Browsing Category
Political
ରାଉରକେଲାରେ ଗୋରୁ ବୋଝେଇ ପିକଅପ ଜବତ: ୧୧ ଗୋରୁ ଉଦ୍ଧାର, ଜଣେ ଗିରଫ, ଚାଳକ ସମେତ ଅନ୍ୟ ଚାରିଜଣ ଫେରାର
କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଉରକେଲା ୨୮/୦୭: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସହରରେ ଏକ ଗୋରୁ ବୋଝେଇ ପିକଅପ ଜବତ କରାଯାଇଥିବା ବେଳେ ଏହି ମାମଲାରେ ଜଣେ ଗିରଫ ହୋଇଥିବାର ସୂଚନା ମିଳିଛି।ପ୍ରାପ୍ତ ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ନିକଟସ୍ଥ ଖତଖୁରବାହାଲରୁ ବିଶ୍ରାକୁ ଏକ ଗୋରୁ!-->…
ବିଜେପି ସାଂସଦ ଅନୀଲ ବାଲୁନୀଙ୍କୁ ଚା’ ପିଇବାକୁ ନିମନ୍ତ୍ରଣ କଲେ ପ୍ରିୟଙ୍କା ଗାନ୍ଧୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୭:କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଜଣେ ବିଜେପି ସାଂସଦ ଅନୀଲ ବଲୁନୀଙ୍କୁ ଚା’ ପିଇବାକୁ ନିମନ୍ତ୍ରଣ କରିବା ରାଜନୀତିକୁ ସରଗରମ କରିଛି ।
ତେବେ ରାଜନୈତିକ ଔଚିତ୍ୟତା ଦୃଷ୍ଟିରୁ ଏଥିରେ କିଛି ଅସଙ୍ଗତି ନାହିଁ ବୋଲି ବଲୁନୀ!-->!-->!-->!-->!-->…
ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପୂର୍ବରୁ ନିଅଁର ୨୦୦ ଫୁଟ ତଳେ ପୋତାଯିବ “ଟାଇମ୍ କ୍ୟାପସୁଲ” ।
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ /ଅଯୋଧ୍ୟା ୨୮/୦୭: ରାମ ଜନ୍ମଭୂମି ତିର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟ ରମେଶ୍ୱର ରବିବାର ଦିନ କହିଛନ୍ତି ଯେ ରାମ ମନ୍ଦିର ତିଆରି କରିବା ପାଇଁ କୋର୍ଟରେ ଲଢ଼ିବାକୁ ପଡିଲା ଲମ୍ବା ଯୁଦ୍ଧ ଆଉ ବର୍ତ୍ତମାନ ନିର୍ମାଣ ହେବାକୁ ଥିବା ମନ୍ଦିରରେ ଏକ ‘ଟାଇମ୍!-->…
ଓମାର ଅବଦୁଲ୍ଲା କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ନିର୍ବାଚନ ଲଢ଼ିବେନି
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ଶ୍ରୀନଗର ୨୮/୦୭ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ପ୍ରଥମ ଥର ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ସେ ଏକ ପ୍ରମୁଖ ଇଂରାଜୀ ଗଣମାଧ୍ୟମରେ ଏକ ସ୍ତମ୍ବ ଲେଖିଥିବା ବେଳେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ!-->…
ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଜୋଶୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ କରିଥିବା ପିଟିସନକୁ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୮/୦୭: ସୋମବାର ସକାଳେ ରାଜସ୍ଥାନର ରାଜନୈତିକ ସଂଗ୍ରାମରେ ଏକ ନୂଆ ମୋଡ଼ ଆସିଛି। ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଜୋଶୀ ହାଇକୋର୍ଟଙ୍କ ରାୟ ବିରୋଧରେ ଯେଉଁ ପିଟିସନ ଦାଖଲ କରିଥିଲେ, ଆଜି ସେ ତାକୁ ପ୍ରତ୍ୟାହାର କରି ନେଇଛନ୍ତି। ବାଚସ୍ପତିଙ୍କ!-->…
