Browsing Category
Political
ସ୍ବଚ୍ଛତା ମିସନ୍ରୁ ପ୍ରାପ୍ତ ଶିକ୍ଷା କରୋନା ଭାଇରସ୍ ଲଢ଼େଇରେ ଗୁରୁତ୍ବପୂର୍ଣ୍ଣ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୮: ସ୍ବଚ୍ଛତା ମିସନ୍ରୁ ପ୍ରାପ୍ତ ଶିକ୍ଷା କରୋନାଭାଇରସ୍ ଲଢ଼େଇରେ ଗୁରୁତ୍ବପୂର୍ଣ୍ଣ ବୋଲି ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ର ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍କୁଲ୍ ପିଲାମାନଙ୍କୁ ଉତ୍ସାହ ଦେଇ କହିଛନ୍ତି।!-->…
ବିଶ୍ୱର ୪ ନମ୍ବର ଧନୀରେ ପରିଣତ ହେଲେ ମୁକେଶ ଅମ୍ବାନି, ୮୦ ବିଲିୟନ୍ ଡଲାର ଟପିଲା ସମ୍ପତ୍ତି
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୯/୦୮: : କରୋନା ମହାମାରୀ ଯୋଗୁଁ ଅର୍ଥନୀତି ମାନ୍ଦାବସ୍ଥାର ସମ୍ମୁଖୀନ ହେଉଥିବାବେଳେ ଭାରତୀୟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନିଙ୍କ ପାଇଁ ଏବେ ଭଲ ସମୟ ଚାଲିଛି । ବିଶ୍ୱ ଧନୀ ତାଲିକାରେ ସେ ଗୋଟିକ ପରେ ଗୋଟିଏ ସିଡ଼ି ଚଢି!-->…
ରାମକୋ ସିମେଣ୍ଟ କାରଖାନା : ହରିଦାସପୁର କାରଖାନା ପାଇଁ ଜାଲ ଦସ୍ତଖତରେ ଗୋଚର, ଦେବୋତ୍ତର ଓ ସରକାରୀ ଜମି ହଡପ ଅଭିଯୋଗ…
ଗୋଚର,ଦେବୋତ୍ତର ଓ ସରକାରୀ ଜମି ହାତେଇଛି ରାମକୋଥାନୁଆଳ ସରପଞ୍ଚଙ୍କ ଦସ୍ତଖତ ଜାଲକରି ଜମି ହଡପ୍ସ୍ଥାନୀୟ ନିଯୁକ୍ତିକୁ ଜାଣିଶୁଣି ଉପେକ୍ଷାପରିବେଶ ମଞ୍ଜୁରୀକୁ ଫୁସରପଞ୍ଚ ଦେଲେ ଆନ୍ଦୋଳନ ଧମକ
ପଦାରେ ପଡିଲା ରାମକୋ ସିମେଣ୍ଟ କାରଖାନାର ଭୟଙ୍କର କେଳଙ୍କାରୀ - ଏହି କଥା ଆଉ କେହି ନୁହେଁ ବରଂ!-->!-->!-->…
କୋଭିଡ୍ ସମୟରେ, JEE ମେନ୍ ୨୦୨୦ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୮: କୋଭିଡ୍ ସମୟରେ JEE ପରୀକ୍ଷା ପରିଚାଳନା କର୍ତ୍ତୃପକ୍ଷଙ୍କ ତରଫରୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରୀ କରାଯାଇଛି। ଜାଣି ନିଅନ୍ତୁ କ’ଣ ରହିଛି ଏଥିରେ :-
– COVID-୧୯ ହେତୁ, ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନେକ ସମୟ ଏବଂ!-->!-->!-->!-->!-->…
ଦେଶର ନୂଆ ସିଏଜି ଭାବେ ଶପଥ ନେଲେ ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୮/୦୮: ଦେଶର ନୂଆ ସିଏଜି ଭାବେ ଶପଥ ଗ୍ରହଣ କଲେ ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାମନ୍ତ୍ରୀ!-->…
