Browsing Category

Regional

କରୋନାକୁ ହରାଇବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା – ବିଏମସି କମିଶନର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୧/୦୭: ଭୁବନେଶ୍ବରରେ କରୋନା ସ୍ଥିତି ନେଇ ଶନିବାର ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ହଟ୍‌ସ୍ପଟ୍ ଅଞ୍ଚଳରୁ ଲୋକେ ଭୁବନେଶ୍ବର ଆସୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ସ୍ଲମ୍‌ ଏରିଆରେ

କରୋନା ରେ ଓଡ଼ିଶାରେ ପ୍ରଥମ ଥର ପାଇଁ ସାମ୍ବାଦିକଙ୍କ ଅକାଳ ବିୟୋଗ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୨/୦୭ : ହିଞ୍ଜିଳିକାଟୁ ଅଞ୍ଚଳରେ ବେଶ ସକ୍ରିୟ ଓ ପରିଚିତ ଥିବା ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ଶନିବାର ଅପରାହ୍ନ ସମୟରେ ଭୁବନେଶ୍ୱର କିମ୍ସ ହସ୍ପିଟାଲରେ ଅକାଳ ବିୟୋଗ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଦୈନିକ ଖବରକାଗଜ ସମାଜର ହିଞ୍ଜିଳି

ସଂଗଠନ, ସେବା, ସଂଘର୍ଷକୁ ଆଧାର କରି ରଣନୀତି ପ୍ରସ୍ତୁତ ହେଉ: ଧର୍ମେନ୍ଦ୍ର

ରାଜ୍ୟ ବିଜେପି ପଦାଧିକାରୀଙ୍କ ପ୍ରଥମ ଭର୍ଚୁଆଲ ବୈଠକରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ବିଜେପିର ଲକ୍ଷ୍ୟ: ସମୀରଆଗାମୀ ୬ ମାସ ପାଇଁ ରାଜନୈତିକ ଖସଡ଼ା ପ୍ରସ୍ତୁତ କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୨/୦୭: ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରାଜ୍ୟ ବିଜେପି ପଦାଧିକାରୀଙ୍କ ପ୍ରଥମ

ବଲିଉଡ୍‌ ସୁପରଷ୍ଟାର ବିଗ୍‌ ‘ବି’ ଅମିତାଭଙ୍କୁ କରୋନା, ଅଭିଷେକ ବି ଆକ୍ରାନ୍ତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୧୨/୦୭ : ବଲିଉଡ୍‌ ସୁପରଷ୍ଟାର ବିଗ୍‌ ‘ବି’ ଅମିତାଭ ବଚ୍ଚନ (୭୭) କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ମୁମ୍ବାଇର ନାନାବତି ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଏ ନେଇ ନିଜେ ଶ୍ରୀ ବଚ୍ଚନ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କ

ଗୁଗଲ ପତିଙ୍କ ଗୁଇନ୍ଦାଗିରି ଏବଂ ପତ୍ନୀଙ୍କୁ ଟ୍ରାକ କରୁଥିବା ବିଜ୍ଞାପନ ବ୍ୟାନ୍ କଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭ : ଗୁଗଲ ନିଜର ବିଜ୍ଞାପନ ପଲିସିରେ ପରିବର୍ତ୍ତନ କରିଛି । ଏହା ଅନୁଯାୟୀ ଏବେ ଆଗାମୀ ସମୟରେ ଆପଣଙ୍କୁ ପତିଙ୍କ ଗୁଇନ୍ଦାଗିରି କରିବା କିମ୍ବା ପତ୍ନୀଙ୍କ ଫୋନ ଟ୍ରାକ୍‌ କରିବା ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ଗୁଗୁଲ ଘୋଷଣା କରି କହିଛି ଯେ,

