Browsing Category
Regional
କୋଭିଡ୍-୧୯ ଟିକା କ୍ଷେତ୍ରରେ ଗରିବ ଦେଶମାନଙ୍କୁ ଧନୀ ଦେଶ ସହାୟତା କରନ୍ତୁ : ଜାତିସଂଘ ମହାସଚିବ ଗୁଟେରସ୍
ୱାଶିଂଟନ : ମିଳିତ ଜାତିସଂଘ ମହାସଚିବ ଅଣ୍ଟୋନିଓ ଗୁଟେରସ୍ ଗରିବ ଦେଶମାନଙ୍କୁ କୋଭିଡ୍-୧୯ ଟିକା କିଣିବାରେ ସହାୟତା କରିବା ଲାଗି ବିଶ୍ୱର ଧନୀ ଦେଶଗୁଡ଼ିକୁ ନିବେଦନ କରିଛନ୍ତି। ଶ୍ରୀ ଗୁଟେରସ୍ କହିଛନ୍ତି, ଆମେ କେବଳ ଟିକା ମାଧ୍ୟମରେ କରୋନାକୁ ଦୂର କରିପାରିବା ନାହିଁ, ଏଥିପାଇଁ!-->…
ଆମେ ମୁଣ୍ଡ ନୁଆଁଇ, ହାତ ଯୋଡି ସବୁ ପ୍ରସଙ୍ଗରେ କୃଷକଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ : ପ୍ରଧାନମନ୍ତ୍ରୀ ମୋଦୀ
ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ
ନୂଆଦିଲ୍ଲୀ : କୃଷି ଆଇନକୁ ନେଇ ଦେଶରେ କ୍ରମାଗତ ୨୩ ଦିନ ଚାଷୀ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର କୃଷକମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ବିରୋଧୀ ଦଳକୁ ଟାର୍ଗେଟ କରି ସେ!-->!-->!-->…
ହିନ୍ଦୁ ଦେବୀ-ଦେବତାଙ୍କୁ ଫେସବୁକରେ ଅଭଦ୍ର ମନ୍ତବ୍ୟ ଦେଇ କିରଣ ଯାଦବ ଗିରଫ
ବୈଶାଳୀ,୧୮।୧୨:ସୋସିଆଲ ମିଠିଆରେ ସବୁବେଳେ ହିନ୍ଦୁ ଦେବା-ଦେବୀଙ୍କ ବିରୋଧରେ ଅଭଦ୍ର ମନ୍ତବ୍ୟ ଦେଉଥିବା ବିହାରର କିରଣ ଯାଦବ ଗିରଫ ହୋଇଛନ୍ତି। କିରଣ ଯାଦବଙ୍କ ଉପରେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଥିବାର ଅଭିଯୋଗ ରହିଛି। ସୋସିଆଲ ମିଡିଆ ଜରିଆରେ ଗତ କିଛି ଦିନ ଧରି ଖୁବ୍ ଚର୍ଚ୍ଚାର!-->…
ବଳାତ୍କାର ଅଭିଯୁକ୍ତ ସ୍ବାମୀ ନିତ୍ୟାନନ୍ଦ କୈଳାସ ଯାତ୍ରା ପାଇଁ ଆରମ୍ଭ କଲେ ଭିସା ସର୍ଭିସ
ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ତଥା ପଳାତକ ଘୋଷିତ ହୋଇଥିବା ଆତ୍ମ ଘୋଷିତ ଭଣ୍ଡବାବା ନିତ୍ୟାନନ୍ଦ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିତ୍ୟାନନ୍ଦ ପୁଣି ଥରେ ଏକ ଦାବି କରିଛନ୍ତି ଯାହା ବର୍ତ୍ତମାନ ସଂମୟର ଏକ ବଡଖବର ପାଲଟିଛି । ନିଜ ଦେଶ କୈଲାସ ବୋଲି ଦାବି କରୁଥିବା!-->…
“ବାବା କା ଢାବା” ମାଲିକଙ୍କୁ ଜୀବନରୁ ମାରିଦେବାକୁ ଧମକ, ପୋଲିସର ସହାୟତା ଲୋଡିଲେ କାନ୍ତା ପ୍ରସାଦ
ନୂଆଦିଲ୍ଲୀ: ‘ବାବା କା ଢାବା’ ଚଳାଉଥିବା କାନ୍ତା ପ୍ରସାଦଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଛି । କାନ୍ତା ପ୍ରସାଦ ଏଥିପାଇଁ ଦିଲ୍ଲୀର ମାଲିବୀୟ ନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଛନ୍ତି । ଢାବାର ମାଲିକ କାନ୍ତା ପ୍ରସାଦ ମାମଲାରେ କହିଛନ୍ତି ଯେ କେହି ଅଜଣା ବ୍ୟକ୍ତି ତାଙ୍କୁ!-->…