ଅଯୋଧ୍ୟାରେ ମସ୍ଜିଦ ଉଦ୍ଘାଟନ ଉତ୍ସବରେ ଯୋଗ ଦେବେନି ଯୋଗୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୮/୦୮ : ଅଯୋଧ୍ୟାରେ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ଉତ୍ସାହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମସ୍ଜିଦକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି। ସୁପ୍ରମିକୋର୍ଟ ନିର୍ଦେଶକ୍ରମେ ମୁସଲମାନମାନଙ୍କୁ ବାବ୍ରି ମସ୍ଜିଦର ବିକଳ୍ପ!-->…
ଚାନ୍ଦବାଲି ଅଞ୍ଚଳରେ ବିକାଶର ଆଉ ଏକ ନଗ୍ନ ଚିତ୍ର : ପକ୍କା ରାସ୍ତା ନ ଥିବାରୁ ଗାଁକୁ ଯାଇ ପାରିଲାନାହିଁ ଗାଡି,…
ଭଦ୍ରକ/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୦୮ : ପୁଣି ଥରେ ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକରେ ବିକାଶର ଏକ ନଗ୍ନ ଚିତ୍ର ପଦାରେ ପଡିଛି । ଗାଁ ରାସ୍ତା ମାଟି କାଦୁଅ ପଚପଚ ହେଉଥିବାରୁ କୌଣସି ଚାରିଚକିଆ ଗାଡି ନଯିବା ଫଳରେ ବାଧ୍ୟହୋଇ ଜଣେ ୭୦ ବର୍ଷିୟା ବୃଦ୍ଧାଙ୍କୁ ସାଙ୍ଗୀ-ଦୋଳିରେ!-->…
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଶ୍ରେଷ୍ଠ, କେଜ୍ରିୱାଲ ୨ୟ ଓ ୬ଷ୍ଠରେ ନବୀନ:…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୦୮ : ଦେଶରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରେଷ୍ଠ। ତାଙ୍କ ପଛକୁ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ୩ୟ ସ୍ଥାନରେ ଅଛନ୍ତି ଆନ୍ଧ୍ରପ୍ରଦେଶ!-->…
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରୋନାରୁ ଆଶୁ ଆରୋଗ୍ଯ କାମନା କରି SRCT ଅଧ୍ୟକ୍ଷ ରଞ୍ଜିତ…
ସୁଲୋଚନା ରାମକୃଷ୍ଣ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ରଞ୍ଜିତ ମହାପାତ୍ର କେନ୍ଦ୍ର ପିଏନଜି-ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରୋନାରୁ ଶୀଘ୍ର ଆରୋଗ୍ୟ କାମନା ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଠାରେ ଦୀପ ଦାନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଅତି ଘନିଷ୍ଠ!-->…
ବିହାରର ବାଲ୍ମିକୀ ଟାଇଗର ରିଜର୍ଭ ଫରେଷ୍ଟ ନିକଟସ୍ଥ ବିବାଦୀୟ ନୋ ମ୍ୟାନସ୍ ଲ୍ୟାଣ୍ଡରେ ଏକ ହେଲିପ୍ୟାଡ ନିର୍ମାଣ କରୁଛି…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୮/୦୮: ବିହାର ପଶ୍ଚିମ ଚମ୍ପାରଣ ଜିଲ୍ଲା ବାଲ୍ମିକୀ ଟାଇଗର ରିଜର୍ଭ ଫରେଷ୍ଟ ନିକଟସ୍ଥ ନୋ ମ୍ୟାନସ୍ ଲ୍ୟାଣ୍ଡରେ ନେପାଳ ସରକାର ଏକ ହେଲିପ୍ୟାଡ ନିର୍ମାଣ କାମ ହାତକୁ ନେଇଛନ୍ତି। ଏହା ସହ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲ୍ଲାରେ ୩୬୦ ଡିଗ୍ରି!-->…
