Browsing Category
Regional
ବଳଦ ନଥିବାରୁ ବାପାଙ୍କୁ ସାହାଯ୍ୟ କରିବା ପାଇଁ ଲଙ୍ଗଳ ଧରି ହଳ କରୁଥିଲେ ଦୁଇ ଝିଅ, ଖବର ପାଇବା ପରେ ଟ୍ରାକ୍ଟର ପଠାଇଲେ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୭: କରୋନା କାଳରେ ଜମି ହଳ ପାଇଁ ବଳଦ କିଣିବା ପାଇଁ ବାପାଙ୍କ ପାଖରେ ଟଙ୍କା ନଥିବାରୁ ଦୁଇଝିଅ ବଳଦ ଭଳି କାମ କରୁଥିବାର ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥିଲା। ବାପାଙ୍କ କାନ୍ଧରେ ବୋଝ ନହୋଇ ଦୁଇ ଝିଅଙ୍କ ଏଭଳି କାମକୁ ଅନେକ କ୍ଷେତ୍ରରେ!-->…
କୋଭିଡ୍-୧୯ ତଥ୍ୟ ପ୍ରଦାନରେ ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ଓଡିଶା, ପ୍ରଥମରେ କର୍ଣ୍ଣାଟକ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୭/୦୭: ଓଡ଼ିଶା ସମେତ ସାରା ବିଶ୍ୱରେ କରୋନା ମହାମାରୀ ଏବେ ଆତଙ୍କ ସୃଷ୍ଟି କରିଛି। କାହାର ଜୀବନ ଗଲାଣି, ଆଉ କିଏ ହରାଇଛି ଜୀବିକା। ଲକ୍ଡାଉନ୍ ଓ ସଟ୍ଡାଉନ୍ ଭଳି ପଦକ୍ଷେପ ମାଧ୍ୟମରେ ଏହି ମହାମାରୀକୁ ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର!-->…
ସୌରଭ ଗାଙ୍ଗୁଲି ଆଇସିସି ସଭାପତି ହେବା ପାଇଁ ଯୋଗ୍ୟ : କୁମାର ସାଙ୍ଗାକାରା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/କଲମ୍ବୋ ୨୭/୦୭: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି)ର ସଭାପତି ହେବା ପାଇଁ ଯୋଗ୍ୟ। ଏଥିପାଇଁ ଗାଙ୍ଗୁଲିଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି ଶ୍ରୀଲଙ୍କାର!-->…
ଜୁଲାଇ ୨୯ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ ଏବଂ ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ…
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୭ : ଆସନ୍ତା ଜୁଲାଇ ୨୯ ତାରିଖରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଜି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। କେବେ ମାଟ୍ରିକ୍ ଫଳାଫଳ ପ୍ରକାଶ ପାଇବ ସେ ନେଇ ପରୀକ୍ଷାର୍ଥୀଙ୍କ ମନରେ ଯେଉଁ ଉତ୍ସୁକତା!-->…
ବିଭିନ୍ନ ସମସ୍ୟାର ଅଭିଯୋଗ କରିବା ପାଇଁ ସାଧାରଣ ଜନତାଙ୍କ ପାଇଁ କଟକ ଡିସିପିଙ୍କ ଦ୍ୱାରା ହ୍ୱାଟ୍ସଆପ୍ ନମ୍ବର ଜାରି :…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୭/୦୭: ବିଭିନ୍ନ ସମସ୍ୟାର ଅଭିଯୋଗ କରିବା ପାଇଁ ସାଧାରଣ ଜନତାଙ୍କ ପାଇଁ କଟକ ଡିସିପି ଏକ ହ୍ୱାଟ୍ସଆପ୍ ନମ୍ବର ଜାରି କରିଛନ୍ତି। ଜାରି ହୋଇଥିବା ନମ୍ବର ଟି ହେଲା ୮୭୬୩୦୬୮୧୬୭।
