Browsing Category

Political

ଇସ୍‌ଲାମିକ୍ ଷ୍ଟେଟ୍ ର ସାଙ୍ଘାତିକ ଷଡଯନ୍ତ୍ର : ଭାରତୀୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ କରୋନା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୭:ଦ୍ରୁତ ବେଗରେ ବ୍ୟାପୁଥିବା ଅଭିନବ କରୋନାଭାଇରସ୍ ବିପକ୍ଷରେ ବିଶ୍ବ ଲଢୁଥିବା ବେଳେ ଇସ୍‌ଲାମିକ୍ ଷ୍ଟେଟ୍ ଅନ୍‌ଲାଇନ୍ ପ୍ରକାଶନ ‘ଭଏସ୍ ଅଫ୍ ହିନ୍ଦ୍’ ତା’ର ସମର୍ଥକମାନଙ୍କୁ କହିଛି କି, ସେମାନେ ଏ ମହାମାରୀକୁ ସୁଯୋଗ ଭାବେ ବ୍ୟବହାର କରନ୍ତୁ ଓ

ଚୀନରେ ଚାଞ୍ଚଲ୍ୟ : ପିଏଲଏ କବ୍‌ଜା ତିବ୍ବତ ଉପରେ ଚକ୍କର ମାରିଲା ଭାରତର ଗୁଇନ୍ଦା ସାଟେଲାଇଟ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୭: ଦୀର୍ଘ ସମୟରୁ ଭାରତ-ଚୀନ ସୀମାରେ ଚୀନ ପକ୍ଷରୁ ଅନୁପ୍ରବେଶ ଉଦ୍ୟମ ଜାରି ରହିଛି। ଏବେ ଭାରତ ଚୀନକୁ ତାରି ଚାଲ୍‌ରେ ଘେରିବାରୁ ଚୀନ ବିଳିବିଳେଇବାରେ ଲାଗିଛି ଏବଂ ନିଜର ସେନା ଜୁଟାଇବାରେ ଲାଗିଛି। ଉଲ୍ଲେଖନୀୟ ଭାରତର ଏକ ଗୁଇନ୍ଦା ସାଟେଲାଇଟ୍‌

ଉତ୍ତରପ୍ରଦେଶରେ ପହଞ୍ଚିଲେ ୬ ଚୀନ ବାହୁଡ଼ା ଜାପାନୀ କମ୍ପାନୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୭ : ଚୀନର ଦାଦାଗିରିରେ ଅତିଷ୍ଠ ବିଦେଶୀ କମ୍ପାନୀ ଏବେ ସେଠାରେ ଉତ୍ପାଦନ ବନ୍ଦ କରିବାକୁ ନିଷ୍ପତ୍ତି ନେଇ ଅନ୍ୟତ୍ର ନିବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜାପାନ ନିଜ ଦେଶର କମ୍ପାନୀଗୁଡ଼ିକୁ ଚୀନରେ ପ୍ରକଳ୍ପ ବନ୍ଦ କରିବାକୁ ଏକପ୍ରକାର ପରୋକ୍ଷ

ଡାକ୍ତରଖାନାରେ ଥାଇ କରୋନା ମୁକାବିଲାର ଟିପ୍ସ ଦେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଭୋପାଳ ୨୭/୦୭: କରୋନାରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଡାକ୍ତରଖାନାରେ ଭର୍ତ୍ତି ହେବାର ଗୋଟିଏ ଦିନ ପରେ ଆଜି ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଟ୍ୱିଟ୍ କରି ସୂଚନା

ରାଜ୍ୟରେ କରୋନା ନେଲା ଆଉ ୭ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୭/୦୭: ରାଜ୍ୟରେ ସୋମବାର କରୋନା ଆକ୍ରାନ୍ତରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୪୭ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଦେଶରେ ୪୯, ୯୩୧ ନୂଆ କରୋନା ଆକ୍ରାନ୍ତ, ୭୦୮ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩୨, ୭୭୧କୁ ବୃଦ୍ଧି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୭:ମହାମାରୀ କରୋନା ରବିବାର ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ୨୪ ଘଣ୍ଟାରେ ପ୍ରାୟ ୫୦ ହଜାର ଲୋକ ଏହି ପ୍ରାଣଘାତୀ ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ପାର କରିଯାଇଛି। ସେହିପରି ଦିନକରେ

କାଶ୍ମୀର କେଶରକୁ ଜିଆଇ ମାନ୍ୟତା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଶ୍ରୀନଗର ୨୭/୦୭ : କାଶ୍ମୀର ଉପତ୍ୟକାରୁ ଉତ୍ପାଦିତ ହେଉଥିବା କେଶରକୁ ଜିଆଇ ମାନ୍ୟତା ମିଳିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଖୁସି  ପ୍ରକଟ କରି ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ କହିଛନ୍ତି, କାଶ୍ମୀର ଉପତ୍ୟକାରେ

କାର୍ଯ୍ୟରେ ଅବହେଳା ଅଭିଯୋଗରେ ଓଏଏସ ଅନିଶା ଦାସଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୭/୦୭ : ନିଲମ୍ବିତ ହେଲେ କଳାହାଣ୍ଡି ଡେପୁଟି କଲେକ୍ଟର OAS ଅନୀଶା ଦାସ। କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମୁଖ୍ୟ ସଚିବଙ୍କ ଦ୍ୱାରା ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି।

ଚୀନ ଓ ପାକିସ୍ତାନ ଭାରତ ବିରୋଧରେ ଜୈବିକ ଯୁଦ୍ଧ ଷଡ଼ଯନ୍ତ୍ର କରୁଛନ୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ, ନୂଆଦିଲ୍ଲୀ, ୨୬/୦୭ : ଭାରତ ବିରୋଧରେ ଜୈବିକ ଯୁଦ୍ଧ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ଚୀନ ଏବଂ ପାକିସ୍ତାନ। କେବଳ ଭାରତ ନହେଁ, ଅନେକ ପାଶ୍ଚାତ୍ୟ ଦେଶକୁ ବି ଏହି ଦୁଇଦେଶ ଟାର୍ଗେଟ କରିଛନ୍ତି। ଏଥିପାଇଁ ଚୀନ ଏବଂ ପାକିସ୍ତାନ ମଧ୍ୟରେ ୩ବର୍ଷ ପାଇଁ ଗୁପ୍ତ ଚୁକ୍ତି

ରାଜଧାନୀରେ ବିଭିନ୍ନ ଧର୍ମାନୁଷ୍ଠାନ ସହଯୋଗରେ ୨୨୦ କୋଭିଡ୍‌ କେୟାର ହସ୍ପିଟାଲ୍‌ ହେବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: ରାଜଧାନୀରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନ ସହଯୋଗରେ ବିଏମ୍‌ସି ୨୨୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହସ୍ପିଟାଲ ପ୍ରସ୍ତୁତ କରିବାକୁ ଯୋଜନା କରିଛି। ଗୁରୁଦ୍ବାରା, ଖ୍ରୀଷ୍ଟିଆନ ଆସୋସିଏସନ, ମୁସଲିମ୍‌ ଆସୋସିଏସନ୍ ଇତ୍ୟାଦି ଏନେଇ ବିଏମ୍‌ସିକୁ
error: Content is protected !!
Open chat