋଇପାରେ ପିସିସି ସଭାପତି ପରିବର୍ତ୍ତନ । ଏଭଳି ଠୋସ ଆଭାସ ମିଳିଲାଣି। କାରଣ ଜୁଲାଇ ମାସରେ ଏଆଇସିସିର ପୁନଃଗଠନ ହେବ। ସୋନିଆ ଗାନ୍ଧୀ ଦାୟୀତ୍ବ!-->…
ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ବିଶିଷ୍ଟବ୍ଯକ୍ତି ଙ୍କ ଅଭିନନ୍ଦନ।
ଆଜି ଆମ ଓଡ଼ିଶାମାଟି ର ସୁଯୋଗ୍ୟ ସନ୍ତାନ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ବହୁ ବିଶିଷ୍ଟ ବ୍ଯକ୍ତି ମାନେ ତାଙ୍କୁ ଟ୍ବିଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ, ଲୋକସଭା ବାଚସ୍ପତି, କେନ୍ଦ୍ର ଗ୍ରୁହମନ୍ତୀ, ବିଜେପି ରାଷ୍ଟ୍ରୀୟ!-->…
ମୁମ୍ବାଇରେ ସପ୍ତାହେ ମଧ୍ୟରେ ଖୋଲିବ ଜିମ୍-ସେଲୁନ !
ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୬/୦୬: ଏବେ ଲକ୍ଡାଉନ ନିୟମରେ କୋହଳ ହୋଇଥିଲେ ମଧ୍ୟ ଅଧିକାଂଶ ରାଜ୍ୟରେ ମଲ୍, ସିନେମା ହଲ୍, ଜିମ୍, ସେଲୁନ ଆଦିକୁ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇ ନାହିଁ। ଏବେ ମହାରାଷ୍ଟ୍ର ସରକାର ଗୋଟିଏ ସପ୍ତାହ ମଧ୍ୟରେ ଜିମ୍ ଓ ସେଲୁନ ଖୋଲିିବା କଥା!-->…