ମହିଳା କନେଷ୍ଟବଳଙ୍କ ସହ ପ୍ରେମ ପ୍ରତାରଣା ମହଙ୍ଗା ପଡ଼ିଲା: ପୁଲିସ ଅଧିକାରୀ ଥାନାରେ ଅଟକ
ଭବାନୀପାଟଣା: ମାଲକାନଗିରିର ଜଣେ ରସିକିଆ ପୁଲିସ ଅଧିକାରୀଙ୍କୁ ଥାନାରେ ଅଟକ ରଖାଯାଇଥିବାର ଖବର ମିଳିଛି। ମାଲକାନଗିରି ସଦର ଡିଏସପି ଅକ୍ଷୟ ନାୟକ କଳାହାଣ୍ଡି ପୁଲିସ ଦ୍ବାରା ଅଟକ ହୋଇଛନ୍ତି। କେସିଙ୍ଗା ଥାନାର ଜଣେ ବିବାହିତା ମହିଳା କନେଷ୍ଟବଳଙ୍କ ସହ ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଂ!-->…
ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ ଲାଗିଲା ଏନ୍ଏସ୍ଏ
ଭୁବନେଶ୍ଵର : ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟଙ୍କ ନାମରେ ଜାତୀୟ ନିରାପତ୍ତା ଆଇନ (ଏନ୍ଏସ୍ଏ )ଲାଗୁ। ଦାଦାବଟି ଆଦାୟ ଓ ସାଧାରଣରେ ଆତଙ୍କ ସୃଷ୍ଟି ପାଇଁ ଲାଗିଲା ଏନ୍ଏସ୍ଏ। ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟଙ୍କ ନାମରେ ଏନ୍ଏସ୍ଏ ଲାଗୁ ପାଇଁ ନିର୍ଦେଶ ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ!-->…
ଜାତୀୟସ୍ତରର ଶ୍ରୀମତୀ ସୁନ୍ଦରୀ ପ୍ରତିଯୋଗିତାରେ ରାମେଶ୍ବରୀଙ୍କୁ ଦ୍ବିମୁକୁଟ
ବ୍ରହ୍ମପୁର: ମୁମ୍ବାଇ ଗ୍ଲୋବାଲ୍ କ୍ଲବ ପକ୍ଷରୁ ଚଳିତବର୍ଷ ଆୟୋଜିତ ସୁନ୍ଦରୀ ଶ୍ରୀମତି ପ୍ରତିଯୋଗିତା (୬ଷ୍ଠ ମୁମ୍ବାଇ ଗ୍ଲୋବାଲ୍ ଇଣ୍ଡିଆ ବିୟୁଟି ପିଜାଣ୍ଟ-୨୦୨୦)ରେ ଅଂଶଗ୍ରହଣ କରିଥିବା ବ୍ରହ୍ମପୁରର ରାମେଶ୍ବରୀ ନନ୍ଦ ଦ୍ବିମୁକୁଟ ହାସଲ କରିଛନ୍ତି। ଗତକାଲି ଅନୁଷ୍ଠିତ ଫାଇନାଲ୍ରେ ସାରା!-->…
ଓଡ଼ିଶାବାସୀ ଆମର ବସ୍, ଆମ ପାଇଁ ଓଡିଆ ଭାଷା ଅତି ଗୁରୁତ୍ୱପୂର୍ଣ୍ଣ: ନବୀନ ପଟ୍ଟନାୟକ
ଭୁବନେଶ୍ବର: ବିଜୁ ଯୁବ ଏବଂ ଛାତ୍ର ବିଜେଡି କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବୈଠକରେ ବିଜେଡି ସୁପ୍ରିମ ଓଡ଼ିଆ ଭାଷାକୁ ଗୁରତ୍ବ ଦେଇଥିବା ବେଳେ ଉଭୟ କଂଗ୍ରେସ ଓ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି। କେନ୍ଦ୍ର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରଖୁଛି। ନିର୍ବାଚନ!-->…
ଧର୍ମଶାଳାରୁ ଅପହୃତ କଲେଜ ଛାତ୍ରୀ କଟକରୁ ଉଦ୍ଧାର, ଅପହରଣକାରୀ ଅଟକ
ଧର୍ମଶାଳା: ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳରୁ ଗତ ୫ ତାରିଖରେ ଅପହୃତ କଲେଜ ଛାତ୍ରୀଙ୍କୁ ପୁଲିସ୍ ରାତିରେ ଉଦ୍ଧାର କରିଛି। ଅପହରଣକାରୀ ଚୋରମୁହାଁ ଗ୍ରାମର ଅବଦୁଲ ସେହମତ୍ ଖାଁକୁ ଧରିବାରେ ସକ୍ଷମ ହୋଇଛି। ଉଭୟଙ୍କୁ କଟକ (ଜଗତପୁର) ଅଞ୍ଚଳରୁ ଧରାଯାଇଥିବା ଧର୍ମଶାଳା ଥାନା ଅଧିକାରୀ ସରୋଜ!-->…
