Browsing Category
Regional
ଜୁଲାଇ ୩୧ ପର୍ଯ୍ୟନ୍ତ ବିପିୟୁଟିର ସମସ୍ତ ପରୀକ୍ଷା ସ୍ଥଗିତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୮/୦୭ : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି)ର ସମସ୍ତ ପରୀକ୍ଷା ସ୍ଥଗିତ। ଜୁଲାଇ ୩୧ ମଧ୍ୟରେ ହେବାକୁ ଥିବା ଏମ୍ବିଏ, ବି.ଟେକ୍, ବି.ଫାର୍ମା, ଏମ୍.ଏସ୍ସି(ଆଇଏନ୍ଟି) ଓ ଏମ୍ବିଏ(ପିଟି)ର ଶେଷ ସେମିଷ୍ଟର୍ ପରୀକ୍ଷାକୁ ଏବେ ସ୍ଥଗିତ!-->…
ଆଜି ଠାରୁ କଟକଣାରେ ୪ ଜିଲା, ୧ ସହର – ସଂଶୋଧିତ ନିର୍ଦ୍ଦେଶନାମା ଜାରି କଲେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୮/୦୭ : ରାଜ୍ୟରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଆଜି ଠାରୁ ୩୧ ତାରିଖ ପର୍ୟ୍ୟନ୍ତ ରାଜ୍ୟ ସରକାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲା ସମେତ ରାଉରକେଲା ମହାନଗରରେ ୧୪ ଦିନିଆ ଲକ୍ଡାଉନ୍ କଟକଣା ଜାରି କରିଛନ୍ତି। ଲକଡାଉନ ସମୟରେ ରାଜ୍ୟ ରାଜସ୍ୱ!-->…
‘କରୋନା ଭୁତାଣୁ’ର ମନ୍ଦିର ପ୍ରବେଶ : ତିରୁପତି ବାଲାଜୀ ମନ୍ଦିରରେ ୧୪ ଜଣ ପୂଜାରୀଙ୍କ ସମେତ ୧୪୦ ଜଣ…
ତିରୁପତି / ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ବି ପଶିଛି କରୋନା । ସଂକ୍ରମଣ ରୋକିବାର ସମସ୍ତ ବନ୍ଦୋବସ୍ତ ସତ୍ତ୍ବେ ମନ୍ଦିର କର୍ମଚାରୀଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିଛି । ଜୁନ୍ ୮ ତାରିଖରେ ଅନଲକ୍ ୧ ପରେ ମନ୍ଦିର ଖୋଲା!-->…
ବେକାବୁ ହେଉଛି ରାଜଧାନୀ : ଆଜି ଭୁବନେଶ୍ଵରରୁ ରେକର୍ଡ ସଂଖ୍ୟକ ୧୨୪ ଆକ୍ରାନ୍ତ ଚିହ୍ନଟ – ହଜାରେ ଟପିଲା ମୋଟ…
ଭୁବନେଶ୍ଵର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ରାଜଧାନୀ ଭୁବନେଶ୍ଵରରେ ବେକାବୁ ହେଉଛି କରୋନା ସଂକ୍ରମଣ। ପ୍ରତିଦିନ ହୁ ହୁ ହୋଇ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜଧାନୀ ଭୁବନେଶ୍ଵରରୁ ରେକର୍ଡ ସଂଖ୍ୟକ ୧୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶେଷ କରି!-->…
କୋଭିଡ ଯୋଦ୍ଧା ଅଙ୍ଗନୱାଡ଼ି, ଆଶା କର୍ମୀଙ୍କ କର୍ମକ୍ଷେତ୍ରରେ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ଭତ୍ତା : ସ୍ଵତନ୍ତ୍ର…
ଭୁବନେଶ୍ଵର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ଅଙ୍ଗନଓ୍ବାଡି ଓ ଆଶାଙ୍କ ସମ୍ପର୍କୀୟଙ୍କୁ ଭତ୍ତା ନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । କୋଭିଡ ଯୋଦ୍ଧା ଭାବେ ପରିଚିତ ଅଙ୍ଗନୱାଡ଼ି ଏବଂ ଆଶା କର୍ମୀମାନଙ୍କ ପରିବାର ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା!-->…