ଏହି ନମ୍ବରରେ ଲୋକମାନେ ସେମାନଙ୍କର ସମସ୍ୟା ବିଷୟରେ ଅଭିଯୋଗ!-->!-->!-->!-->!-->…
ଇସ୍ଲାମିକ୍ ଷ୍ଟେଟ୍ ର ସାଙ୍ଘାତିକ ଷଡଯନ୍ତ୍ର : ଭାରତୀୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ କରୋନା…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୭:ଦ୍ରୁତ ବେଗରେ ବ୍ୟାପୁଥିବା ଅଭିନବ କରୋନାଭାଇରସ୍ ବିପକ୍ଷରେ ବିଶ୍ବ ଲଢୁଥିବା ବେଳେ ଇସ୍ଲାମିକ୍ ଷ୍ଟେଟ୍ ଅନ୍ଲାଇନ୍ ପ୍ରକାଶନ ‘ଭଏସ୍ ଅଫ୍ ହିନ୍ଦ୍’ ତା’ର ସମର୍ଥକମାନଙ୍କୁ କହିଛି କି, ସେମାନେ ଏ ମହାମାରୀକୁ ସୁଯୋଗ ଭାବେ ବ୍ୟବହାର କରନ୍ତୁ ଓ!-->…
ଚୀନରେ ଚାଞ୍ଚଲ୍ୟ : ପିଏଲଏ କବ୍ଜା ତିବ୍ବତ ଉପରେ ଚକ୍କର ମାରିଲା ଭାରତର ଗୁଇନ୍ଦା ସାଟେଲାଇଟ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୭: ଦୀର୍ଘ ସମୟରୁ ଭାରତ-ଚୀନ ସୀମାରେ ଚୀନ ପକ୍ଷରୁ ଅନୁପ୍ରବେଶ ଉଦ୍ୟମ ଜାରି ରହିଛି। ଏବେ ଭାରତ ଚୀନକୁ ତାରି ଚାଲ୍ରେ ଘେରିବାରୁ ଚୀନ ବିଳିବିଳେଇବାରେ ଲାଗିଛି ଏବଂ ନିଜର ସେନା ଜୁଟାଇବାରେ ଲାଗିଛି। ଉଲ୍ଲେଖନୀୟ ଭାରତର ଏକ ଗୁଇନ୍ଦା ସାଟେଲାଇଟ୍!-->…
ଉତ୍ତରପ୍ରଦେଶରେ ପହଞ୍ଚିଲେ ୬ ଚୀନ ବାହୁଡ଼ା ଜାପାନୀ କମ୍ପାନୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୭ : ଚୀନର ଦାଦାଗିରିରେ ଅତିଷ୍ଠ ବିଦେଶୀ କମ୍ପାନୀ ଏବେ ସେଠାରେ ଉତ୍ପାଦନ ବନ୍ଦ କରିବାକୁ ନିଷ୍ପତ୍ତି ନେଇ ଅନ୍ୟତ୍ର ନିବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜାପାନ ନିଜ ଦେଶର କମ୍ପାନୀଗୁଡ଼ିକୁ ଚୀନରେ ପ୍ରକଳ୍ପ ବନ୍ଦ କରିବାକୁ ଏକପ୍ରକାର ପରୋକ୍ଷ!-->…
ଡାକ୍ତରଖାନାରେ ଥାଇ କରୋନା ମୁକାବିଲାର ଟିପ୍ସ ଦେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଭୋପାଳ ୨୭/୦୭: କରୋନାରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଡାକ୍ତରଖାନାରେ ଭର୍ତ୍ତି ହେବାର ଗୋଟିଏ ଦିନ ପରେ ଆଜି ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଟ୍ୱିଟ୍ କରି ସୂଚନା!-->…
ରାଜ୍ୟରେ କରୋନା ନେଲା ଆଉ ୭ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୭/୦୭: ରାଜ୍ୟରେ ସୋମବାର କରୋନା ଆକ୍ରାନ୍ତରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୪୭ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
!-->!-->!-->!-->!-->…
