Browsing Category
Political
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ : ଆସିପାରେ କରୋନା ମହାମାରୀର ତୃତୀୟ କିମ୍ବା ଚତୁର୍ଥ ଲହର
ନୂଆଦିଲ୍ଲୀ : କିଛିଦିନ ଧରି କରୋନା ସଂକ୍ରମଣ ହ୍ରାସ ପରେ ପୁଣି ଥରେ ସାରା ବିଶ୍ୱରେ ଏହାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସାରା ବିଶ୍ୱରେ ଗତ ୨୪ ଘଣ୍ଟା ମଧ୍ୟରେ ତିନି ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି, ଫଳରେ ସଂକ୍ରମଣ ସଂଖ୍ୟା ୧୧ କୋଟି ୭୦ ଲକ୍ଷରୁ ଅଧିକ ହୋଇଯାଇଛି। ଅନ୍ୟ!-->…
ମୁଖ୍ୟ ସଚିବଙ୍କ ଯାଜପୁର ଜିଲ୍ଲା ଗସ୍ତ
ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ
ଯାଜପୁର : ଯାଜପୁର ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରାଯାଉଛି। ବିଭିନ୍ନ ମେଗା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯିବା ସହ ତାହାର ସୁଫଳ ଲୋକମାନଙ୍କୁ ଯଥାଶୀଘ୍ର ମିଳିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର!-->!-->!-->…
ବିଗିଡ଼ିଲା ସାଧ୍ବୀ ପ୍ରଜ୍ଞାଙ୍କ ସ୍ବାସ୍ଥ୍ୟାବସ୍ଥା, ଚିକିତ୍ସା ପାଇଁ ବିମାନ ଯୋଗେ ମୁମ୍ବାଇ ନିଆଗଲା
ଭୋପାଳ: ବିଗିଡିଲା ମଧ୍ୟପ୍ରଦେଶର ଭୋପାଳରୁ ବିଜେପି ସାଂସଦ ଥିବା ସାଧ୍ବୀ ପ୍ରଜ୍ଞା ସିଂ ଠାକୁରଙ୍କ ସ୍ୱାସ୍ଥ୍ୟାବସ୍ଥା। ହଠାତ ସ୍ବାସ୍ଥ୍ୟାବସ୍ଥାରେ ସମସ୍ୟା ଦେଖାଯିବାରୁ ପ୍ରଜ୍ଞା ସିଂ ଠାକୁରଙ୍କୁ ବିମାନ ଯୋଗେ ଚିକିତ୍ସା ପାଇଁ ମୁମ୍ବାଇ ନିଆଯାଇଛି। ବିଜେପି ସାଂସଦଙ୍କ କାର୍ଯ୍ୟାଳୟ!-->…
କରୋନା ଟୀକାକରଣ ପାଇଁ ସମୟସୀମାର ଅଙ୍କୁଶ ହଟିଲା,ଏବେ ସପ୍ତାହରେ ସବୁଦିନ ଦିଆଯିବ ଟୀକା:ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ…
ନୂଆଦିଲ୍ଲୀ,୩ ।୩: କରୋନା ମହାମାରୀକୁ ସମ୍ପୂର୍ଣ୍ଣ ଭାବରେ ନିପାତ କରିବା ପାଇଁ ସାରା ବିଶ୍ୱ ସହିତ ଆମ ଦେଶରେ ଚାଲିଛି ଟୀକାକରଣ । ଏବେ ଟୀକାକଣ ନେଇ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ ବୁଧବାର କରିଛନ୍ତି ବଡ ଧରଣର ଘୋଷଣା । ସେ କହିଛନ୍ତି, ସରକାର କରୋନା ନିରୋଧି ଟୀକା ଲଗାଇବାର ବେଗ ବଢାଇବା!-->…
ଗୁଲାମ ନବୀଙ୍କ ସମର୍ଥନରେ ମୁହଁ ଖୋଲିଲା ବିଜେପି; କହିଲା, ତାଙ୍କପରି ନେତାଙ୍କୁ କଂଗ୍ରେସ ‘ସରବ୍ୟ’ କରିବା ଦୁଃଖଦାୟକ