ଟ୍ଵିନସିଟିରେ ‘ନାକାବନ୍ଦୀ’ – ବିନା କାରଣରେ କଟକ-ଭୁବନେଶ୍ୱର ଭିତରକୁ ଗାଡ଼ି ପ୍ରବେଶ ଉପରେ କଟକଣା
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : କଟକ-ଭୁବନେଶ୍ୱର ଟ୍ଵିନସିଟି ଭିତରକୁ ଏଣିକି ବିନା କାରଣରେ ବାହାର ଗାଡ଼ି ପ୍ରବେଶ କରିପାରିବନି । କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଲକ୍ଡାଉନ୍ ସମୟରେ ଅତ୍ୟାବଶ୍ୟକକୁ ଛାଡ଼ି ସମସ୍ତ ବ୍ୟବସାୟିକ!-->…
ଆଜି ରାଜ୍ୟରେ ଆଉ ୭୧୮ ନୂଆ କରୋନା ପଜିଟିଭ୍ ଚିହ୍ନଟ : ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ପାର ହେଲା
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୭/୦୭ : ରାଜ୍ୟରେ ଦିନ କୁ ଦିନ କରୋନା ସ୍ଥିତି ବିସ୍ଫୋରକ ହେବାରେ ଲାଗିଛି। ଆକ୍ରାନ୍ତ ସଂଖ୍ୟା ମଧ୍ୟ ସବୁଦିନ ଲମ୍ବଡିଆଁ ମାରୁଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ସହ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୨୪ଟି!-->…
ଧର୍ମଗଡ଼ ସହର କୁ ଛୁଇଁଲା କରୋନା : କଣ୍ଟେନମେଣ୍ଟ ଜୋନ ଘୋଷଣା।
ଭବାନୀପାଟଣା, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୭/୦୭ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନମ୍ବର ତିନି ଓ ସାତ ରେ ଦୁଇଜଣ କରୋନା ସଂକ୍ରମିତ ହେବାପରେ ଜନସାଧାରଣରେ ଆତଙ୍କ ଦେଖାଦେଇଛି। ଗତ କାଲି ଜଣେ ଦିଲ୍ଲୀ ଫେରନ୍ତା ଯୁବକ ଗୃହ ସଂଘରୋଧରେ ଥିବା ବେଳେ ସ୍ୱାବ!-->…
‘ନ୍ୟୁମୋକୋକାଲ ପଲିସାକାରାଇଡ କଞ୍ଜୁଗେଟ’ ଟୀକା : ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରଥମ ନିମୋନିଆ…
ନୂଆଦିଲ୍ଲୀ / ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ପୁଣେସ୍ଥିତ 'ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ' ଦ୍ବାରା ସଂପୂର୍ଣ୍ଣ ସ୍ଵଦେଶୀ ଢାଞ୍ଚାରେ ପ୍ରସ୍ତୁତ 'ପଲିସାକାରାଇଡ କଞ୍ଜୁଗେଟ' ଭାକ୍ସିନକୁ ଭାରତୀୟ ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶକ (ଡିସିଜିଆଇ) ଅନୁମତି!-->…
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି : କରୋନା ମୁକାବିଲା ପାଇଁ ଆସନ୍ତାକାଲି, ଜୁଲାଇ ୧୭ ରାତି ୯ଟାରୁ ୩୧ଜୁଲାଇ…
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୭ : କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ୪ ଜିଲ୍ଲାରେ ଲକ୍ଡାଉନ୍ରେ ରହିବ । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାତି ୯ଟାରୁ ଲାଗୁହେବ ଲକ୍ଡାଉନ୍ । ଜୁଲାଇ ୩୧ ଯାଏଁ ବଳବତ୍ତର ରହିବ!-->…
