Browsing Category

Regional

ବଦଳିଲା ପାଗ, କମିଲା ଶୀତ; ୪ ଦିନ କୁହୁଡ଼ି ଓ ବର୍ଷା ସମ୍ଭାବନା

ଭୁବନେଶ୍ୱର ୨୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ବଙ୍ଗୋପସାଗରରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଓ ଜଳୀୟବାଷ୍ପପୂର୍ଣ୍ଣ ସାମୁଦ୍ରିକ ପବନର ପ୍ରଭାବରେ ରାଜ୍ୟ‌ରେ ଶୀତ ପ୍ରକୋପ କମିଛି। ରାଜ୍ୟର ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଥିବା ବେଳେ ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି…

ଓମିକ୍ରନକୁ ନେଇ ରାଜ୍ୟଙ୍କୁ କେନ୍ଦ୍ରର ପରାମର୍ଶ : ଗହଳି ଏଡ଼ାଅ, ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରଖ

ମଣିପୁର, ଗୋଆକୁ ବ୍ୟାପିଲା ଓମିକ୍ରନ, ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୪୪ ନୂଆଦିଲ୍ଲୀ ୨୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦେଶରେ କରୋନାର ଓମିକ୍ରନ ପ୍ରଜାତି ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ନେଇ ସୋମବାର କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରକୁ କେତେକ ନିର୍ଦେଶନାମା…

ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

ଭୁବନେଶ୍ବର ୨୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ୩୩ ପ୍ରତିଶତ ଫସଲ ନଷ୍ଟ…

ଦୁଇଟି ମୁଣ୍ଡ, ଗୋଟିଏ ହୃଦୟ: ପଞ୍ଜାବର ଜଗା-ବଳିଆଙ୍କୁ ଚାକିରି ଦେଲେ ରାଜ୍ୟ ସରକାର

ଚଣ୍ଡୀଗଡ଼ ୨୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଆପଣ ତ ଓଡ଼ିଶାର ଜଗା-ବଳିଆଙ୍କ ବାବଦରେ ଜାଣିଥିବେ | ଆଜି ଆମେ ଆପଣଙ୍କୁ ପଞ୍ଜାବର ଜଗା-ବଳିଆଙ୍କ ବାବଦରେ କହିବୁ, ଯାହାଙ୍କୁ ଏବେ ରାଜ୍ୟ ସରକାର ଚାକିରି ଦେଇଛନ୍ତି | ଯାଆଁଳା ଭାଇ ସୋହନ ଏବଂ ମୋହନ ପଞ୍ଜାବର ଅମୃତସରର ପଞ୍ଜାବ ଷ୍ଟେଟ ପାୱାର…

ଗୋଟିଏ ଲେୟାର ମାସ୍କ ନପିନ୍ଧି ତିନି ଲେୟାର ମାସ୍କ କିମ୍ବା ଏନ-୯୫ ମାସ୍କ ପିନ୍ଧନ୍ତୁ: ଡିଏମ୍‌ଇଟି

ଭୁବନେଶ୍ବର ୨୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଓଡିଶାରୁ ୪ ଜଣ ବ୍ୟକ୍ତି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଗୋଟିଏ ଲେୟାର ମାସ୍କ ନପିନ୍ଧି ତିନି ଲେୟାର ମାସ୍କ କିମ୍ବା ଏନ-୯୫ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି ଡିଏମଇଟି । ଏଥିସହ ଓମିକ୍ରନ…

ୟୁପିକୁ ଫେରିଲା ଲାଗିଲା ନାଇଟ୍‍ କର୍ଫ୍ୟୁ

ଲକ୍ଷ୍ନୌ ୨୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ପୁଣି ଉତ୍ତର ପ୍ରଦେଶକୁ ଫେରିଲା ନାଇଟ୍‍ କର୍ଫ୍ୟୁ । । ଉତ୍ତରପ୍ରଦେଶ ସରକାର ପ୍ରଥମ ପର୍ୟ୍ୟାୟରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି। ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନାଇଟ୍‍ କର୍ଫ୍ୟୁ ଲଗାଇଛନ୍ତି ଉତ୍ତର ପ୍ରଦେଶ ସରକାର ।…

ନୂଆ ଢାଞ୍ଚାରେ ମାଟ୍ରିକ୍‌ ପରୀକ୍ଷା, ଜାନୁଆରୀ ୫ରୁ ସମେଟିଭ୍‌-୧ ପରୀକ୍ଷା ଦେବେ ୫ଲକ୍ଷ ୭୧ ହଜାରରୁ ଅଧିକ ଛାତ୍ରଛାତ୍ରୀ

କଟକ ୨୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ମାଟ୍ରିକ୍‌ ପରୀକ୍ଷା ଲାଗି ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଜାରି ହୋଇଥିବା ନୂତନ ବ୍ୟବସ୍ଥା ଆଧାରରେ ସମେଟିଭ୍‌ ଆସେସମେଣ୍ଟ୍‌-୧ ପରୀକ୍ଷା ଆସନ୍ତା ୫ ତାରିଖରୁ ଆରମ୍ଭ ହେବ । ଦଶମ ଶ୍ରେଣୀରେ ପଢୁଥିବା ରାଜ୍ୟରେ ମୋଟ ୫ଲକ୍ଷ ୭୧…

ଓଡ଼ିଶାରେ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର/କଟକ ୨୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଓଡ଼ିଶାରେ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ଆଇଏଲଏସ୍ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ଜଣେ ନାଇଜେରିଆ ଓ ଆଉଜଣେ କାତାରରୁ ଓଡ଼ିଶାକୁ ଫେରିଥିବା କୁହାଯାଇଛି। ଜିନମ୍ ସିକ୍ବେନ୍ସିଂ ପରେ ଚିହ୍ନଟ ହୋଇଛନ୍ତି।…

ଖାଲି ପଡ଼ିଛି ୬୦% ସିଟ୍, ସ୍ବତନ୍ତ୍ର ଓଜେଇଇ କରିବାକୁ ସଚିବଙ୍କୁ ଚିଠି

ଭୁବନେଶ୍ବର ୧୯/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜ୍ୟର ବେସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଗୁଡିକରେ ପ୍ରାୟ ୬୦ ପ୍ରତିଶତ ସ୍ଥାନ (ସିଟ)ଖାଲି ପଡିଛି। ବି.ଟେକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ବହୁ ବିଦ୍ୟାର୍ଥୀ ଚାହିଁ ବସିଛନ୍ତି। ସିଟ ପୂରଣ ଏବଂ ଛାତ୍ରଛାତ୍ରୀଙ୍କୁ ବି.ଟେକ ପାଠ୍ୟକ୍ରମରେ…

ୟୁକ୍ତ-୩ ରେ ଯୋଡ଼ି ହେଲା ନୂଆ ବିଷୟ : ନୀତିଶାସ୍ତ୍ର ଓ ମୂଲ୍ୟବୋଧ

ଭୁବନେଶ୍ବର ୧୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ୟୁଜି ବା ଅଣ୍ଡର ଗ୍ରାଜୁଏଟରେ ଯୋଡ଼ି ହେଲା ନୂଆ କୋର୍ସ୍। ନୈତିକ ଶିକ୍ଷା ଉପରେ ସ୍ବତନ୍ତ୍ର ପାଠ୍ୟକ୍ରମ ଯୁକ୍ତ ୩ ରେ ଏକ ବାଧ୍ୟତାମୂଳକ ବିଷୟ ଭାବେ ଯୋଡ଼ି ହେଲା। ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ’ ବା ‘ଏଥିକ୍ସ…
error: Content is protected !!
Open chat