Browsing Category

Political

କୋଭାକ୍ସିନ ଉତ୍ପାଦନରେ ବାଛୁରୀ ସିରମ ବ୍ୟବହାର କରାଯାଉନାହିଁ : ସରକାର

ନୂଆଦିଲ୍ଲୀ ୧୬/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : କରୋନା ଟିକା କୋଭାକ୍ସିନ ପ୍ରସ୍ତୁତିରେ କଣ ବାଛୁରୀ ସିରମ (ରକ୍ତ ନମୁନା) ବ୍ୟବହାର ହେଉଛି ? ଏପରି ଏକ ପ୍ରଶ୍ନ ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ହୋଇଛି ? କୋଭାକ୍ସିନ ପ୍ରସ୍ତୁତିରେ କଅଁଳା ବାଛୁରୀର ରକ୍ତ ବ୍ୟବହାର କରାଯାଉଥିବା

ଅନଲକ୍‍ ପ୍ରକ୍ରିୟା ନେଇ ନିଷ୍ପତି ଖୁବଶୀଘ୍ର

ଦିନେ-ଦୁଇ ଦିନ ମଧ୍ୟରେ ଏସଆରସି ଜାରୀ କରିବେ ବିସ୍ତୃତ ଗାଇଡଲାଇନ୍‍ ଭୁବନେଶ୍ୱର ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ରାଜ୍ୟରେ କରୋନା ସ୍ଥିତିକୁ ଆଖି ଆଗରେ ରଖି ରାଜ୍ୟ ସରକାର ଅନଲକ ପ୍ରକ୍ରିୟା ନେଇ ଖୁବ ଶୀଘ୍ର ନିଷ୍ପତି ଗ୍ରହଣ କରିବେ ବୋଲି ସ୍ୱାସ୍ଥ୍ୟ ସେବା ନିର୍ଦେଶକ ବିଜୟ

ଦୁଇଭାଗ ହେଲା ଏଲଜେପି : ପଶୁପତି କୁମାର ପାରସ ସଂସଦୀୟ ଦଳ ନେତା

ପାଟନା ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଶେଷରେ ଏଲଜେପିରେ ବିଭାଜନ ଘଟିଛି। ପୁତୁରା ଚିରାଗ ପାଶୱାନଙ୍କୁ ଅଲଗା କରି ଦାଦା ପଶୁପତି କୁମାର ପାରସ ଲୋକସଭାରେ ଲୋକ ଜନଶକ୍ତି ପାର୍ଟିର ସଂସଦୀୟ ଦଳ ନେତା ହୋଇଛନ୍ତି। ଲୋକସଭା ବାଚସ୍ପତି ଓମ୍‍ ବିର୍ଲା ଶ୍ରୀ ପାରସଙ୍କୁ ଲୋକ ଜନଶକ୍ତି

୧୬ରୁ ଖୋଲିବ ରାଜ୍ୟରେ ଥିବା ପ୍ରତ୍ନତତ୍ତ୍ବ ବିଭାଗ ସଂରକ୍ଷିତ ଐତିହ୍ୟସ୍ଥଳୀ

ଭୁବନେଶ୍ବର ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆସନ୍ତା ୧୬ ତାରିଖ ଅର୍ଥାତ ବୁଧବାରଠାରୁ ଖୋଲିବ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ସଂରକ୍ଷିତ ଐତିହ୍ୟସ୍ଥଳୀ । କରୋନା ସଂକ୍ରମଣ ପାଇଁ ଗତ ଏପ୍ରିଲ ୧୫ରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀଗୁଡ଼ିକ ବନ୍ଦ ରହିଥିଛି ।

କରୋନା ଯୋଗୁଁ ଓଜେଇଇ ପରୀକ୍ଷା ସ୍ଥଗିତ, ବଢ଼ିଲା ଆବେଦନର ସମୟ ସୀମା

ଭୁବନେଶ୍ୱର ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)କୁ ସ୍ଥଗିତ କରି ଦିଆଯାଇଛି । ଏହି ପରୀକ୍ଷା ଆସନ୍ତା ୧୭ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବାର ଥିଲା । ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ଥଗିତ

