Browsing Category
Regional
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ସଚେତନତା ରଥ ଶୁଭାରମ୍ଭ
କୋରୁକୋଣ୍ଡା ୧୭/୦୮/୨୦୨୧ କଳିଙ୍ଗ ଜ୍ଯୋତି : ମାଲକାନଗିରି କୋରୁକୋଣ୍ଡା ଜିଲ୍ଲା ବାଲିମେଳା ଏନଏସିରେ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଚେତନତା ରଥ ଆରମ୍ଭ ହୋଇଯାଇଛି। ଏନେଇ ଆଜି ଏନଏସି କାର୍ଯ୍ୟାଳୟ ଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ!-->…
+୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ, ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୪ ଯାଏ ଅନଲାଇନ୍ ଆବେଦନ
ଭୁବନେଶ୍ୱର ୧୭/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଯୁକ୍ତ ୩ ନାମଲେଖା ପାଇଁ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୨୦ ତାରିଖ ସକାଳ ୧୧ଟାରୁ ସେପ୍ଟେମ୍ବର ୪ ତାରିଖ ରାତି ୧୧ଟା ୪୫ ମିନିଟ୍ ଯାଏଁ ଛାତ୍ରଛାତ୍ରୀମାନେ ଅନଲାଇନ୍ ଆବେଦନ କରିପାରିବେ।!-->…
ଭିଜିଲାନ୍ସ ପଞ୍ଝାରେ ପିଇଓ, ଆବାସ ଯୋଜନାରେ ଲାଞ୍ଚ କାରବାର ବେଳେ ଧରା ପଡ଼ିଲେ
ଦାରିଙ୍ଗବାଡ଼ି,୧୭/୮: ଭିଜିଲାନ୍ସ ପଞ୍ଝାରେ ସରାମୁଳି ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଟାଇଟସ ନାୟକ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟତା ରିପୋର୍ଟ ଦେବା ନିମନ୍ତେ ହିତାଧିକାରୀଙ୍କ ଠାରୁ ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଫୁଲବାଣୀ ଭିଜିଲାନ୍ସ ଟିମ ଚଢ଼ଉ କରି!-->…
ଓଡ଼ିଶାର ୨ ଯବାନଙ୍କୁ ଶୌର୍ଯ୍ୟଚକ୍ର, ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ:ପୁଲିସ ମହାନିର୍ଦେଶକ
ଭୁବନେଶ୍ବର ୧୪/୦୮/୨୦୨୧ କଳିଙ୍ଗ ଜ୍ଯୋତି: ଓଡ଼ିଶାର ୨ ଯବାନଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ। ସହିଦ ୨ ଏସଓଜି ଯବାନଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ। କମାଣ୍ଡୋ ସୁଧୀର ଟୁଡୁ ଓ ଦେବାଶିଷ ସେଠୀଙ୍କୁ ଶୌର୍ଯ୍ୟଚକ୍ର। ସାହାସିକତା ଓ ବୀରତ୍ବ ପାଇଁ ୨ ସହିଦଙ୍କୁ ମିଳିବ ଶୌର୍ଯ୍ୟଚକ୍ର ସମ୍ମାନ।!-->…
କରୋନାର ଅନ୍ତ ଘଟିନାହିଁ, ସାବଧାନତା ଜରୁରୀ: ରାଷ୍ଟ୍ରପତି
ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ
ନୂଆଦିଲ୍ଲୀ ୧୪/୦୮/୨୦୨୧ କଳିଙ୍ଗ ଜ୍ଯୋତି : ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି!-->!-->!-->…
ସ୍ଵର୍ଗଦ୍ଵାରରୁ ହଟିଲା କଟକଣା, ଶବ ସତ୍କାର ପାଇଁ ମିଳିଲା ଅନୁମତି
ପୁରୀ ୧୪/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଦୀର୍ଘ ଦିନ ପରେ ପୁରୀ ସ୍ଵର୍ଗଦ୍ଵାରରୁ ହଟିଲା କଟକଣା। ସ୍ଵର୍ଗଦ୍ଵାରରେ ଶବ ସତ୍କାର ପାଇଁ ମିଳିଲା ଅନୁମତି। ଏଣିକି ସ୍ଵର୍ଗଦ୍ଵାରରେ ପୁରୀ ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକେ ଆସି ଶବ ସତ୍କାର କରିପାରିବେ। ଅଗଷ୍ଟ ୧୬ ତାରିଖରୁ ସ୍ଵର୍ଗଦ୍ଵାରରେ ଶବ!-->…
ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା, ସତର୍କ ସୂଚନା ଜାରି କଲେ ଏସ୍ଆରସି
ଭୁବନେଶ୍ୱର ୧୪/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି। ୧୭ ତାରିଖରେ କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତାହାକୁ ନଜରରେ ରଖି ଏସ୍ଆରସିଙ୍କ ପକ୍ଷରୁ!-->…
ଶନିବାର ପ୍ରକାଶ ପାଇଁ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ରେଜଲ୍ଟ
ଭୁବନେଶ୍ୱର ୧୩/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଆସନ୍ତା କାଲି ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ସିଏଚଏସଇ ୱେସାଇଟ ରେଟ୍ ପରୀକ୍ଷା ରେଜଲ୍ଟ !-->…
ବୁଣାକାରଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୧୩/୦୮/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟର ବୁଣାକାର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ । ରାଜ୍ୟର ଲକ୍ଷାଧିକ ଲୋକ!-->…
ଆଜିଠାରୁ +୨ ନାମଲେଖା ଆବେଦନ ଆରମ୍ଭ, ପ୍ରଥମ ଦିନରେ ନାମ ପଞ୍ଜୀକରଣ କଲେ ୩୬,୫୮୧ଜଣ ଛାତ୍ରଛାତ୍ରୀ
ଭୁବନେଶ୍ବର ୧୨/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ସନ୍ଧ୍ୟା ୭.୧୫ଟା ସୁଦ୍ଧା ୩୬,୫୮୧ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନ୍ଲାଇନରେ ୧୭,୪୭୬ଜଣ ଆବେଦନ କରିଛନ୍ତି ଏବଂ!-->…