Browsing Category

Political

ଅଗଷ୍ଟ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୮ କରୋନା ମହାମାରୀ ବ୍ୟାପୁଥିବାର ଦେଖି ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସସପେଣ୍ଡ କରିବା ନେଇ ଘୋଷଣା କରିଛି ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ)। ଶୁକ୍ରବାର ଅପରାହ୍ଣରେ ଏହି ଘୋଷଣା

ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ଆକାଉଣ୍ଟରୁ ୧୫ କୋଟି ଗାଏବ: ଲଣ୍ଡରିଂ ମାମଲା ଦାଖଲ କଲେ ଏନଫୋର୍ସମେଣ୍ଟ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୧/୦୮: ଜୁଲାଇ ୩୧: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଜଡିତ 15 କୋଟି ଟଙ୍କା ମୂଲ୍ୟର କାରବାର ଉପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମାମଲା ରୁଜୁ କରିଛି। ଇଡି ର ଏକ ବିଶେଷ ସୂତ୍ରରୁ ପ୍ରକାଶ ଯେ’ ଇଡି ପ୍ରିଭେନସନ୍ ଅଫ୍ ମନି

ସଜେଇ ହେଲାଣି ରାମନଗରୀ ଅଯୋଧ୍ୟା : ୧ ଲକ୍ଷ ୧୧ହଜାର ଲଡ଼ୁରେ ମଣୋହି ହେବେ ରାମଲଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୮: ସଜେଇ ହେଉଛି ଅଯୋଧ୍ୟା। ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜନ ପାଇଁ ତୈୟାର ହେଉଛି ଶ୍ରୀରାମଙ୍କ ସହର। ମନ୍ଦିର ଚାରିପଟକୁ ବିଭିନ୍ନ ରଙ୍ଗ ବେରଙ୍ଗରେ ସଜା ଯାଉଛି। ତାସହ ସହରର ଗଳି କନ୍ଧିରେ ଏବେ ରାମଙ୍କ ଗାଥାକୁ ଚିତ୍ରରେ ଅଙ୍କା ଯାଉଛି।

ଆମେରିକାର ଚୀନ୍ ଉପରେ ‘ଡିଜିଟାଲ୍ ଷ୍ଟ୍ରାଇକ୍’: ୨୪ଘଣ୍ଟା ମଧ୍ୟରେ ଟିକ୍ ଟକ୍ ଉପରେ ଲାଗିପାରେ ପ୍ରତିବନ୍ଧକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୮: କରୋନା ଭୂତାଣୁ ମହାମାରୀର ରୂପ ନେବା ପରଠାରୁ ଚୀନ୍ ସହ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କ ତିକ୍ତ ହୋଇଛି | ଅନେକ ସାକ୍ଷାତକାରରେ ଡୋନାଲ୍ଡ ଟ୍ରମ୍ପ ଚୀନକୁ ଟାର୍ଗେଟ କରିଛନ୍ତି ଏବଂ କରୋନା ଭୂତାଣୁ ବିସ୍ତାର ପାଇଁ ଚୀନକୁ

‘ସୋଆ ବିଶ୍ୱବିଦ୍ୟାଳୟ’ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଛି –…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୧/୦୮ : ଦୁଇ ଦଶନ୍ଧି ତଳେ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟ ଆଜି ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି। ‘କେବଳ ଚାକିରି ଖଣ୍ଡେ ପାଇବା ପାଇଁ ଡିଗ୍ରି ଆହରଣ କର ନାହିଁ, ବରଂ ଜ୍ଞାନ ଆହରଣ କରି

ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ଅଟକ ସମୟସୀମା ଆଉ ତିନି ମାସ ବଢ଼ିଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୮ : ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀର ପ୍ରଶାସନ ‘ପବ୍ଲିକ୍ ସେଫ୍‌ଟି ଆକ୍ଟ୍‌’ରେ ‘ପିପୁଲ୍ସ୍‌ ଡେମୋକ୍ରାଟିକ୍ ପାର୍ଟି’ର ମୁଖ୍ୟ ତଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ଅଟକ ସମୟସୀମା ପୁଣି ତିନି ମାସ ବଢ଼ାଇ

