Browsing Category

Regional

ମିଡ୍‌ ଡେ ମିଲ୍‌(ଏମ୍‌ଡିଏମ୍‌) ରାସନ୍‌ ସହ ସ୍କୁଲ ପିଲାଙ୍କୁ ଦିଆଯିବ ଆଇରନ୍‌ ଫୋଲିକ୍‌ ଏସିଡ୍‌ ଟାବଲେଟ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୮/୦୭ : ମିଡ୍‌ ଡେ ମିଲ୍‌(ଏମ୍‌ଡିଏମ୍‌) ରାସନ୍‌ ସହ ସ୍କୁଲ ପିଲାଙ୍କୁ ଦିଆଯିବ ଆଇରନ୍‌ ଫୋଲିକ୍‌ ଏସିଡ୍‌ ଟାବଲେଟ୍‌। ଏହି ଟାବଲେଟ୍‌ ବାଣ୍ଟିବା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଏମ୍‌ଡିଏମ୍‌ ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ।

ଶବ ସତ୍କାର ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କଲେ ସରକାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୮/୦୭:ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହେଲେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ପରିବାର ଲୋକେ। ସାହି ପଡ଼ିଶା, ବନ୍ଧୁ ବାନ୍ଧବ ଶବ ସତ୍କାର ନିମନ୍ତେ ଧରାଛୁଆଁ ଦେଉ ନାହାନ୍ତି। ଫଳରେ ଘଣ୍ଟା ଘଣ୍ଟା ଧରି ପଡ଼ି ରହୁଛି ଶବ। ଏପରିକି କରୋନା

ବିଶ୍ୱର ସର୍ବବୃହତ ଅନଲାଇନ ହାକାଥନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅଗଷ୍ଟ ୧ ତାରିଖରେ ଭାରତରେ ଆୟୋଜିତ ବିଶ୍ୱର ସର୍ବବୃହତ୍‌ ଅନ୍‌ଲାଇନ ହାକାଥନର ଗ୍ରାଣ୍ଡ ଫିନାଲେକୁ ଉଦ୍‌ଘାଟନ କରିବେ । ଏହା ଭିଡିଓ କନଫରେନ୍ସ ବ୍ୟବସ୍ଥାରେ ପରିଚାଳିତ ହେବ । ଏ ସଂପର୍କରେ

ରାଜ୍ୟରେ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ବୃଦ୍ଧି ପାଇବ କରୋନା ସଂକ୍ରମଣ : ବରିଷ୍ଠ ଚିକିତ୍ସକ ଅଶୋକ ମହାପାତ୍ର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୮/୦୭ : ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଲୋକମାନେ ବି ପ୍ରତିଦିନ ଏହି ସଂକ୍ରମଣ ହାରକୁ ଦେଖି ଭୟ କରିବାରେ ଲାଗିଲେଣି। ତେବେ ନିକଟରେ ହେଉଥିବା ସର୍ଭେ ହେତୁ ଏହି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କୁହାଯାଉଥିବା

ସବ୍ୟସାଚୀ ହେଲେ ୟୁନିସେଫ୍ କରୋନା ଲଢ଼େଇର ଆଇଡଲ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୭: କରୋନା ମହାମାରୀ ବେଳେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଓଡ଼ିଆ ହିରୋ ସବ୍ୟସାଚୀ ମିଶ୍ର। ଲକଡାଉନରେ ବାହାର ରାଜ୍ୟରେ ଫଶି ରହିଥିବା ଶ୍ରମିକଙ୍କୁ ସବ୍ୟସାଚୀ କେବଳ ସୁବିଧାରେ ଓଡ଼ିଶାକୁ ଫେରାଇ ଆଣିନାହାନ୍ତି ବରଂ ସେମାନଙ୍କ

ଦୈନିକ 10 ଲକ୍ଷ କରୋନା ଟେଷ୍ଟ ହେବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ଓ ମୁମ୍ବାଇରେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ICMR)ର 3ଟି ନୂଆ ଲ୍ୟାବ ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସ ଜରିଆରେ ସେ ଏହି ଲ୍ୟାବଗୁଡିକର ଉଦଘାଟନ କରିଛନ୍ତି। ଆଗକୁ ଦେଶରେ ଦୈନିକ 10 ଲକ୍ଷ

ରାଜସ୍ଥାନ : ବିଧାନସଭା ଅଧିବେଶନ ଡାକିବାକୁ ରାଜ୍ୟପାଳ କଲରାଜ ମିଶ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଜୟପୁର ୨୮/୦୭: ରାଜସ୍ଥାନରେ ଚାଲିଥିବା ରାଜନୈତିକ ହଟଚମଟ ମଧ୍ୟରେ ରାଜ୍ୟପାଳ କାଲରାଜ ମିଶ୍ର ବିଧାନସଭା ଅଧିବେଶନ ଡାକିବାକୁ ରାଜି ହୋଇଛନ୍ତି। ସୂଚନାଅନୁସାରେ, ରାଜ୍ୟପାଳ କଲରାଜ ମିଶ୍ର ସୋମବାର ଅପରାହ୍ନରେ ରାଜ୍ୟ କ୍ୟାବିନେଟର ଦାବିକୁ ଗ୍ରହଣ

ରାଜ୍ୟରେ ଆଜି ୧୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତ ୨୮୧୦୭ କୁ ବୃଦ୍ଧି ପାଇଛି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୮/୦୭ : ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୧୨୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୫୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୬୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ

ରାଉରକେଲାରେ ଗୋରୁ ବୋଝେଇ ପିକଅପ ଜବତ: ୧୧ ଗୋରୁ ଉଦ୍ଧାର, ଜଣେ ଗିରଫ, ଚାଳକ ସମେତ ଅନ୍ୟ ଚାରିଜଣ ଫେରାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଉରକେଲା ୨୮/୦୭: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସହରରେ ଏକ ଗୋରୁ ବୋଝେଇ ପିକଅପ ଜବତ କରାଯାଇଥିବା ବେଳେ ଏହି ମାମଲାରେ ଜଣେ ଗିରଫ ହୋଇଥିବାର ସୂଚନା ମିଳିଛି।ପ୍ରାପ୍ତ ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ନିକଟସ୍ଥ ଖତଖୁରବାହାଲରୁ ବିଶ୍ରାକୁ ଏକ ଗୋରୁ

ବିଜେପି ସାଂସଦ ଅନୀଲ ବାଲୁନୀଙ୍କୁ ଚା’ ପିଇବାକୁ ନିମନ୍ତ୍ରଣ କଲେ ପ୍ରିୟଙ୍କା ଗାନ୍ଧୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୭:କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଜଣେ ବିଜେପି ସାଂସଦ ଅନୀଲ ବଲୁନୀଙ୍କୁ ଚା’ ପିଇବାକୁ ନିମନ୍ତ୍ରଣ କରିବା ରାଜନୀତିକୁ ସରଗରମ କରିଛି । ତେବେ ରାଜନୈତିକ ଔଚିତ୍ୟତା ଦୃଷ୍ଟିରୁ ଏଥିରେ କିଛି ଅସଙ୍ଗତି ନାହିଁ ବୋଲି ବଲୁନୀ
error: Content is protected !!
Open chat