କୋଭିଡ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ କରାଯାଉ : କଂଗ୍ରେସ

ଭୁବନେଶ୍ୱର ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟ ସରକାର କୋଭିଡ ମୃତକଙ୍କ ପତ୍ନୀ ଓ ଅନାଥ ପିଲାଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ମାତ୍ର କୋଭିଡ ମୃତ୍ୟୁ ସମ୍ପର୍କରେ ସଠିକ ତଥ୍ୟ ଲୁଚାଇ ମିଥ୍ୟା ତଥ୍ୟରେ ତାହା କିଭଳି ସମ୍ଭବ ହେବ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ସରକାର ନିଜକୁ କୋଭିଡ

ଏକ ପୃଥିବୀ ଏକ ସ୍ୱାସ୍ଥ୍ୟର ବାର୍ତା ସମଗ୍ର ବିଶ୍ୱରେ ପହଞ୍ଚିବା ଆବଶ୍ୟକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଜି-୭ ଶିଖର ବୈଠକର ପ୍ରଥମ ଆଉଟରିଚ୍‍ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ନୂଆଦିଲ୍ଲୀ ୧୩/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଭବିଷ୍ୟତର ଯେକୌଣସି ମହାମାରୀର ମୁକାବିଲା ନିମନ୍ତେ ବିଶ୍ୱ ଏକତା, ନେତୃତ୍ୱ ଓ ସମର୍ଥନ ପାଇଁ ଆହ୍ୱାନ କରିବା ସହ ଗଣତାନ୍ତ୍ରିକ ଏବଂ ପାରଦର୍ଶୀ

ଆମେରିକାର ସବୁଠାରୁ ବଡ ଚାଷୀ ବିଲ୍‍ ଗେଟସ

ୱାଶିଂଟନ ୧୨/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା, ବିଶ୍ୱର ସବୁଠାରୁ ଧନୀମାନଙ୍କ ମଧ୍ୟରେ ଅନ୍ୟତମ ଏବଂ ଜଣେ ବଦାନ୍ୟ ବ୍ୟକ୍ତି ଭାବରେ ସମସ୍ତେ ବିଲ୍‍ ଗେଟସଙ୍କୁ ଜାଣନ୍ତି। କିନ୍ତୁ ହୁଏତ କମ୍‍ ଲୋକ ଏକଥା ଜାଣିଥିବେ ଯେ, ସେ ହେଉଛନ୍ତି ଆମେରିକାର ଅନ୍ୟତମ

କୋଭିଡ୍ ମୁକାବିଲା: ପଶ୍ଚିମ ଓଡ଼ିଶା ପାଇଁ ଆଉ ୨୫ କୋଟି ଟଙ୍କାର ସହାୟତା ଘୋଷଣା

ଭୁବନେଶ୍ୱର ୧୧/୦୬/୨୦୨୧ କଳିଙ୍ଗ ଜ୍ଯୋତି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ଗତ ମାସରେ ପଶ୍ଚିମ

ବିଜେପି ଛାଡ଼ି ତୃଣମୂଳ କଂଗ୍ରେସକୁ ଫେରିଲେ ମୁକୁଳ ରାୟ

କୋଲକତା ୧୧/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ମୁକୁଳ ରାୟ ଆଜି ପୁଣି ଥରେ ତୃଣମୂଳ କଂଗ୍ରେସକୁ ଫେରିଯ଼ାଇଛନ୍ତି । ନିଜ ପୁଅ ଶୁଭ୍ରାଂଶୁ ରାୟଙ୍କ ସହ ସେ ତୃଣମୂଳ କଂଗ୍ରେସ ଭବନଠାରେ ସେ ଏହି ଦଳକୁ ଫେରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ
error: Content is protected !!
Open chat