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଖୋଲାଖୋଲି ପ୍ରଶଂସା କରି ନିଜ ଦଳ ମଧ୍ୟରେ ସମାଲୋଚନାର ସରବ୍ୟ ହେବା ପରେ ଗୁଲାମ ନବୀଙ୍କୁ ସମର୍ଥନ ଦେବାକୁ ଆଗେଇ ଆସିଛି ଭାରତୀୟ ଜନତା ପାର୍ଟି (ବିଜେପି)।
ଆଜି (ମଙ୍ଗଳବାର) ନୂଆଦିଲ୍ଲୀ!-->!-->!-->…
କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିଲ୍ଲୀ ଏମ୍ସରେ କରୋନା ଟିକା ନେଇଛନ୍ତି। ପ୍ରଧାନମନ୍ତ୍ରୀ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ନେଇଛନ୍ତି। ପୁଡୁଚେରୀର ସେବିକା ପି.ନିଭେଦା ଶ୍ରୀ ମୋଦୀଙ୍କୁ ଟିକା ଦେଇଛନ୍ତି। ଭାରତରେ ନିର୍ମିତ ଟିକା ସୁରକ୍ଷିତ ଓ!-->…
ଆଜିଠୁ ବୟସ୍କଙ୍କୁ ଟିକାଦାନ
ଭୁବନେଶ୍ୱର : ଷାଠିଏ ବର୍ଷରୁ ଅଧିକ ବୟସ୍କ ସାଧାରଣ ବ୍ୟକ୍ତି ଓ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ୍ ବୟସ୍କ ବ୍ୟକ୍ତିମାନଙ୍କ ଲାଗି ସୋମବାରଠାରୁ ରାଜ୍ୟରେ କରୋନା ଟିକାକରଣ କାର୍ଯ୍ୟ ଆରମ୍ଭ କରାଯିବ। ୬୦ ବର୍ଷରୁ ଅଧିକ ବୟସ୍କ ସାଧାରଣ ବ୍ୟକ୍ତି ପରିଚୟପତ୍ର ଦେଖାଇ!-->…
ଯେଉଁଠି ପଡୁଛି, ଯେତେବେଳେ ପଡୁଛି, ବର୍ଷାକୁ ଧର: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଆଜି ‘ମନ୍କି ବାତ୍’ରେ ଜଳ ସଙ୍କଟ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଜଳ ସଂରକ୍ଷଣ ପ୍ରତି ସାମୂହିକ ଦାୟିତ୍ୱବୋଧକୁ ଆମେ ହୃଦୟଙ୍ଗମ କରିବା ଆବଶ୍ୟକ। ଅଳ୍ପ କେତେ ଦିନ ମଧ୍ୟରେ ଜଳଶକ୍ତି ମନ୍ତ୍ରାଳୟ ‘ବର୍ଷା ଧରା’ ଅଭିଯାନ ଆରମ୍ଭ କରିବ। ଏହାର ସ୍ଲୋଗାନ୍ ହେଉଛି,!-->…
ସି-ଭୋଟର ସର୍ଭେ : ବାଂଲାରେ ମମତା, ଆସାମରେ ସର୍ବାନନ୍ଦ ଫେରିବା ସମ୍ଭାବନା
ନୂଆଦିଲ୍ଲୀ : ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ସହିତ ଫଳାଫଳ ନେଇ ତର୍ଜମା ଆରମ୍ଭ ହୋଇଯାଇଛି। ସି-ଭୋଟର ପକ୍ଷରୁ ଶନିବାର ଏ ସଂକ୍ରାନ୍ତ ଓପିନିୟନ ପୋଲ୍ ଫଳାଫଳ ପ୍ରକାଶ କରାଯାଇଛି। ଏଥିରେ ସର୍ବାଧିକ ଚର୍ଚ୍ଚାରେ ଥିବା!-->…
ଫେବ୍ରୁଆରି ମାସରେ ଥିବା କରୋନା ଗାଇଡଲାଇନ୍ ଅବଧିକୁ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ସାରା ଦେଶରେ ମାର୍ଚ୍ଚ ୩୧ ତାରିଖ ଯାଏ ବଢିଲା କରୋନା ଗାଇଡଲାଇନ୍ ଅବଧି । କରୋନା ସଂକ୍ରମଣ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ବିଭାଗ । ଗାଇଡଲାଇନ୍ ଅନୁଯାୟୀ, ପୂର୍ବଭଳି ଜାରି ରହିବ କଣ୍ଟେନମେଣ୍ଟ ବ୍ୟବସ୍ଥା ଓ ସାବଧାନତା । ତେବେ ଟିକାକରଣ ତ୍ୱରାନ୍ୱିତ କରିବାକୁ!-->…