ଆଇଆର୍‍ଡିଏଆଇ ପକ୍ଷରୁ କରୋନା ରୋଗୀଙ୍କ ପାଇଁ ‘କରୋନା କବଚ’ ସ୍ୱାସ୍ଥ୍ୟବୀମା ଯୋଜନା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭ :  ଦେଶରେ କୋଭିଡ୍‍ ନାଇଣ୍ଟିନ୍‍ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଭାରତୀୟ ବୀମା ନିୟନ୍ତ୍ରଣ ଓ ବିକାଶ ପ୍ରାଧୀକରଣ(ଆଇଆର୍‍ଡିଏଆଇ) ୩୦ଟି ସାଧାରଣ ଓ ସ୍ୱାସ୍ଥ୍ୟବୀମା କମ୍ପାନିକୁ ସ୍ୱଳ୍ପମିଆଦୀ ‘କରୋନା କବଚ’

ରାଜଧାନୀରେ ଆଜିଠାରୁ ଆରମ୍ଭ ହେଲା ସେରୋଲଜିକାଲ ଟେଷ୍ଟ

ଭୁବନେଶ୍ବର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୧/୦୭ : ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ କରାଯାଇଛି ସେରୋଲଜିକାଲ ପରୀକ୍ଷା । ବର୍ତ୍ତମାନ ପରିସ୍ଥିତିରେ ଲୋକମାନଙ୍କର ରୋଗ ପ୍ରତିରୋଧକ ସ୍ଥିତି ଏବଂ ଉଚ୍ଚ ବିପଦ ଗୋଷ୍ଠୀର ଜାଣିବା ପାଇଁ ସିଭିକ୍ ଅଥରିଟି ପକ୍ଷରୁ ଭୁବନେଶ୍ୱରରେ କୋଭିଡ୍ ୧୯

କରୋନା ରୋଗୀଙ୍କ ପାଇଁ ସାମ୍ଭାବ୍ୟ ଔଷଧ “ସୋରିଆସିସ୍‌ ଇଞ୍ଜେକସନ” : ବ୍ୟବହାର ପାଇଁ ସରକାର ଦେଲେ ଅନୁମତି

ନୁଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୧/୦୭ : Itolizumab ହେଉଛି ଏକ ଇଞ୍ଜେକସନ ଯାହାକୁ ଚର୍ମ ରୋଗ ସୋରିଆସିସ୍‌ର ଚିକିତ୍ସା ପାଇଁ ବ୍ୟବହାର କରାଯାଏ। ଏବେ ଜରୁରୀ କାଳୀନ ସ୍ଥିତିରେ Itolizumabକୁ କରୋନା ରୋଗୀଙ୍କୁ ମଧ୍ୟ ଦିଆଯାଇପାରିବ। ମହାମାରୀ କରୋନାକୁ ମାତ୍‌ ଦେଇପାରୁଥିବା ଔଷଧ

ଆଶ୍ଟର୍ଯ୍ୟଜନକ ଘଟଣା : ମାଆ ଗର୍ଭରୁ କରୋନା ସଂକ୍ରମିତ ଶିଶୁ ଜନ୍ମ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୧/୦୭ : ଦିଲ୍ଲୀର ରାମ ମନୋହର ଲୋହିଆ (ଆରଏମଏଲ) ଡାକ୍ତରଖାନାରେ ଏକ ଆଶ୍ଟର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଜଣେ ମାଆର ଗର୍ଭରୁ ଶିଶୁକୁ କରୋନା ହୋଇଥିବା ଘଟଣା ଡାକ୍ତରଙ୍କୁ ଚକିତ କରିଛି। ଶିଶୁଟି ଜନ୍ମ ହେବା ପରେ ଡାକ୍ତରମାନେ ଏହା ଜାଣିବାକୁ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ ନୂଆ ମୋଡ : ସିବିଆଇ ଯାଞ୍ଚ ପାଇଁ ଓକିଲ ନିଯୁକ୍ତ କଲେ ଡ.ସୁବ୍ରମଣ୍ୟମ ସ୍ୱାମୀ

ମୁମ୍ବାଇ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୧/୦୭ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ପରେ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପ୍ରଶଂସକମାନେ ସିବିଆଇ ଯାଞ୍ଚ କରିବାକୁ ଦାବି କରିଆସୁଛନ୍ତି। ସୋଶାଲ୍ ମିଡିଆରେ ମଧ୍ୟ "#CBIForSonOfBihar" ଟ୍ରେଣ୍ଡ
error: Content is protected !!
Open chat