ଆଇପିଏଲ୍‍ ଭାଷ୍ୟକାର ତାଲିକାରେ ସାମିଲ ପାଇଁ ମାଞ୍ଜ୍ରେକରଙ୍କ ଅନୁରୋଧ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୧/୦୮: ଚଳିତ ବର୍ଷ ମାର୍ଚ୍ଚରେ ପୂର୍ବତନ ଭାରତୀୟ ବ୍ୟାଟ୍‍ସମ୍ୟାନ ସଞ୍ଜୟ ମାଞ୍ଜ୍ରେକରଙ୍କୁ ତା’ର ଭାଷ୍ୟକାର ପ୍ୟାନେଲରୁ ବାଦ୍‍ ଦେଇଥିଲା ବିସିସିଆଇ। ଭାରତରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିରୋଧରେ ସୀମିତ ଓଭର ସିରିଜ୍‍ ପୂର୍ବରୁ ବିସିସିଆଇ ଏପରି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ କାର୍ଯ୍ୟକ୍ଷମ କରାଇବାରେ ରାଜ୍ୟ ସରକାର ବିଫଳ : ଦିଲୀପ ମହାନ୍ତି

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୧/୦୮ : ରାସ୍ତା ପାର୍ଶ୍ୱ ଉଠା ଦୋକାନୀମାନଙ୍କୁ (ଷ୍ଟ୍ରିଟ୍ ଭେଣ୍ଡର)ବୀମାଭୃକ୍ତ କରାଇପ୍ରିମିୟମ ରାଶି ରାଜ୍ୟସରକାର ଦେବା ପାଇଁ ବିଜେପି ପକ୍ଷରୁ ଚଳିତ ମାସ ୨୪ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦାବି କରାଯାଇଥିଲା। ଏହାର ଜବାବରେ ସରକାରୀ

ଆଜିଠୁ ବଡ଼ ପରିବର୍ତ୍ତନ:ଅନଲାଇନ ସପିଂ କଲେ ଯେ କୌଣସି ଉତ୍ପାଦ ବିଷୟରେ ବିଶେଷ ସୂଚନା; ଶସ୍ତା ହେବ କାର୍‌, ବାଇକ୍; ୫…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୮:ଆଜି ଅଗଷ୍ଟ ୧ ତାରିଖ। ଆଜିଠାରୁ ଦେଶରେ ହେବାକୁ ଯାଉଛି ଅନେକ ପରିବର୍ତ୍ତନ। ଯଦି ଆପଣ ଡିଜିଟାଲ କାରବାର କରୁଥାନ୍ତି, ତେବେ ଏହି ପରିବର୍ତ୍ତନ ବିଷୟରେ ଆପଣ ନିହାତି ଜାଣି ରଖିବା ଦରକାର। ଆଜିଠାରୁ ଅନଲାଇନ ସପିଂ କଲେ ଆପଣ ଯେକୌଣସି ଉତ୍ପାଦ

ପୂର୍ବତନ ଲୋକସଭା ସାଂସଦ ଏବଂ ରାଜ୍ୟସଭା ସାଂସଦଙ୍କ ବ୍ୟାଙ୍କ୍ ଖାତା ବନ୍ଦ କରିବା ପାଇଁ ଜିଲାପାଳମାନଙ୍କୁ ସରକାର…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୧/୦୮: ପୂର୍ବତନ ଲୋକସଭା ସାଂସଦ ଏବଂ ରାଜ୍ୟସଭା ସାଂସଦଙ୍କ ବ୍ୟାଙ୍କ୍ ଖାତା ଗୁଡ଼ିକ ବନ୍ଦ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଜିଲାପାଳମାନଙ୍କୁ ସରକାର ନିର୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତ ରେ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ଡି.କେ ଜେନା
error: Content is protected !!
Open chat