ଚୀନର ୪୭ ଆପ୍କୁୁ ପୁଣି ବ୍ୟାନ୍ କଲା ଭାରତ, ସ୍କାନରରେ PUBG ସମେତ ଆହୁରି ୨୭୫ଟି ଆପ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୭: ନିକଟ ଅତୀତରେ ଭାରତ ସରକାର ୫୯ଟି ଚୀନ୍ ଆପ୍କୁ ବ୍ୟାନ୍ କରି ଚୀନ୍ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲେ। ଏବେ ପୁଣି ଥରେ ଚୀନ୍ର ୪୭ଟି ଆପ୍କୁ ବ୍ୟାନ୍ କରିଛି ଭାରତ। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଯେଉଁ ନୂଆ ୪୭ ଆପ୍କୁ!-->…
ରାଜ୍ୟ ସୂଚନା କମିସନଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ସୂଚନା ନ ଦେଲେ ଅଧିକାରୀ ଦେବେ ୨୫ ହଜାର ଜୋରିମାନା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୭/୦୭: ରାଜ୍ୟ ସୂଚନା କମିସନଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଏଣିକି ସୂଚନା ପ୍ରଦାନ କ୍ଷେତ୍ରରେ କୌଣସି ଅଧିକାରୀ ଜାଣିଶୁଣି ଅବହେଳା କଲେ ଦଣ୍ଡିତ ହେବେ। ସମ୍ପୂକ୍ତ ଅଧିକାରୀଙ୍କୁ ୨୫ହଜାର ଟଙ୍କାର ଜୋରିମାନା ଦେବାକୁ ପଡ଼ିବ।!-->…
କୋଭିଡ୍-୧୯ ତଥ୍ୟ ପ୍ରଦାନରେ ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ଓଡିଶା, ପ୍ରଥମରେ କର୍ଣ୍ଣାଟକ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୭/୦୭: ଓଡ଼ିଶା ସମେତ ସାରା ବିଶ୍ୱରେ କରୋନା ମହାମାରୀ ଏବେ ଆତଙ୍କ ସୃଷ୍ଟି କରିଛି। କାହାର ଜୀବନ ଗଲାଣି, ଆଉ କିଏ ହରାଇଛି ଜୀବିକା। ଲକ୍ଡାଉନ୍ ଓ ସଟ୍ଡାଉନ୍ ଭଳି ପଦକ୍ଷେପ ମାଧ୍ୟମରେ ଏହି ମହାମାରୀକୁ ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର!-->…
ସୌରଭ ଗାଙ୍ଗୁଲି ଆଇସିସି ସଭାପତି ହେବା ପାଇଁ ଯୋଗ୍ୟ : କୁମାର ସାଙ୍ଗାକାରା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/କଲମ୍ବୋ ୨୭/୦୭: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି)ର ସଭାପତି ହେବା ପାଇଁ ଯୋଗ୍ୟ। ଏଥିପାଇଁ ଗାଙ୍ଗୁଲିଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି ଶ୍ରୀଲଙ୍କାର!-->…
ବିଭିନ୍ନ ସମସ୍ୟାର ଅଭିଯୋଗ କରିବା ପାଇଁ ସାଧାରଣ ଜନତାଙ୍କ ପାଇଁ କଟକ ଡିସିପିଙ୍କ ଦ୍ୱାରା ହ୍ୱାଟ୍ସଆପ୍ ନମ୍ବର ଜାରି :…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୭/୦୭: ବିଭିନ୍ନ ସମସ୍ୟାର ଅଭିଯୋଗ କରିବା ପାଇଁ ସାଧାରଣ ଜନତାଙ୍କ ପାଇଁ କଟକ ଡିସିପି ଏକ ହ୍ୱାଟ୍ସଆପ୍ ନମ୍ବର ଜାରି କରିଛନ୍ତି। ଜାରି ହୋଇଥିବା ନମ୍ବର ଟି ହେଲା ୮୭୬୩୦୬୮୧୬୭।
ଏହି ନମ୍ବରରେ ଲୋକମାନେ ସେମାନଙ୍କର ସମସ୍ୟା ବିଷୟରେ ଅଭିଯୋଗ!-->!-->!-->!-->!-->…
